Latest Odisha News

BREAKING NEWS

Browsing Category

ଫିଚର

ସମ ହସ୍ପିଟାଲରେ ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ କରାଯାଇଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ବୁଧବାର ରାଜଭବନରେ ରାଜ୍ୟପାଳଙ୍କୁ ସମ ହସ୍ପିଟାଲ ର ଡାକ୍ତରୀ ଟିମ ସାକ୍ଷାତ କରିଥିବାବେଳେ ପ୍ରଫେସର ଲାଲ ଯକୃତ ପ୍ରତ୍ୟାରୋପଣ ପ୍ରସଙ୍ଗରେ ଆନନ୍ଦ ବ୍ୟକ୍ତ କରିବା ସହ ସମ ହସ୍ପିଟାଲ ପକ୍ଷରୁ ଏଭଳି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟପାଳଙ୍କୁ ସମ…

ଦିଲ୍ଲୀ ହିଂସା ନେଇ ମୁହଁ ଖୋଲିଲେ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ନେଇ ସରକାର ଆଜି ପ୍ରଥମ ଥର ପାଇଁ ତଥ୍ୟ ସହ ମୁହଁ ଖୋଲିଛି । ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏ ନେଇ ସରକାର ପକ୍ଷରୁ ନିଆ ଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ କହିବା ସହ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ଆମେ ହୋଲି ପରେ ଏ ନେଇ ଆଲୋଚନା କରିବା ପାଇଁ…

ଦିଗବିଜୟଙ୍କ ଘୋଡା ବ୍ୟାପାର ଅଭିଯୋଗରୁ ସିନ୍ଧିଆଙ୍କ ବିଜେପିରେ ସାମିଲ ପର୍ଯ୍ୟନ୍ତ ଘଟଣାକ୍ରମ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତି ଏବେ ସାରା ଭାରତକୁ ସରଗରମ କରି ରଖିଛି । ଆସନ୍ତୁ ଜାଣିବା ଦିଗବିଜୟ ସିଂଙ୍କ ଘୋଡା ବ୍ୟପାର ଅଭିଯୋଗରୁ ଆରମ୍ଭ କରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପିରେ ସାମିଲ ହେବାର ଘଟଣାକ୍ରମ- ୧. ମାର୍ଚ୍ଚ ୧: କୃଷକଙ୍କ ଋଣଛାଡ ନୀତି ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କଲେ କୌଶିକ

ଅମ୍ମାନ: ୬୩ କେଜି ବର୍ଗରେ ଯୁବ ବକ୍ସର ମନୀଷ କୌଶିକ ବୁଧବାର ବକ୍ସିଂରେ ଭାରତ ପାଇଁ ଅଲିମ୍ପିକ କୋଟା ହାସଲ କରିଛନ୍ତି । ସେ ୯ମ ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି। ଏହାପୂର୍ବରୁ କୌଣସି ଅଲିମ୍ପିକ୍ସରେ ଏତେ ସଂଖ୍ୟକ ବକ୍ସର ଭାରତକୁ ପ୍ରତିନିଧିତ୍ୱ କରି ନଥିଲେ।…

ନୂତନ ରିମୋଟ୍ ସହିତ ଲଞ୍ଚ ହେଉଛି ଆପଲ୍ ଟିଭି+ଷ୍ଟ୍ରିମିଂ ସେବା: ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ଆପଲ୍ ଏହାର ଟିଭିରେ ଉପଭୋକ୍ତାମାନଙ୍କୁ ବିଶେଷ ବୈଶିଷ୍ଟ୍ୟ ଦେବାକୁ ପ୍ରସ୍ତୁତ ହେଉଛି | କମ୍ପାନୀ ଏହାର ଟିଭି ହାର୍ଡୱେରକୁ ଆହୁରି ଉନ୍ନତ ରୁ ଉନ୍ନତି କରିବାକୁ ଯୋଜନା କରୁଛି। କମ୍ପାନୀ ଖୁବ୍ ଶୀଘ୍ର ଆଇଫୋନ୍ ଅପରେଟିଂ ସିଷ୍ଟମ୍ ୧୪ (ଆଇଓଏସ୍ ୧୪) ଲଞ୍ଚ…

ଆଣ୍ଡ୍ରଏଡ୍ ୧୧ ରେ ଦେଖାଯିବ ବିଶେଷ ପରିବର୍ତ୍ତନ; ଗୁଗୁଲ୍ ଲଞ୍ଚ କଲା ପ୍ରିଭ୍ୟୁ 

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ପ୍ରେମୀଙ୍କ  ପରୀକ୍ଷା ଏବଂ ଆବଶ୍ୟକତାକୁ ଧ୍ୟାନରେ ରଖି ଗୁଗୁଲ୍ ନୂତନ ଆଣ୍ଡ୍ରଏଡ୍ ୧୧ ର ଉପହାର ଶୀଘ୍ର ଉପଭୋକ୍ତାମାନଙ୍କୁ ଦେବାକୁ ପ୍ରସ୍ତୁତ ହେଉଛି। ଗୁଗୁଲ ଆଣ୍ଡ୍ରଏଡ୍ ୧୧ ର ପ୍ରିଭିୟୁ ଲଞ୍ଚ କରିଛି, ଯେଉଁଥିରେ ନୂତନ ସଂସ୍କରଣର କିଛି ବୈଶିଷ୍ଟ୍ୟ ଏବଂ ଝଲକ ଦେଖାଯାଇ…

ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ବେଙ୍ଗଲ

ରାଜକୋଟ: ରଣଜୀ ଟ୍ରଫି ଫାଇନାଲର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ହାତରେ ୭ଟି ୱିକେଟ ବାକି ଥିବା ବେଳେ ଦଳ ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ରହିଛି । ସୌରାଷ୍ଟ୍ର ପ୍ରଥମ ଇନିଂସରେ ଅର୍ପିତଙ୍କ ଶତକ ବଳରେ ୪୨୫ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ବେଙ୍ଗଲ…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଗୁରୁବାରଠାରୁ : ପ୍ରଥମ ମ୍ୟାଚରେ ବର୍ଷା ଆଶଙ୍କା

ଧର୍ମଶାଳା: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ଗୁରୁବାରଠାରୁ ଧର୍ମଶାଳାରେ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଘରୋଇ ପରିବେଶରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି । ତେବେ ପ୍ରଥମ ମ୍ୟାଚରେ ବର୍ଷା ଆଶଙ୍କା ରହିଛି । ଏହା କିଛି ମାତ୍ରାରେ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛନ୍ତି ।…

ସର୍ବଭାରତୀୟ କ୍ରୀଡ଼ାରେ ଓଡ଼ିଶା ପୋଲିସକୁ ସଫଳତା

କଟକ: ଓଡ଼ିଶା ପୋଲିସରେ ଲାନ୍ସ ନାଏକ ଭାବେ କାର୍ଯ୍ୟରତ ବିଘ୍ନରାଜ ମିରିଡ଼ିଆ ୬୮ତମ ସର୍ବଭାରତୀୟ ପୋଲିସ ଦୌଡ଼କୁଦ ପ୍ରତିଯୋଗିତାର ୪୦୦ ମିଟର ଦୌଡ଼ରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ପାଇବାରେ ସଫଳ ହୋଇଛନ୍ତି । ହରିୟାଣାର ପଞ୍ଚକୁଲାଠାରେ ଇଣ୍ଡୋ-ତିବ୍ଦତାନ ବର୍ଡ଼ର ପୋଲିସ ଆନୁକୂଲ୍ୟରେ…

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଆୟୋଜନ କରିବ: ନକଆଉଟ ପାଇଁ ରିଜର୍ଭ ଦିବସ

ଅକଲ୍ୟାଣ୍ଡ: ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଆୟୋଜନ କରିବ । ଦିନିକିଆ ବିଶ୍ୱକପର ନକଆଉଟ ଅର୍ଥାତ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ପାଇଁ ସଂରକ୍ଷଣ ଦିବସ ରହିବ ।  ଟି୨୦ ବିଶ୍ୱକପ ବେଳେ ନକଆଉଟ ମ୍ୟାଚ୍‌ଗୁଡ଼ିକ ପାଇଁ କୌଣସି ସଂରକ୍ଷଣ ଦିବସ ରହି ନଥିଲା। ତେଣୁ ଭାରତ ଓ…