Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଲୋକସେବା ଭବନରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକଟି ଲୋକସେବା ଭବନ ଠାରେ ଆସନ୍ତାକାଲି ଦିନ ୯ଟା ୪୫ମି.ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସଂସଦୀୟ କାର୍ଯ୍ୟ ବିଭାଗ…

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ସମ୍ମତି ଜଣାଇଛି । ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୪ ଟେଷ୍ଟ ମ୍ୟାଚ ଡିସେମ୍ବର-ଜାନୁୟାରୀ ମଧ୍ୟରେ ଖେଳିବ । ଏହି ଅବସରରେ ଗୋଟିଏ ଦିବା-ରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ ।…

ମନ୍ତ୍ରୀ,ବିଧାୟକଙ୍କ ହୃଦୟ ଜିତିଲେ ଜୁନିୟର କେଜ୍ରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ୍)ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରାମଲୀଳା ମୈଦାନରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ ଅଧିକ ସଂଖ୍ୟାରେ ଲୋକ ଆସିଥିଲେ । ଏହି ଜନ ସମାଗମ ଭିତରେ ଜୁନିୟର କେଜ୍ରିୱାଲ ଲୋକଙ୍କ ଧ୍ୟାନ ନିଜ ଆଡକୁ ଟାଣିଥିଲେ ଓ ଲୋକଙ୍କ ମନ…

‘ଆଁଖ ମାରେ’ ଗୀତରେ ନାଚିଲେ ନିକ୍ ଜୋନସ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଦେଶି ଗୀତରେ ପୁଣି ଥରେ ଠୁମ୍‌କା ଲଗାଇଲେ ବିଦେଶୀ ଷ୍ଟାର ନିକ୍ ଜୋନଓ । ଭାଲେନ୍‌ଟାଇନ୍ ଡେ’ରେ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଇମ୍ପ୍ରେସ କରିବା ପାଇଁ ଏଭଳି ନୂଆ ଫଣ୍ଡା ଆପଣାଇଥିଲେ ତାଙ୍କ ସ୍ୱାମୀ ନିକ୍ ଜୋନସ୍ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।…

ପାଲା ଜଗତର ଅନନ୍ୟ ପ୍ରତିଭା; ପୁରୁଷ ସରସ୍ୱତୀ କାହ୍ନୁଚରଣ ପତ୍ରୀ

ଭୁବନେଶ୍ୱର: ପୁରୁଷ ସରସ୍ୱତୀ ଏଭଳି ଏକ ଉପାଧି, ଯାହା ଶୁଣିବା ବେଳକୁ ଭିନ୍ନ ଲାଗିବା ସ୍ୱାଭାବିକ । ଏହିଭଳି ଏକ ଉପାଧି ପାଇଛନ୍ତି ଗାୟକ କାହ୍ନୁଚରଣ ପତ୍ରୀ । ଦେଶର ସମସ୍ତ ବଡବଡ ବିଦ୍ୱାନମାନଙ୍କ ଉପସ୍ଥିତିରେ ସ୍ୱୟଂ କାଞ୍ଚି ଶଙ୍କରାଚାର୍ଯ୍ୟ ତାଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ ।…

ଓଡ଼ିଶା ମୋ ପରିବାର ଦ୍ୱାରା ତେଲେଙ୍ଗାନା ଇଟାଭାଟିରୁ ୧୬ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ୧୬ ଜଣ ଶ୍ରମିକ । ଓଡ଼ିଶା ମୋ ପରିବାରର ହସ୍ତକ୍ଷେପ ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୫ ଜଣ ଛୋଟ ପିଲା ଥିବା ଜଣାପଡିଛି । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଏହି ଶ୍ରମିକମାନେ ତେଲେଙ୍ଗାନାର ପେଡାପଲ୍ଲୀ…

ଦିଲ୍ଲୀକୁ ଦେଲେ ଧନ୍ୟବାଦ, ବିକାଶ ପାଇଁ ମାଗିଲେ ମୋଦୀଙ୍କ ଆଶୀର୍ବାଦ

ନୂଆଦିଲ୍ଳୀ: ଆମ୍ ଆଦ୍‌ମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ସମ୍ବୋଧନ କରିଛନ୍ତି । ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇିଛି । ଏ ବିଜୟ ମୋର…

ପାକିସ୍ତାନରେ ଜାତୀୟ ପତାକା ଅଧିନରେ ଭାରତ କବାଡି ଟିମ୍ ଖେଳିପାରିବନି

ନୂଆଦିଲ୍ଲୀ: ବିନା ଅନୁମତିରେ ପାକିସ୍ତ୍‌ନ ଗସ୍ତରେ ଯାଇଥିବା ଭାରତୀୟ କବାଡି ଟିମ୍ ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛି । ଫଳସ୍ୱରୂପ ଭାରତୀୟ କବାଡି ଫେଡେରେଶନ ପାକିସ୍ତାନକୁ ପତ୍ର ଲେଖି ଜଣାଇଛି ଯେ, ଜାତୀୟ ପତାକା ଅଧିନରେ ଭାରତ ଟିମକୁ ବିଶ୍ୱକପ ଖେଳିବାକୁ ଅନୁମତି ନ ଦିଆଯାଉ ।…

ପଛକୁ ହଟିବନି ନାଗରିକତା ସଂଶୋଧନ ଆଇନ: ମୋଦୀ

ୟୁପି: ଦେଶବ୍ୟାପୀ ବିରୋଧ ସତ୍ୱେ ପଛକୁ ହଟିବନି ନାଗରିକତା ସଂଶୋଧନ ଆଇନ । ଦେଶରେ ଲାଗୁ ହେବ ସିଏଏ । ଏଭଳି ଦୃଢ଼କ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତର ପ୍ରଦେଶ ଚନେ୍ଦାଲିରେ ଜନସଭାକୁ ସମ୍ବୋଧିତ କରି ସିଏଏ ପ୍ରସଙ୍ଗରେ କିଛି ଏଭଳି କହିଛନ୍ତି ମୋଦୀ । ଆଜି ବାରାଣାସୀ…

୨୦୧୬ ଡବଲ ମର୍ଡର ମାମଲା: ଅନୁପ ସାଏଙ୍କ ଡ୍ରାଇଭର ଗିରଫ

ରାୟଗଡ: ୨୦୧୬ ମସିହାରେ ହୋଇଥିବା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ପରେ ଛତିଶଗଡ ପୋଲିସ ଏବେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ଗିରଫ କରିଛି । କଳ୍ପନା ଦାସ(୩୨) ଓ ତାଙ୍କ ୧୪ ବର୍ଷର ଝିଅକୁ ଛତିଶଗଡ ହମୀରପୁର ଜଙ୍ଗଲରେ ହତ୍ୟା କରିଥିବା ନେଇ ପୋଲିସ…