Latest Odisha News

BREAKING NEWS

Browsing Category

ଫିଚର

କରୋନାଭାଇରସ: ବିଶ୍ୱବ୍ୟାପୀ ୧ଲକ୍ଷ ରୋଗୀ ଆରୋଗ୍ୟ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱ୍ୟାପୀ ପ୍ରାୟ ୧ ଲକ୍ଷ ରୋଗୀ ଆରୋଗ୍ୟ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୧୯୨ଟି ଦେଶରେ ଏଯାବତ୍ ୩୫ ହଜାର ବ୍ୟକ୍ତି…

କରୋନା: ଫ୍ରାନ୍ସରେ ଲକଡାଉନ ସତ୍ୱେ ଗୋଟିଏ ଦିନରେ ୨୮% ମୃତ୍ୟୁ

ପ୍ୟାରିସ: ଫ୍ରାନ୍ସରେ ଦେଶବ୍ୟାପୀ ଲକଡାଉନ ସତ୍ୱେ ବଢ଼ି ବଢ଼ି ଚାଲିଛି କରୋନାଭାଇରସ ଜନିତ ମୃତ୍ୟୁ ସଂଖ୍ୟା । ଫ୍ରାନ୍ସରେ ଗୋଟିଏ ଦିନରେ ୧୮୬ଜଣଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସରେ ଲକଡାଉନର ଏହା ଦ୍ୱିତୀୟ ସପ୍ତାହ ହୋଇଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା ଅଣାୟତ୍ତ ହୋଇପଡିଛି । ଏହା ସହିତ ସେଠାରେ…

କୋଭିଡ-୧୯: ମହାରାଷ୍ଟ୍ରରେ ୧୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ: କରୋନା ଭାଇରସ ପ୍ରଭାବରେ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ କୁ ବୃଦ୍ଧି ପାଇଥିବା ମଙ୍ଗଳବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ସମୟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ମୋଟ ସକରାତ୍ମକ ମାମଲା ୪୯୨ କୁ ବୃଦ୍ଧି…

ଇଟାଲୀରେ ଅଣାୟତ୍ତ କରୋନା: ଗୋଟିଏ ଦିନରେ ୬୦୨ ମୃତ୍ୟୁ, ୬ ହଜାର ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୬୦୨ ଜୀବନ । ସୋମବାର ଦିନ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୬୦୨ ଜଣଙ୍କ ମୃତ୍ୟୁ ହୋଇଥିବା…

କରୋନା ମୁକାବିଲା: ଗ୍ରାମାଞ୍ଚଳ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସରକାର, ଜାଣନ୍ତୁ

ଭୁବନେଶ୍ୱର: ଦିନକୁ ଦିନ ମାରାତ୍ମକ ହେଉଛି କରୋନା ଭାଇରସ । ଏହାର ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଗ୍ରାମାଞ୍ଚଳ ପାଇଁ କ'ଣ ପଦକ୍ଷେପ ନେଇଛନ୍ତି ସରକାର... କୌଣସି ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ…

କରୋନା: ଭାଇରସ ସଂକ୍ରମଣର ୪ଟି ପର୍ଯ୍ୟାୟ କ’ଣ ? କେଉଁ ଚରଣରେ ହୁଏ ଅଣାୟତ୍ତ ?

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୧ରେ ପହଞ୍ଚିଲାଣି ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର ୫୪୮ଟି ଜିଲ୍ଲାକୁ ଲକଡାଉନ କରାଯାଇଛି । କରୋନାଭାଇରସ ଭୟାବହ ଆଡକୁ ଗତି କରୁଛି । ତେବେ ଏହି ମହାମାରୀର ୪ଟି…

କରୋନା ମୁକାବୁଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୋଳ ସହିତ ୮ଟି ସହର ଯଥା-ପୁରୀ,…

କରୋନା ଲକଡାଉନ: ଶାହିନବାଗରୁ ହଟିଲେ ବିକ୍ଷୋଭକାରୀ, ତମ୍ବୁ ହଟାଇ ରାସ୍ତା ଖାଲି କଲା ପୋଲିସ

ନୂଆଦିଲ୍ଲୀ: ନାଗରିକତା ଆଇନ ବିରୋଧରେ ଗତ ଡିସେମ୍ବର ୧୫ ରୁ ଶାହିନବାଗରେ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ପୋଲିସ ହଟାଇ ଦେଇଛି। ଦିଲ୍ଲୀ ଏବଂ ନୋଏଡାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଥିବା ତମ୍ବୁଗୁଡ଼ିକୁ ମଧ୍ୟ ପୋଲିସ ହଟାଇ ଦେଇଛି। DCP South East:People at the protest site…

କରୋନା ମୁକାବିଲା: ଆଜିଠୁ ବନ୍ଦ ବସ୍ ସେବା

ଭୁବନେଶ୍ୱର : ମାରାତ୍ମକ କରୋନା ଭାଇରସ ସହ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କରୋନାଭାଇରସ୍‌ ବିରୋଧରେ ସାମାଜିକ ଦୂରତା ଓ ସଙ୍ଗରୋଧକୁ ଅବଲମ୍ବନ କରିବା ପାଇଁ ମଙ୍ଗଳବାର (ଆଜିଠାରୁ) ରାଜ୍ୟ ମଧ୍ୟରେ ସମସ୍ତ ବସ୍ ଚଳାଚଳକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।…

କରୋନା ସତର୍କତା: ଆଜି ମଧ୍ୟରାତ୍ରିରୁ ଉଡିବନି ଘରୋଇ ବିମାନ

ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସ ସଂକ୍ରମଣକୁ ରୋକିବା ନିମନ୍ତେ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି ଦୃଢ଼ ପଦକ୍ଷେପ । ମାର୍ଚ୍ଚ ୨୪ ତାରିଖ (ଆଜି) ମଧ୍ୟରାତ୍ରିରୁ ଘରୋଇ ବିମାନ ଚଳାଚଳ ବନ୍ଦ ରହିବା ନେଇ ସୋମବାର ଦିନ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛି । ଆଜି ବିମାନ…