Latest Odisha News

BREAKING NEWS

Browsing Category

ଫିଚର

୯୦ ଦିନ ମଧ୍ୟରେ ଇସ୍ରାଏଲ ବାହାର କରିବ କରୋନା ଭାଇରସର ପ୍ରତିଷେଧକ

ଜେରୁଶଲମ: କରୋନା ଭାଇରାସ ୯୨ରୁ ଅଧିକ ଦେଶରେ ବ୍ୟାପି ସାରିଲାଣି । ଏ ପର୍ଯ୍ୟନ୍ତ ଏହାର କୌଣସି ଔଷଧ କିମ୍ବା ପ୍ରତିଷେଧକ ଟୀକା ବାହାରି ନାହିଁ । ତେବେ ଶନିବାର ଇସ୍ରାଏଲ ସରକାର ୯୦ ଦିନ ମଧ୍ୟରେ ଏହାର ଔଷଧ ତିଆରି ହୋଇଯିବ ବୋଲି ଦୃଢ଼ତା ସହକାରେ କହିଛି । ଏହାର ବିଜ୍ଞାନ ପ୍ରଯୁକ୍ତିକରଣ…

ପ୍ରଥମ ଟାଇଟଲ ଓ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ମେଲବୋର୍ଣ୍ଣ:ଆଇସିସି ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଟାଇଟଲ ମୁକାବିଲା ରବିବାର ହେବ । ଭାରତ ୫ ମ୍ୟାଚରୁ ୪ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଅପରପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୪ ଜିତିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ଭାରତ ନିକଟରୁ ହାରିଥିଲା । ଅଷ୍ଟ୍ରେଲିଆ…

ଜାଣନ୍ତୁ କେଉଁ ଦେଶରେ କେତେ ରୋଗୀଙ୍କ ମୃତ୍ୟ ହେଲା; ୯୩ଟି ଦେଶରେ ପହଞ୍ଚିଲା କରୋନା ଭୂତାଣୁ !

ନୂଆଦିଲ୍ଲୀ: କରୋନା ଭୂତାଣୁର ସଂକ୍ରମଣରେ ବିଶ୍ୱର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିସାରିଛି । ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି ଯେ, ଏହି ମରଣାନ୍ତକ ରୋଗ ଲାଗି ଜନ ସଚେତନତା ତଥା…

ଭାରତ-ଅଷ୍ଟ୍ରେଲିଆ ଫାଇନାଲ: ୭୫ ହଜାର ଟିକେଟ ବିକ୍ରି

ମେଲବୋର୍ଣ୍ଣ:ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଆଇସିସି ଟି୨୦ ମହିଳା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ପ୍ରତି ଦର୍ଶକଙ୍କ ବେଶ୍ ଉତ୍କଣ୍ଠା ରହିଛି । ରିପୋର୍ଟ ମୁତାବକ ୧ ଲକ୍ଷ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମର ୭୫ ହଜାର ଟିକେଟ ବିକ୍ରି…

ବନ ବିଭାଗ ହାତରେ ଧରାପଡିଲା ଜଙ୍ଗଲୀ ଭାଲୁ

ନବରଙ୍ଗପୁର: ୫ଜଣ ବନ ଅଧିକାରୀଙ୍କ ମିଳିତ ଟିମ ଏକ ଜଙ୍ଗଲୀ ଭାଲୁକୁ ଧରିବାରେ ସଫଳ ହୋଇଛନ୍ତି । ଭାଲୁଟି ନବରଙ୍ଗପୁର ଜିଲ୍ଲାର ଦହଣା ଓ ଅନ୍ତସରା ଗ୍ରାମବାସୀଙ୍କୁ ହଇରାଣ କରୁଥିଲା । ବିଭାଗୀୟ ବନ ଅଧିକାରୀ(ଡିଏଫଓ)ଙ୍କ ଦ୍ୱାରା ଗଠିତ ଟିମ୍ ଗତ ୪ଦିନ ଧରି ଭାଲୁକୁ ଧରିବାକୁ ଚେଷ୍ଟା କରୁଥିଲେ ।…

ଚିକେନ ବଜାରକୁ କରୋନା ଝଟକା; କ୍ଷତି ସହୁଛନ୍ତି ଚାଷୀ ଓ ବ୍ୟବସାୟୀ

ଭୁବନେଶ୍ୱର: ଚିକେନ କରୋନା ଭାଇରସର ବାହକ ବୋଲି ହେଉଥିବା ଗୁଜବ ପାଇଁ ଓଡିଶାରେ କୁକୁଡା ବ୍ୟବସାୟ ମାନ୍ଦାରେ ଚାଲିଛି । ଅଲ ଇଣ୍ଡିଆ ପୋଲଟ୍ରି ଫୋରମ(ଏଓପିଏଫ) ଅନୁସାରେ, ପୂର୍ବରୁ ପ୍ରତି ସପ୍ତାହରେ ୭୦ ଲକ୍ଷ କିଲୋ ଚିକେନ ବି୍ରକି ହେଉଥିଲା । ଏହା ତୁଳନାରେ ଏଥିରେ ୩୦ରୁ ୪୦ ପ୍ରତିଶତ ହ୍ରାସ…

ରାମ ମନ୍ଦିରକୁ ୧ କୋଟି ଦାନ କଲେ ଉଦ୍ଧବ ଠାକରେ

ଅଯୋଧ୍ୟା: ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେଠାରେ ପହଂଚି ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ପାଇଁ ସେ ୧ କୋଟି ଟଙ୍କା ଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶହେ ଦିନର କାର୍ଯ୍ୟକାଳ ପୂରଣ କରିବା ଅବସରରେ ଅଯୋଧ୍ୟା ଗସ୍ତରେ ଯାଇଥିଲେ…

ଓଡ଼ିଶା ପୋଲିସରେ ୨୩୧ଟି ଡ୍ରାଇଭର ପଦବୀ ଲାଗି ନିଯୁକ୍ତି ସୂଚନା: ପଢନ୍ତୁ ସବିଶେଷ ବିବରଣୀ

କଟକ: ଓଡ଼ିଶା ପୋଲିସର ‘ ପୋଲିସ ମୋଟର ପରିବହନ’ ବିଭାଗ ପକ୍ଷରୁ ୨୩୧ଟି ଡ୍ରାଇଭର୍ ପଦବୀ ଲାଗି ପ୍ରାର୍ଥୀ ମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନ ଲିଖିତ ୱେବସାଇଟ ଲଗଅନ କରି ସବିଶେଷ ବିବରଣୀ ପାଇପାରିବେ । ୱେବସାଇଟ – http://oprecruitment.in ଏହି…

ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ: କିଏ ଏମାନେ ଓ ଜାଣନ୍ତୁ ସେମାନଙ୍କ ସମ୍ପର୍କରେ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାର୍ଚ୍ଚ ୨୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ୪ ପ୍ରାର୍ଥୀ ଘୋଷଣା କରିଛନ୍ତି। ମୁନ୍ନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ସମ୍ପର୍କରେ ।…

କରୋନା ଭାଇରସ: ଶସ୍ତା ହେଲା ବିଦେଶକୁ ବିମାନ ଯାତ୍ରା, ଜାଣନ୍ତୁ ଟିକେଟ ମୂଲ୍ୟ

ନୂଆଦିଲ୍ଲୀ: କରୋନା ଭାଇରସର ଖରାପ ପ୍ରଭାବ ଅନ୍ତର୍ଜାତୀୟ ଏୟାରଲାଇନ୍ସ ଉପରେ ପଡିଛି । କରୋନା ଭାଇରସ ପାଇଁ ଲୋକମାନଙ୍କ ବିମାନ ଯାତ୍ରା କମିଯାଇଛି । ସେଥିପାଇଁ ଅନ୍ତର୍ଜାତୀୟ ଏୟାରଲାଇନ୍ସ ନିଜର ରୋଜଗାର ପନ୍ଥା ବାହାର କରିଛନ୍ତି । ନୂଆଦିଲ୍ଲୀରୁ ନ୍ୟୁୟର୍କକୁ ଯିବା ଆସିବା କରିବା ପାଇଁ ବିମାନ…