Latest Odisha News

BREAKING NEWS

Browsing Category

ଫିଚର

ରାଜସ୍ଥାନ ବିଜେପିରେ ବିଦ୍ରୋହ ଦେଖି ପ୍ରାର୍ଥୀ ଘୋଷଣା କରିବାକୁ ଡରୁଛି କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ହେବାକୁ ଥିବା ଦେଶର ପାଞ୍ଚୋଟି ରାଜ୍ୟ ମଧ୍ୟରୁ ଚାରୋଟି ରାଜ୍ୟ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଏ ଯାଏ ରାଜସ୍ଥାନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଆକଳନ ହେଉଛି। ଅସନ୍ତୋଷ ଓ ବିଦ୍ରୋହ ଭୟରେ କଂଗ୍ରେସ…

ଗୋପାଳପୁରରେ ଲଢ଼ିବେ ବିକ୍ରମ, ପ୍ରଦୀପ, ବାଜି ମାରିନେବେ ବିଭୁତି !

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ ଏବେ ସାରା ରାଜ୍ୟର ସବୁଠୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭାବେ ଗଣାଯାଉଛି। ଏହି ନିର୍ବାଚନ ମଣ୍ଡଳୀ ଉପରେ ଏବେ ଶାସକ ବିଜେଡିର କଡା ନଜର ଥିବା କୁହାଯାଉଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିସ୍କୃତ…

ଏଥର ଫିକା ପଡ଼ିପାରେ ପୂଜା; ୨୦ ଅକ୍ଟୋବରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ଵର: ଫିକା ପଡ଼ିପାରେ ଦଶହରା। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ତା’ର ପାଶ୍ୱର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଧୀରେ ଧୀରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ୨୦…

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି। ସିସୋଦିଆଙ୍କ ଓକିଲ ଅଭିଷେକ ସିଙ୍ଘଭି ଓ ଅତିରିକ୍ତ ସଲିସିଟର…

ବାହାନଗା ଟ୍ରେନ୍ ଟ୍ରାଜେଡି: ନିଲାମ ହେବ ୨୧ ଟ୍ରେନ୍ ବଗି ଓ ଇଞ୍ଜିନ୍

ଭୁବନେଶ୍ଵର: ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଆସିଲା ବଡ଼ ଖବର। ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍। ୨୧ ବଗି ଓ ଇଞ୍ଜିନ୍ ନିଲାମ ପାଇଁ କୋର୍ଟ ଦେଲେ ଅନୁମତି। ନିଲାମ ପାଇଁ ଅନୁମତି ଦେଲେ ଭୁବନେଶ୍ୱର ଏଡିଜେ(୨) କୋର୍ଟ । ଡିଆରଏମଙ୍କ ଆକାଉଣ୍ଟରେ ନିଲାମ ଟଙ୍କା ରଖି କୋର୍ଟକୁ କରିବେ ଅବଗତ।…

ଅଷ୍ଟ୍ରେଲିଆ ବିପକ୍ଷ ମୁକବିଲା ପୂର୍ବରୁ ପାକିସ୍ତାନକୁ ଘାରିଲା ଆଉ ଏକ ସଙ୍କଟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତ ନିକଟରୁ ଶୋଚନୀୟ ଭାବେ ହାରିଥିବା ପାକିସ୍ତାନ ଟିମକୁ ଆଉ ଏକ ସଙ୍କଟ ଘାରିଛି । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଦଳର ଅଧିକାଂଶ ଖେଳାଳି ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ମଙ୍ଗଳବାର ପାକିସ୍ତାନ ଟିମ ଅଭ୍ୟାସ…

ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀ ୨୦୨୩କୁ ଉଦଘାଟନ କଲେ ମୋଦି: ୨୩ ହଜାର କୋଟିର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀ ୨୦୨୩କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ୨୩ ହଜାର କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ପ୍ରକଳ୍ପକୁ ମୋଦି ସ୍ୱୀକୃତି ପ୍ରଦାନ କରିଛନ୍ତି। ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦୀର୍ଘକାଳୀନ ପ୍ରକଳ୍ପ ‘ଅମୃତ…

ମା’ଙ୍କ ସଚ୍ଚା ଭକ୍ତ: ହାତରୁ ଟଙ୍କା ଦେଇ ବନ୍ଧକ ଥିବା ଗହଣା ମୁକୁଳାଇଲେ ମୁସଲମାନ ଯୁବକ

କଟକ: ଭକ୍ତି ପାଇଁ କ’ଣ ବା ଲୋଡା ?  କେବଳ ଭାବ ଟିକିଏ, ତ୍ୟାଗ ଟିକିଏ । ଧର୍ମ, ସଂପ୍ରଦାୟର ପରିଚୟ କିମ୍ବା ବିଧିବିଧାନ କ’ଣ କେବେ ଭକ୍ତିର ମାପିକାଠି ହୋଇପାରେ ? ବିଲକୁଲ ନୁହେଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ   ଏଠି ଆପଣଙ୍କୁ ଦେବୁ । ଆଉ କେଉଁଠି ନୁହେଁ, ଭାଇଚାରାର ସହର କଟକରେ ଏଭଳିକିଛି…

ଟି୨୦: ଯୁବରାଜ ସିଂଙ୍କ ରେକର୍ଡ ଭଙ୍ଗ କଲେ ଆଶୁତୋଷ

ରାଂଚୀ: ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ଆଶୁତୋଷ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଟି୨୦ କ୍ରିକେଟରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ରେଲୱେ ପକ୍ଷରୁ ଖେଳୁଥିବା ଆଶୁତୋଷ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୧ ବଲରେ ଅର୍ଦ୍ଧଶତକ ହାସଲ…