Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟ ସରକାର ୧୩ଟି କଲେଜକୁ ଦେଲେ କାରଣ ଦର୍ଶାଅ ନୋଟିସ୍ !

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପରୀକ୍ଷା ରେଜଲ୍ଟ ଏବଂ କଲେଜଗୁଡିକରେ ପିଲାଙ୍କ ଉପସ୍ଥାନକୁ ଗୁରୁତ୍ୱ ଦେଉଛି ଉଚ୍ଚଶିକ୍ଷା ବିଭାଗ । ତେବେ ରାଜ୍ୟରେ କେଉଁ ସବୁ କଲେଜରେ କେତେ ପିଲା ନାମ ଲେଖାଇଛନ୍ତି ତାହାର ଅନୁଧ୍ୟାନ ରିପୋର୍ଟ ଯାଞ୍ଚ ହୋଇଛି ।…

ରାଜ୍ୟର ଶିକ୍ଷକମାନେ ଆଉ ପାଇବେନି ଖରାଛୁଟି !

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି । ଶିକ୍ଷାର ମାନବୃଦ୍ଧି କରିବା ଲାଗି ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏହି ଯୋଜନା ଗୁଡ଼ିକ ସୁଚାରୁରୂପେ ପରିଚାଳିତ ହେବ ସେଥିଲାଗି ସଫଳ ୫ଟି ପଦ୍ଧତିକୁ ଆପଣେଇ ନେଇଛନ୍ତି ରାଜ୍ୟ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୮-୦୧-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୮ରିଖ ବୁଧବାର ଧନୁ ୨୪ ଦିନ ପୌଷ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ରୋହିଣୀ  ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: କର୍କଟ…

ବ୍ରହ୍ମପୁର ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ନିକଟସ୍ଥ ଉତ୍କଳ ବାଳାଶ୍ରମରେ ୧୩ ଜଣ ନାବାଳିକା ସୋମବାର ଦିନ ନିଖୋଜ ଘଟଣା ରାଜ୍ୟବାସୀଙ୍କ ମନରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଗତ ୧ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩୮ ଜଣ ନାବାଳିକା ନିଖୋଜ ହୋଇଥିବା ଜଣାପଡ଼ିଛି ।…

ଜାନୁଆରି ୧୯ରେ ଅନୁଷ୍ଠିତ ହେବ ଟାଟା ଷ୍ଟିଲ୍ ଭୁବନେଶ୍ୱର ହାଫ୍ ମାରାଥନର ୫ମ ସଂସ୍କରଣ  

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଭୁବନେଶ୍ୱର ହାଫ୍ ମାରାଥନ୍ (ଟିଏସ୍ବିଏଚ୍ଏମ୍)ର ୫ମ ସଂସ୍କରଣ ଯାହା କଳିଙ୍ଗ ଷ୍ଟାଡିୟମଠାରେ ୨୦୨୦ ଜାନୁଆରି ୧୨ରେ ଅନୁଷ୍ଠିତ ହେବାର ଥିଲା ତାହା ସ୍ଥଗିତ କରାଯାଇ ଜାନୁଆରି ୧୯ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ବୋଲି ଟାଟା ଷ୍ଟିଲ୍ ପକ୍ଷରୁ ମଙ୍ଗଳବାର ଦିନ ଘୋଷଣା…

ନିର୍ଭୟା ଗଣ ଦୁଷ୍କର୍ମ ଘଟଣା: ଆସନ୍ତା ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଅପରାଧୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୨ ମସିହାର ଦିଲ୍ଲୀ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଶେଷରେ ପୀଡିତାଙ୍କୁ ମିଳିଛି ନ୍ୟାୟ । ଏହା ସହିତ ଜଡ଼ିତ ୪ ଜଣ ଅଭିଯୁକ୍ତଙ୍କୁ ଜାନୁଆରୀ ୨୨ ତାରିଖରେ ସକାଳ ୭ଟାରେ ଫାଶୀ ଦିଆଯିବା ନେଇ ସମୟ ସ୍ଥିର ହୋଇଛି । 2012 Delhi gangrape case: A Delhi…

ଇନ୍ଦୋର ଟି-୨୦: ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ

ଇନ୍ଦୋର: ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ଖେଳ ପ୍ରଦର୍ଶନ କରି ଭାରତ ଶ୍ରୀଲଙ୍କାକୁ ୨ୟ ଟି-୨୦ ମ୍ୟାଚରେ ପରାସ୍ତ କରିଛି । ଶ୍ରୀଲଙ୍କାର ୧୪୨ ରନ ଜବାବରେ ଟିମ୍ ଇଣ୍ଡିଆ ୧୭.୩ ଓଭରରେ ୩ଟି ୱିକେଟ ବିନିମୟରେ ୧୪୪ ରନ ସ୍କୋର କରି ବିଜୟ ହାସଲ କରିଛି । A clinical performance by…

ଟ୍ୟାକ୍ସେସନକୁ ସରଳ, ସଚ୍ଚୋଟ କରଦାତାଙ୍କ ଅସୁବିଧା ସବୁକୁ କମ କରିବା ପାଇଁ ସରକାର ଉଠାଉଛନ୍ତି ପଦକ୍ଷେପ: ନିର୍ମଳା…

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କହିଛନ୍ତି ଯେ ସରକାର କର ପ୍ରଣାଳୀ କୁ ସରଳ କରିବା ଓ ସଚୋଟ କରଦାତାଙ୍କ ଅସୁବିଧା ସବୁକୁ କମ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଉଠାଉଛନ୍ତି | ସିଏଆଇଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ସଂଵୋଧିତ କରି ସୀତାରମଣ କହିଲେ ଯେ…

ଭାରତ ବନ୍ଦ: ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ଟ୍ରେଡ଼ ୟୁନିୟନ ଦ୍ଵାରା ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏହି ବନ୍ଦରେ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ୟୁନିଅନ ସାମିଲ ହେବାର ଇଚ୍ଛା ବ୍ୟକ୍ତ କରିଛନ୍ତି । ତେଣୁ ବ୍ୟାଙ୍କରେ ଟଙ୍କା…

ଫାଶୀ ଖୁଣ୍ଟରେ ୪ ଜଣ ଦୋଷୀଙ୍କୁ ଝୁଲାଇବାକୁ ମୁଁ ପ୍ରସ୍ତୁତ; କହିଲେ ଜହ୍ଲାଦ ପବନ

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପୂର୍ବରୁ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ଜାନୁଆରୀ ୨୨ ତାରିଖରେ ଫାଶୀ ଦଣ୍ଡରେ ଦଣ୍ଡିିତ କରାଯିବ । ସେହିଦିନ ସକାଳ ୭ଟା ସମୟରେ ଦିଲ୍ଲୀର ତିିହାର ଜେଲ ପରିସରରେ ଥିବା ଫାଶିଖୁଣ୍ଟରେ ଝୁଲାଇ…