Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୧-୩-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୨୧ ରିଖ  ଶନିବାର ମୀନ ୮ ଦିନ   ଚୈତ୍ର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ  ଚନ୍ଦ୍ର  ଘାତ ବାର-:  ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର:- ମିଥୁନ ରାଶି…

ଭାରତୀୟ ଫୁଟବଲ କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ପରଲୋକ

କୋଲକାତା: ଭାରତୀୟ ଫୁଟବଲ ଜଗତର କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ଶୁକ୍ରବାର ଦିନ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବା ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ମୃତୁ୍ୟବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା ।…

ଓଡ଼ିଶା ପୌରସଂସ୍ଥାଗୁଡ଼ିକ ଲାଗି କେନ୍ଦ୍ର ପକ୍ଷରୁ ମଞ୍ଜୁର ହେଲା ୧୮୬ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଓଡ଼ିଶାର ପୌରସଂସ୍ଥା (ୟୁଏଲବି) ଗୁଡ଼ିକ ଲାଗି ପ୍ରଥମ କିସ୍ତିରେ ୧୮୬ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ମଞ୍ଜୁର କରାଯାଇଛି । Thank PM Shri @narendramodi ji and FM @nsitharaman…

କରୋନା ପଜିଟିଭ ରୋଗୀଙ୍କ ଉପରେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକାଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର: ଦିନ ସାରା ଭୁବନେଶ୍ୱର ଏମ୍ସରେ କରୋନା ପଜିଟିଭ୍ ରୋଗୀଙ୍କ ଠାରୁ ସଂକ୍ରମଣ ନେଇ ବିଭିନ୍ନ ଚର୍ଚ୍ଚା ଓ ଖବର ପ୍ରକାଶ ପାଇଥିବା ବେଳେ ଅପରାହ୍ନରେ ଏମ୍ସ ନିର୍ଦ୍ଦେଶିକା ଗୀତାଂଜଳି ପଦ୍ମନାଭମ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । https://youtu.be/nwf3cdTnQko ସୂଚନା ଅନୁଯାୟୀ,…

କୋଭିଡ-୧୯: ଜୁନ୍ ୧୬ ଯାଏଁ ଏସସି/ଏସଟି ବିଭାଗ ଅନ୍ତର୍ଗତ ସମସ୍ତ ହଷ୍ଟେଲ ବନ୍ଦ

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣ ଭୟରେ ରାଜ୍ୟ ସରକାର ଏସସି/ଏସଟି ବିକାଶ ବିଭାଗ ଅଧିନରେ ଥିବା ସମସ୍ତ ସ୍କୁଲକୁ ମାର୍ଚ୍ଚ ୨୫ରୁ ଜୁନ୍ ୧୬ ଯାଏଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସସି/ଏସଟି ପିଲାଙ୍କ ମାତାପିତା ଓ ଅଭିଭାବକଙ୍କୁ ୩ ମାସର ଅଗ୍ରୀମ ଛାତ୍ରବୃତ୍ତି ଦେବାକୁ ନେଇ ବିଭାଗ…

କରୋନା ଭୟ: ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ତଥା କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଓଡିଶା ସରକାର ଶୁକ୍ରବାର ଦିନ ଅନ୍ୟ ଆଦେଶ ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ସମସ୍ତ ରେସ୍ତୋରାଁ, ହୋଟେଲ, କ୍ୟାଣ୍ଟିନ, ଭୋଜନାଳୟ ସବୁ ବନ୍ଦ…

କନିକା କାପୁରଙ୍କ କରୋନା ପଜିଟିଭ ନେଇ କେଉଁ କେଉଁ ନେତା ବେଶି ଚିନ୍ତିତ

ନୂଆଦିଲ୍ଲୀ:ବଲିଉଡ ସେଲିବ୍ରେଟି କନିକା କାପୁରଙ୍କ କରୋନ ଭାଇରାସରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଅନେକ ନେତା ଆସିଥିଲେ । ଆସନ୍ତୁ ଜାଣିବା କେଉଁ କେଉଁ ନେତା ଏ ନେଇ ଚିନ୍ତିତ ଏବଂ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉତରପ୍ରଦେଶର ମନ୍ତ୍ରୀ ଜୟ ପ୍ରତାପ ସିଂ ମଧ୍ୟ କନିକା ସାମିଲ…

ଜାପାନରେ ପହଂଚିଲା ଅଲିମ୍ପିକ ମଶାଲ

ଟୋକିଓ: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିଯିବା ପରେ ଏଥିରୁ ମୁକୁଳିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଏହା ବିଚାରକୁ ନେଲେ ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ସୃଷ୍ଟି ହୋଇଛି । ତେବେ ଏ ପର୍ଯ୍ୟନ୍ତ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି କୌଣସି ମନ୍ତବ୍ୟ ଦେଇ…

ଆମ ସମସ୍ତଙ୍କୁ ମିଳିମିଶି ଧୈର୍ଯ୍ୟ ଓ ସାହସର ସହ କରୋନା ଆହ୍ୱାନର ମୁକାବିଲା କରିବାକୁ ପଡିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କରୋନା ଭୂତାଣୁ ବିଶ୍ୱ ମହମାରୀର ରୂପ ନେଇଥିବା ବେଳେ ଆମ ସମସ୍ତଙ୍କୁ ମିଳିମିଶି ଏଭଳି ପ୍ରାକୃତିକ ସଂକଟକୁ ସାମ୍ନା କରିବାକୁ ପଡିବ । ରାଜ୍ୟ ତଥା ଦେଶବାସୀ କୌଣସି ପ୍ରକାର ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ କରୋନା ଭାଇରସ ବିରୁଦ୍ଧରେ ମୁକାବିଲା କରନ୍ତୁ ବୋଲି…

ରାଷ୍ଟ୍ରପତି ଭବନ ସମାରୋହରେ ଯୋଗ ଦେଇଥିଲେ ଦୁଷ୍ମନ୍ତ !

ନୂଆଦିଲ୍ଲୀ: ବଲିଉଡ ଗାୟିକା କନିକା କାପୁର କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଚିନ୍ତା ବଢ଼ିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତାଙ୍କ ପୁତ୍ର ଦୁଷ୍ମନ୍ତ ସିଂ ଏହି ପାର୍ଟିରେ ଯୋଗ ଦେଇଥିଲେ । ସବୁଠାରୁ ବଡ କଥା ଏହା ପରେ ଦୁଷ୍ମନ୍ତ ସଂସଦ ଯିବା ସହ ରାଷ୍ଟ୍ରପତି…