Latest Odisha News

BREAKING NEWS

Browsing Category

ଫିଚର

କେୟାର ହସ୍ପିଟାଲ୍ ପକ୍ଷରୁ ରୋଗୀଙ୍କ ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ବ୍ୟବସ୍ଥା

ଭୁବନେଶ୍ୱର: କେୟାର ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ଏହାର ସମସ୍ତ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ଲାଗି ସାମାଜିକ ଦୂରତ୍ୱ ବଜାୟ ରଖିବା ବ୍ୟବସ୍ଥାକୁ ମୂତୟନ କରାଯାଇଛି । ଏହି ସଙ୍କଟମୟ ସମୟ ଏବଂ ଲକ୍ ଡାଉନ୍ ଅବଧିରେ ଟେଲିମେଡିସିନ୍ ସେବାକୁ ବ୍ୟବହାର କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ…

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି; ୧,୬୩୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବୁଧବାର ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୬୩୭ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚିତ କରାଯାଇଛି ।…

ନିଜାମୁଦ୍ଦିନ ଫେରନ୍ତାଙ୍କୁ ଖୋଜା ଚାଲିଛି: ରାଜ୍ୟ ସରକାର

ଭୁବନେଶ୍ୱର: ମହାମାରୀ କରୋନାର ବ୍ୟାପକ ସଂକ୍ରମଣ ଭିତରେ ଚିନ୍ତା ବଢାଇଦେଇଛି ନିଜାମୁଦ୍ଦିନ ଘଟଣା । ରାଜ୍ୟର ୧୫ ଜଣ ସେଠାରୁ ଫେରିଥିବା ସୂୂଚନା ମିଳିବା ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ…

ବିଶୋଧନ ହେଉଛି ଭୁବନେଶ୍ୱର

ଭୁବନେଶ୍ୱର: ଦ୍ୱିତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବିଶୋଧନ ପ୍ରକ୍ରିୟା । ଆଜି ସକାଳୁ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ କଳ୍ପନା ଛକ ନିକଟ ରବି ଟକିଜ ଅଂଚଳରେ ସାନିଟାଇଜେସନ କାମ ଆରମ୍ଭ କରିଛି । ପୁରା ଅଂଚଳକୁ ଜୀବାଣୁ ମୁକ୍ତ କରିବାକୁ ସୋଡିୟମ ହାଇପୋକ୍ଲୋରାଇଡ ମିଶ୍ରିତ ପାଣି…

‘ଷ୍ଟାର ୱାର’ ଅଭିନେତା ଆଣ୍ଡ୍ରିଉ ଜ୍ୟାକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ

ଲଣ୍ଡନ: ‘ଷ୍ଟାର ୱାର’ ଫିଲ୍ମର ଅଭିନେତା ଆଣ୍ଡ୍ରିଉ ଜ୍ୟାକଙ୍କ କରୋନା ସଂକ୍ରମଣ ଯୋଗୁଁ ମଙ୍ଗଳବାର ଦିନ ମୃତ୍ୟୁ ହୋଇଛି । ସେ ୟୁକେର ସରେ ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି । ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତାଙ୍କ ପତ୍ନୀ ଗାବ୍ରିଏଲ ରୋଜର୍ସ ଅଷ୍ଟ୍ରେଲିୟାରେ କ୍ୱାରେଣ୍ଟାଇନରେ ଅଛନ୍ତି…

ଓଡିଶା ଦିବସର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ଏକ ଭିଡିଓ ବାର୍ତ୍ତା ଜରିଆରେ ସମସ୍ତଙ୍କୁ ଓଡିଶା ଦିବସର ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନର ସ୍ୱପ୍ନକୁ ସାକାର କରିଥିବା ମହାପୁରୁଷମାନଙ୍କ ପ୍ରତି ସେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ଓଡିଆ ଭାଷା,…

କୋଭିଡ-୧୯ ଲକଡାଉନ: ମେ’କୁ ଘୁଞ୍ଚିଲା ଜେଇଇ(ମୁଖ୍ୟ) ୨୦୨୦ ପରୀକ୍ଷା

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ-୧୯ ଲକଡାଉନ ଯୋଗୁଁ ଜେଇଇ(ମୁଖ୍ୟ)୨୦୨୦ ପରୀକ୍ଷା ମେ’ ମାସ ଶେଷ ସପ୍ତାହରେ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ମଙ୍ଗଳବାର ଦିନ ନୋଟିସ ଜାରି କରିଛି । ଆଗାମୀ ସମୟରେ ସ୍ଥିତିର ଆକଳନ କରିବା ପରେ ପରୀକ୍ଷାର ସଠିକ ତାରିଖ ଘୋଷଣା କରାଯିବ । “ଆମେ…

ଆଲର୍ଟ: ଲକଡାଉନର ଫାଇଦା ଉଠାଇ ଦିଲ୍ଲୀ ପୋଲିସଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ନିୟମ ପାଳନ କରାଯାଉଛି । ଏହାକୁ ସୁଚାରୁରୂପେ ପାଳନ କରିବା ପାଇଁ ଅନେକ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ସୁରକ୍ଷା ଏଜେନ୍ସିକୁ ମିଳିଥିବା ରିପୋର୍ଟ ମୁତାବକ ଆଇଏସ ଆତଙ୍କବାଦୀ ଏହାର ଫାଇଦା ଉଠାଇ ଡୁ୍ୟଟି କରୁଥିବା ପୋଲିସକୁ ଟାର୍ଗେଟ…

୫୧ ଶକ୍ତିପୀଠର ପ୍ରତିକୃତିକୁ ନେଇ ତ୍ରିପୁରାରେ ତିଆରି ହେବ ଭବ୍ୟ ମନ୍ଦିର

ଅଗରତାଲା: ଚୈତ୍ର ନବରାତ୍ରିର ମହାଷ୍ଟମୀ ତିଥିରେ ତ୍ରିପୁରା ସରକାର ଦେବୀଭକ୍ତଙ୍କ ପାଇଁ ଏକ ମନଲୋଭା ଘୋଷଣା କରିଛନ୍ତି । ତ୍ରିପୁରାର ପ୍ରସିଦ୍ଧ ଶକ୍ତିପୀଠ ତ୍ରିପୁରାସୁନ୍ଦରୀଠାରୁ ୩ କିଲୋମିଟର ଦୂରରେ ଏକ ଭବ୍ୟ ଶକ୍ତିପୀଠ ତିଆରି କରାଯିବ । ୧୪ ଏକରରେ ୪୪ କୋଟି ବଜେଟରେ ଏହା ନିର୍ମିତ ହେବ ।…

କରୋନା: ନିଜାମୁଦ୍ଦିନ ଧାର୍ମିକ ସଭାରେ ସାମିଲ ଆଉ ଜଣେ ଓଡିଆ କେନ୍ଦ୍ରାପଡାରୁ ଚିହ୍ନଟ

କେନ୍ଦ୍ରାପଡା: ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରେ ସାମିଲ ହୋଇଥିବା ଜଣେ ଓଡିଆଙ୍କୁ କେନ୍ଦ୍ରାପଡା ଜିଲ୍ଲା ଅଧିକାରୀ ଚିହ୍ନଟ କରିଛନ୍ତି । କେନ୍ଦ୍ରାପଡାର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି କି, ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି ଏବଂ ତାଙ୍କ ପରିବାରକୁ…