Latest Odisha News

BREAKING NEWS

Browsing Category

ଫିଚର

ପାଲା ଜଗତର ପ୍ରଚଣ୍ଡ ପ୍ରତିଭାଧର: ଗାୟକ ଗୁରୁ ପଣ୍ଡିତ ନିତ୍ୟାନନ୍ଦ ବାରିକ

ଭୁବନେଶ୍ୱର: ପାଲା ଜଗତର ଅମ୍ଳାନ ପ୍ରତିଭା ପଣ୍ଡିତ ନିତ୍ୟାନନ୍ଦ ବାରିକ । ସଂସ୍କୃତ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିବା ଶ୍ରୀଯୁକ୍ତ ବାରିକ ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯୫୪ ମସିହା ସେପ୍ଟେମ୍ବର ୧୦ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ…

ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ରୁ ଖାତାଦେଖା

ଭୁବନେଶ୍ୱର: ସରିଲା ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଦୀର୍ଘ ୨୦ ଦିନ ଧରି ମୂଲ୍ୟାୟନ ପ୍ରକ୍ରିୟା ଚାଲିବ । ଏହି ଖାତାଦେଖା ପ୍ରକ୍ରିୟାରେ ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବ । ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ । ଏନେଇ ସୂଚନା…

ଆସନ୍ତୁ ଜାଣିବା କେତେ କଷ୍ଟସାଧ୍ୟ ଥାଇଲାଣ୍ଡ ଜଙ୍ଗଲରେ ସୈନ୍ୟ ବାହିନୀର ପ୍ରଶିକ୍ଷଣ

ବ୍ୟାଙ୍କକ: ଥାଇଲାଣ୍ଡ ଜଙ୍ଗଲରେ ଏବେ ଚାଲିଛି ବିଭିନ୍ନ ଦେଶର ମିଳିତ ୱାରଗେମ୍ ଏକ୍ସରସାଇଜ । ଏହା ଶୁଣିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ଏହି ଟ୍ରେନିଂରେ ସୈନ୍ୟମାନଙ୍କୁ ବହୁ କଷ୍ଟସାଧ୍ୟ ପ୍ରଶିକ୍ଷଣ ନେବାକୁ ପଡିଥାଏ ।ବିପଦପୂର୍ଣ୍ଣ ପରିବେଶରେ ଜଙ୍ଗଲ ମଧ୍ୟରେ ବଂଚିବା ଏଠାରେ ଶିକ୍ଷା ଦିଆଯାଏ ।…

ନିର୍ଭୟା ମାମଲା: ପବନର ରାଜକ୍ଷମା ଆବେଦନ, ଫାଶୀ ତାରିଖ ଘୁଂଚାଇବାକୁ ମନାକଲେ କୋର୍ଟ

ନୂଆଦିଲ୍ଲୀ: କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଛି ନିର୍ଭୟା ଦୋଷୀ ପବନ ଗୁପ୍ତା । ଫାଶୀ ତାରିଖ ଘୁଂଚାଇବା ପାଇଁ ସେ ଏଭଳି ଯୋଜନା କରିଛି । ପବନର ଓକିଲ ଏପି ସିଂହ ରାଷ୍ଟ୍ରପତିଙ୍କ ତାର ରାଜକ୍ଷମା ଆବେଦନ କରିଛନ୍ତି । ସେପଟେ ନିର୍ଭୟା…

ଜୋର ଜବରଦସ୍ତ ଟ୍ରାଫିକ୍ ଧରପଗଡ଼ ବନ୍ଦ କରିବାକୁ ସୁରେଶ ରାଉତରାୟଙ୍କ ଚେତାବନୀ !

ଭୁବନେଶ୍ୱର: ମାର୍ଚ୍ଚ ୧ ତାରିଖ ଅର୍ଥାତ ରବିବାରଠାରୁ ଆରମ୍ଭ ହୋଇଛି ନୂଆ ଟ୍ରାଫିକ୍ ନିୟମ ଖିଲାଫକାରୀଙ୍କ ବିରୋଧରେ ଧରପଗଡ଼ । ଏହି ଧରପଗଡ଼କୁ ବିରୋଧ କରି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଜବରଦସ୍ତି ପରି ଏକ ପରିସ୍ଥିତି ସୃଷ୍ଟି…

ଦୁଇ ସ୍କୁଲ ବସ୍‌କୁ ୫୧ ହଜାର ଟଙ୍କାର ଫାଇନ୍‌

ଭୁବନେଶ୍ୱର: ଗତକାଲିଠୁ ରାଜଧାନୀ ଭୁବନେଶ୍ୱରେ କଡାକଡି ହୋଇଛି ଟ୍ରାଫିକ ନିୟମ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ଟ୍ରାଫିକ୍ ଚେକିଂ ଜୋରଦାର ହୋଇଛି । ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍‌କୁ ପରିବହନ ବିଭାଗ ସିଜ କରିଛି । ବସ୍‌ର ଫିଟ୍‌ନେସ୍ ସାର୍ଟିଫିକେଟ ଓ ରେଜିଷ୍ଟ୍ରେସନ…

ନିର୍ଭୟା ମାମଲା: ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ଖାରଜ ହୋଇଛି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟ ପବନର ପିଟିସନକୁ ଖାରଜ କରିଛନ୍ତି । ଏହି କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଏବେ ପବନ ପାଖରେ ଏକ ମାତ୍ର ରାଜକ୍ଷମା ଆବେଦନର ବିକଳ୍ପ ରହିଛି । ସେପଟେ ପବନର ଓକିଲ…

ଦ୍ୱିତୀୟ ଟେଷ୍ଟରେ ପରାସ୍ତ ହେଲା ଭାରତ; ୨-୦ରେ ନ୍ୟୁଜିଲାଣ୍ଡର ଶୃଙ୍ଖଳା ହାସଲ

ଖ୍ରୀଷ୍ଟଚର୍ଚ୍ଚ: ଭାରତୀୟ ଟେଷ୍ଟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପରାଜୟ ବରଣ କରିଛି । ଦ୍ୱିତୀୟ ଇନିଂସରେ ମାତ୍ର ୧୨୪ ରନରେ ଅଲଆଉଟ ହେବାପରେ ନ୍ୟୁଜିଲାଣ୍ଡକୁ ମ୍ୟାଚ ଜିତିବାକୁ ଆବଶ୍ୟକ ହେଉଥିଲା ୧୩୨ ରନ । କିୱିଦଳ ମାତ୍ର ୩ଟି ୱିକେଟ ବିନିମୟରେ ଆବଶ୍ୟକୀୟ ରନ ସଂଗ୍ରହ…

+୨ ପରୀକ୍ଷା ଲାଗି କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା; ପରୀକ୍ଷା କେନ୍ଦ୍ରକୁ ସ୍ମାର୍ଟ ଘଡ଼ି, ମୋବାଇଲ୍ ଫୋନ୍ ମନା !

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଅର୍ଥାତ୍ ମାର୍ଚ୍ଚ ୩ତାରିଖରୁ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା । ଏବର୍ଷ ପରୀକ୍ଷା ଲାଗି ସୁରକ୍ଷା ବ୍ୟବସ୍ଥାକୁ ସବୁଠାରୁ ଅଧିକ ଭାବେ କଡ଼ାକଡ଼ି କରାଯାଇଛି । ଉଭୟ ପରୀକ୍ଷାକେନ୍ଦ୍ର ଏବଂ ପରୀକ୍ଷାର୍ଥୀଙ୍କ ଉପରେ ରହିବ କଡ୍ଡା ନଜର । ପରୀକ୍ଷାକେନ୍ଦ୍ରକୁ…

କଟକ ଏସସିବି ସମ୍ପ୍ରସାରଣ: ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ ପାଇଁ ଆଜିଠାରୁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚୂନ ଭାଟି, ରାଣୀହାଟ, ମଙ୍ଗଳା ବସ୍ତି, ତାଳଦଣ୍ଡା କେନାଲ ବସ୍ତିର ଉଚ୍ଛେଦ ହେଉଛି । ମୋଟ ୯୫ଟି ବସ୍ତି ଘର ଉଚ୍ଛେଦ ନେଇ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଯାଇଛି । ସିଏମସି…