Latest Odisha News

BREAKING NEWS

Browsing Category

ଫିଚର

ହମାସ ସଂଗଠନର ଡେପୁଟି ହେଡ ନିହତ: ଇସ୍ରାଏଲ ବିରୁଦ୍ଧରେ କରୁଥିଲେ ଯୁ୍ଦ୍ଧ ଯୋଜନା

ନୂଆଦିଲ୍ଲୀ: ଥମିନି ଇସ୍ରାଏଲ-ହମାସ ଯୁଦ୍ଧ । ରବିବାର ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ହମାସ ଆତଙ୍କୀ ସଂଗଠନର ରିଜିଓନାଲ ଆର୍ଟିଲାରିର ଡେପୁଟି ହେଡ ମୁହମ୍ମଦ କଟମଶ ନିହତ ହୋଇଛନ୍ତି । ଇସ୍ରାଏଲ ସୁରକ୍ଷା ବଳ(IDF) ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । କଟମଶ ଆତଙ୍କବାଦୀ ସଂଗଠନର…

ଅପରାହ୍ନ ସାଢେ ୩ଟା ପରେ ରାଜଧାନୀରେ ଗଡ଼ି ନ ପାରେ ମୋ ବସ: ଟୁଇଟ କରି ସୂଚନା ଦେଲା କ୍ରୁଟ

ଭୁବନେଶ୍ୱର: ଜମୁଛି ପାର୍ବଣ । ରାଜଧାନରେ ଅସମ୍ଭାଳ ଭିଡ । ତେଣୁ ଅପରାହ୍ନ ସାଢେ ତିନିଟାରୁ ମୋ ବସ ଚାଲିବ କି ନାହିଁ ସେ ନେଇ ବିଚାର କରୁଛି କ୍ରୁଟ । ତେବେ ଅପରାହ୍ନ ୩.୩୦ଯାଏ ନିର୍ଦ୍ଧାରିତ ରୁଟରେ ମୋ ବସ ଚାଲିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆ ଯାଇଛି । କ୍ରୁଟ ପକ୍ଷରୁ ଟୁଇଟ କରି…

ପ୍ରତିଦିନ ରାତି ହେଲେ ମନ୍ଦିରରେ ବୁଲନ୍ତି ମାଆ କାଳୀ, ଶୁଣାଯାଏ ଘୁଙ୍ଗୁରର ଶଦ୍ଦ…

ମେରଠ : ଭାରତ ଏକ ଧର୍ମପରାୟଣ ଦେଶ  । ଏଠାରେ ଅନେକ ଛୋଟବଡ ମନ୍ଦିର ରହିଛି  । ଲୋକଙ୍କର ଭଗବାନଙ୍କ ଉପରେ ଆସ୍ଥା ମଧ୍ୟ ସେତିକି ରହିଛି । ତେବେ ଆସନ୍ତୁ ଜାଣିବା ମେରଠରେ ଥିବା କାଳୀ ମନ୍ଦିର ସମ୍ପର୍କରେ  । ବିଶ୍ବାସ ରହିଛି ଏଠାରୁ କେହି କେବେ ଖାଲି ହାତରେ ଫେରିନାହିଁ । ସବୁ ପରିସ୍ଥିତିରେ…

ଆଜି ମହାନବମୀରେ ସିଦ୍ଧିଦାତ୍ରୀଙ୍କୁ ପୂଜାର୍ଚ୍ଚନା : ଆସନ୍ତୁ ଜାଣିବା କଣ ରହିଛି ପୂଜାବିଧି..

ନୂଆଦିଲ୍ଲୀ : ଆଜି ହେଉଛି ମହାମାୟାଙ୍କର ମହାନବମୀ  । ଆଶ୍ବିନ ମାସ ଶୁକ୍ଳ ପକ୍ଷର ନବମୀ ଦିନରେ ମହାନବମୀ ଉପବାସ ରଖାଯାଏ  । ଆଜିର ଦିନରେ ମା ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ସହ କନ୍ୟା ପୂଜନର ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ମାଙ୍କୁ ପୂଜା କରିବାର ପୂଜା ବିଧି  । …

ଚାଲିଛି ପୂଜା , ଲାଗିଛି ଗହଳି : ଆଜି ମଣ୍ଡପରେ ମହାନବମୀ ପୂଜା, ଶକ୍ତି ପୀଠରେ ବିଶ୍ରାମ ନେଉଛନ୍ତି ମହାମାୟା

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ବିଶ୍ରାମ ଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ  ।…

ପ୍ରତିଦିନ ସକାଳୁ ଖାଆନ୍ତୁ କିସମିସ୍ , ଦୂର ହେବ ବହୁ ଅସାଧ୍ୟ ରୋଗ…

ନୂଆଦିଲ୍ଲୀ : କିସ୍‌ମିସ୍‌ ଖାଇବାକୁ କାହାକୁ ବା ଭଲ ଲାଗେନା ? କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ତାହା ଦେହ ପାଇଁ ତା’ଠାରୁ ବି ଅଧିକ ଭଲ। ଏଥିରେ ବହୁ ସ୍ୱାସ୍ଥ୍ୟଗତ ଫାଇଦା ରହିଛି। ତେବେ ଆସନ୍ତୁ ଜାଣିବା କିସମିସ୍ ଖାଇବା ଆମ ସ୍ବାସ୍ଥ୍ୟପକ୍ଷେ କେତେ ଲାଭଦାୟକ । କିସ୍‌ମିସ୍‌ ଖାଇବା…

ଜଙ୍ଗଲ ବିଭାଗ ଖୋଳିଥିବା ଗାତରେ ପଡି ହାତୀ ଶାବକର ମୃତ୍ୟୁ: ରବିବାରଠାରୁ ଥିଲା ଅସୁସ୍ଥ

ତେଲକୋଇ: ଅସୁସ୍ଥ ହାତୀ ଶାବକର ମୃତ୍ୟୁ  । ଜଙ୍ଗଲ ବିଭାଗ ଖୋଳିଥିବା ଗାତରେ ପଡି ଏକ ଛୁଆ ହାତୀର ମୃତ୍ୟୁ ଘଟିଛି ।  ବାଂଶପାଳ ବ୍ଲକ ଭେଜିଡିହା  ଗାଁ ନିକଟ ଜଙ୍ଗଲରୁ ମୃତଦେହ ଠାବ କରାଯାଇଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ରବିବାର ଭେଜିଡିହ…

୨୦୨୪ରେ ବିଜେପିକୁ କ୍ଷମତାରୁ ହଟାଇବା ଦେଶଭକ୍ତିର ଶ୍ରେଷ୍ଠ ଉଦାହରଣ ହେବ: ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ରବିବାର କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ହଟାଇବା ଦେଶଭକ୍ତିର ସବୁଠାରୁ ବଡ଼ କାମ ବା ଉଦାହରଣ ହେବ। ବିଜେପି ଦୁଇ ଥର କ୍ଷମତାରେ ଥାଇ ମଧ୍ୟ ଦେଶକୁ ପ୍ରଗତି ପଥରେ ଆଗେଇ ନେବାରେ ବିଫଳ…

ରାଜନୈତିକ ମତଭେଦ ଭୁଲି ଏକାଠି ବସିଲେ ବିଜେପି ଓ କଂଗ୍ରେସ ନେତା!

ଧର୍ମଶାଳା: ରବିବାର ଧର୍ମଶାଳା ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଥିବା କ୍ରିକେଟ୍ ବିଶ୍ୱକପ୍ ମ୍ୟାଚର ମଜା ନେବାକୁ କଂଗ୍ରେସ ଓ ବିଜେପି ନେତାମାନେ ନିଜର ରାଜନୈତିକ ଶତ୍ରୁତାକୁ ପଛରେ ପକାଇ ଦେଇ ଏକାଠି ବସିଥିଲେ। ବିଜେପି ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ…