Latest Odisha News

BREAKING NEWS

Browsing Category

ଫିଚର

ତବଲିଗ୍ ଜମାତ ଭାରତ ସମେତ ଏସିଆରେ କାଳ ସାଜିଛି

ନୂଆଦିଲ୍ଲୀ: ତବଲିଗ୍ ଜମାତ ଯୋଗୁ ସମଗ୍ର ଏସିଆ ଉପରେ କରୋନାର ଆତଙ୍କ ଦେଖାଦେଇଛି। ଏହା ପୂର୍ବରୁ ଏହି ସମାବେଶ ଯେଉଁ ଯେଉଁ ସ୍ଥାନରେ ହୋଇଛି ତାହା ପରେ ପରେ ସେଠାରେ କିଲର କରୋନା ମାତିଛି । ୧୨ ମାର୍ଚ୍ଚରେ ପାକିସ୍ତାନର ଲାହାରରେ ତବଲିଗ୍ ଜମାତ ହୋଇଥିଲା। ଏଥିରେ ପୃଥିବୀର ୮୦ ଦେଶରୁ ଅଢ଼େଇ…

କରୋନା: ଆୟୁଷ ମନ୍ତ୍ରାଳୟର ପରାମର୍ଶ; ଚ୍ୟବନପ୍ରାଶ ସମେତ ଖାଆନ୍ତୁ ଏସବୁ ଜିନିଷ

ନୂଆଦିଲ୍ଲୀ: କରୋନାଭାଇରସକୁ ନଜରରେ ରଖି ଆୟୁଷ ମନ୍ତ୍ରାଳୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ସୁସ୍ଥ ରହିବା ପାଇଁ କିଛି ଗାଇଡଲାଇନ ଜାରି କରିଛି । ଯେହେତୁ ଏପର୍ଯ୍ୟନ୍ତ କୌଣସି ଔଷଧ ଆସିନି, ସେଥିପାଇଁ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏମିତି କିଛି ପଦକ୍ଷେପ ନେବା ଉଚିତ୍ ବୋଲି…

ଯୁବିଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ: ଗାଙ୍ଗୁଲିଙ୍କ ପରି ମୋତେ କେହି ସହଯୋଗ କରି ନାହାନ୍ତି

ନୂଆଦିଲ୍ଲୀ: ଭାରତକୁ ୨ଟି ବିଶ୍ୱକପ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କ୍ରିକେଟର ଯୁବରାଜ ସିଂ ବୁଧବାର ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଅଧିନାୟକ ଭାବେ ସୌରଭ ଗାଙ୍ଗୁଲିଙ୍କ ପରି ମୋତେ କେହି ସମର୍ଥନ କିମ୍ବା ସହଯୋଗ କରି ନାହାନ୍ତି । ଏପରିକି ମହେନ୍ଦ୍ର…

ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ଖାଲି କରିବା ପାଇଁ ଡୋଭାଲଙ୍କୁ ଯିବାକୁ ପଡିଥିଲା

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ଖାଲି କରିବା ପାଇଁ ସରକାରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପୋଲିସ ଚେତାବନୀ ସତ୍ୱେ ଭିଡ ହଟି ନ ଥିଲା । ଶେଷରେ ଗୃହ ମନ୍ତ୍ରୀ ଅମିତ ଶାହ ଏନଏସଏ ମୁଖ୍ୟ ଅଜିତ ଡୋଭାଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିଲେ । ଡୋଭାଲ ୨୮ ତାରିଖ ରାତି…

କରୋନା ଆତଙ୍କ: ଭଦ୍ରକରେ କଡ଼ାକଡ଼ି ହେଲା ଲକଡ଼ାଉନ୍

ଭଦ୍ରକ: ସାରା ଦେଶ ସମେତ ଓଡ଼ିଶାରେ ଲକ୍ଡ଼ାଉନ୍ ଚାଲିଥିବା ବେଳେ ଭଦ୍ରକ ସହରରେ ଲକଡ଼ାଉନ୍ କଡ଼ାକଡ଼ି ହୋଇଛି । ମାର୍ଚ୍ଚ ୨୪ ତାରିଖରେ ସାରା ଦେଶରେ ଲକଡ଼ାଉନ୍ ଘୋଷିତ ହେବାପରେ ଭଦ୍ରକ ସହରରେ ମଧ୍ୟ ଏହା ପାଳନ କରାଯାଉଛି । ଓଡ଼ିଶା ସରକାର ପ୍ରଥମେ ୫ଟି ଜିଲ୍ଲା ଏବଂ ୮ଟି ସହରକୁ ଲକଡ଼ାଉନ୍…

ରାଜଧାନୀରେ ଲକଡାଉନ ପ୍ରଭାବ, ଦେଖନ୍ତୁ ଚିତ୍ରରେ

ଭୁବନେଶ୍ୱର: କରୋନା ପାଇଁ ସାରା ଦେଶରେ ଲକଡାଉନ । ଗାଁ ଠୁ ସହର ସବୁଆଡେ ଖାଁ ଖାଁ। ଅତ୍ୟାବଶକୀୟ ସାମଗ୍ରୀକୁ ଛାଡି ଆଉ ସମସ୍ତ ଦୋକାନ ବଜାର ବନ୍ଦ । ସବୁଆଡେ ଲୋକଶୂନ୍ୟ। ୨୪ ଘଣ୍ଟା ବ୍ୟସ୍ତବହୁଳ ରହୁଥିବା ରାଜଧାନୀରେ ମଧ୍ୟ ସମାନ ଅବସ୍ଥା। ରାସ୍ତାଘାଟ ଜନଶୂନ୍ୟ। ଆବଶ୍ୟକୀୟ ସାମଗ୍ରୀ ଦୋକାନ…

ଆସିଗଲା ଶକ୍ତିମାନ! ଜାଣନ୍ତୁ ପ୍ରସାରଣ ସମୟ

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ସୁବର୍ଣ୍ଣ ଯୁଗ ଫେରାଇ ଆଣୁଛି ଦୂରଦର୍ଶନ। ରାମାୟଣ ଓ ମହାଭାରତ ଦେଖି ପୁରୁଣା ଦିନର ସ୍ମୃତି ତାଜା ହେଉଛି । ଏହି କ୍ରମରେ ଯୋଡି ହୋଇଛି ୯୦ ଦଶକର ଆଉ ଏକ ଲୋକପ୍ରିୟ ଧାରାବାହିକ 'ଶକ୍ତିମାନ' । ଆସନ୍ତାକାଲି ଠାରୁ ଆରମ୍ଭ ହେବ ଏହି ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’…

କରୋନା ଭୟ: ୨ଟି ବିଦେଶୀ ବିମାନ ଲ୍ୟାଣ୍ଡ୍ କରିବା ପରେ ଆତଙ୍କିତ ହେଲେ ରାଉରକେଲାବାସୀ !

ରାଉରକେଲା: ଦେଶରେ ବର୍ତ୍ତମାନ ଦ୍ରୁତଗତିରେ କରୋନା ଭୂତାଣୁ ସଂକ୍ରମିତ ହୋଇଚାଲିଥିବା ବେଳେ କଡ଼ାକଡ଼ି ପାଳନ କରାଯାଉଛି ୨୧ ଦିନର ଲକ୍‌ଡ଼ାଉନ୍ । ଏବେ ଓଡ଼ିଶାରେ ୪ଟି କରୋନା କେସ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସମସ୍ତ ବ୍ୟକ୍ତି ବିଦେଶରୁ ଓଡ଼ିଶାକୁ ଫେରିଥିବା ସୂଚନା ମିଳିଛି । ତେବେ…

ଲକ୍‌-ଡାଉନ୍: ନିଜ ଗ୍ରାହକଙ୍କ ପାଇଁ ଜିଓ ଆଣିଲା ଏଇ ମାଗଣା ସେବା, ଜାଣନ୍ତୁ

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଜାରି ହୋଇଥିବା ଦେଶବ୍ୟାପୀ ଲକ୍ ଡାଉନ୍‌କୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ଏପ୍ରିଲ୍ ୧୭ ଯାଏଁ ୧୦୦ ମିନିଟ୍‌ର ମାଗଣା ଟକ୍‌ଟାଇମ୍ ଏବଂ ୧୦୦ ମାଗଣା ଏସ୍‌ଏମ୍‌ଏସ୍ ଦେବାନେଇ ଘୋଷଣା କରାଯାଇଛି ।…

ପିଏମ କେୟାର ପାଣ୍ଠିକୁ ଏସବିଆଇ କର୍ମଚାରୀଙ୍କ ୨ ଦିନର ବେତନ ଦାନ

ମୁମ୍ବାଇ: କୋଭିଡ଼-୧୯ର ମୁକାବିଲା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ୨ ଲକ୍ଷ ୫୬ ହଜାର କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ୨ ଦିନର ବେତନ ଦାନ ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । ଫଳରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଗଠନ କରାଯାଇଥିବା…