Latest Odisha News

BREAKING NEWS

Browsing Category

ଫିଚର

ସ୍ପଷ୍ଟ କଲେ ମନ୍ମଥ ରାଉତରାୟ: ଜଟଣୀରୁ ଛିଡା ହେବା ନିଶ୍ଚିତ କିନ୍ତୁ କଂଗ୍ରେସରୁ ନୁହେଁ

ଭୁବନେଶ୍ୱର:୨୦୨୪ ନିର୍ବାଚନ ପାଇଁ  ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟ ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢ଼ିବେ  ।  ଜଟଣୀରୁ ଲଢ଼ିବେ ବୋଲି ନିଜେ  ସ୍ପଷ୍ଟ କରିଛନ୍ତି ମନ୍ମଥ  । ଏକଥା ବି ସ୍ପଷ୍ଟ କରିଛନ୍ତି ଯେ, ସେ ୨୦୨୪ ନିର୍ବାଚନ ଲଢିବେ, ଜଟଣୀରୁ ଛିଡା ହେବେ କିନ୍ତୁ …

ପିପିଲି ଟୋଲ ପ୍ଲାଜାରେ ଗୁଳିମାଡ ଘଟଣା : ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପିପିଲି: ପିପିଲି ଟୋଲ ପ୍ଲାଜାରେ ଗୁଳିମାଡ଼ ଘଟଣା  । ଫେରାର ଥିବା ୩ ଅଭିଯୁକ୍ତ ଗିରଫ  । ନିମାପଡା ଅରିଷଣ୍ଢ ଡଗରାସାହି ଗହିରରୁ ୩ ଅଭିଯୁକ୍ତ ଧରାପଡିଛନ୍ତି । ଗାଡି ଛାଡି ଫେରାର ହେବାକୁ ଉଦ୍ୟମ କରିବା ବେଳେ ପୋଲିସ ଏମାନଙ୍କୁ ଧରିଛି । ଟୋଲ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ…

ଥମୁନି ହାତୀ ଆତଙ୍କ : ସୁନ୍ଦରଗଡ ଲାଖପଡାରେ ଯୁବକଙ୍କୁ ଶୁଣ୍ଢରେ କଚାଡି ମାରିଲା ଦନ୍ତା

ସୁନ୍ଦରଗଡ : ଥମୁନି ହାତୀ ଆତଙ୍କ  । ହାତୀ ଆକ୍ରମଣରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେବେଳେ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  । ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ବଡଗାଁ…

ପ୍ରକାଶ ପାଇଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ତାଲିକା

ଭୁବନେଶ୍ୱର:ଘୋଷଣା ହେଲା ଅଖିଳ ଭାରତ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ନାମ । ସଭାପତି ମିସ୍ ନିତା ଡି ସୌଜା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କର୍ମକର୍ତ୍ତା , କାର୍ଯ୍ୟକାରୀ କମିଟି ସଭ୍ୟା, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟା,  ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ…

ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ, ରାଷ୍ଟ୍ରପତି ଦେଲେ ନିଯୁକ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଇନ୍ଦ୍ରସେନା ରେଡ୍ଡୀ ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତି…

ଅତ୍ୟାବଶ୍ୟକୀୟ ସାମଗ୍ରୀ ସହାୟତା ନେଇ ୩ଟି ସର୍ତ ରଖିଲା ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ବୁଧବାର ମିଶର ରାସ୍ତା ଦେଇ ଗାଜାକୁ ମାନବୀୟ ସହାୟତା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇବାକୁ ରାଜି ହୋଇଛି । ତେବେ ଏଥିନେଇ ୩ଟି ସର୍ତ ରଖାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁରୋଧ ଯୋଗୁ ଆମେ ଏଥିନେଇ ସହମତି ହୋଇଛୁ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

ପିଜି ପଢ଼ିବା ପାଇଁ ଇନ୍‌ସର୍ଭିସ ଡାକ୍ତରଙ୍କ ରିଲିଭ୍ ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର: ଅଧ୍ୟୟନ ଛୁଟି ଏବଂ OMHS କ୍ୟାଡରର ଡାକ୍ତରୀ ଅଧିକାରୀଙ୍କ ଦରମା ପ୍ରଦାନକୁ ଅନୁମତି ଦେବା ପାଇଁ ଓଡିଶା ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିୟମିତ ଇନସର୍ଭିସ ଡାକ୍ତରମାନଙ୍କ ପିଜି ପଢ଼ିବାକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

୪ ଏକର ଜମିକୁ ଜବରଦଖଲରୁ ମୁକ୍ତ କଲା ବିଡିଏ

ଭୁବନେଶ୍ୱର: ଏକର କି ୨ ଏକର ନୁହେଁ, ପୁରା ୪ ଏକର ଜମିକୁ ଜବରଦଖଲରୁ ମୁକ୍ତ କଲା ବିଡିଏ । ଏହି ସମୟରେ ଏନ୍ଫୋର୍ସମେଣ୍ଟ ଟିମ-ଜବରଦଖଲକାରୀ ମୁହାଁମୁହିଁ ହୋଇଥିବା ବେଳେ ଟେକାମାଡ ମଧ୍ୟ ହୋଇଥିଲା, ଏହା ସତ୍ତ୍ବେ ଜବରଦଖଲକାରୀଙ୍କୁ ଉଚ୍ଛେଦ କଲା ବିଡିଏ। ଏଭଳି ଘଟଣା ଦେଖିବାକୁ ମିଳିଛି…

ବିଷାକ୍ତ ବାୟୁରେ ଅଣନିଶ୍ୱାସୀ ରାଜଧାନୀବାସୀ, ଆସିଲା ଗବେଷଣା ରିପୋର୍ଟ

ଭୁବନେଶ୍ୱର: ଆସୁଛି ଶୀତ ଋତୁ। ବଡ଼ ବଡ଼ ସହରରେ ଶୀତ ଦିନ ଆସିଲେ ବାୟୁ ପ୍ରଦୂଷଣ ବଢିଯାଏ। ତେବେ ରାଜଧାନୀ ଭୁବନେଶ୍ୱରର ବାୟୁ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। ଭୁବନେଶ୍ୱର ବାୟୁ ପ୍ରଦୂଷଣକୁ ନେଇ ଗବେଷଣା ଚାଲିଛି। ଏହି ଗବେଷଣାରୁ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଗବେଷଣାରେ…

୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି। କୃଷକମାନଙ୍କୁ ସେମାନଙ୍କ…