Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ନିଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍)ରେ…

ଟି-୨୦ରେ ସର୍ବାଧିକ ଓ ଅଧିନାୟକ ଭାବେ ୧୦୦୦ ରନ ପୂର୍ଣ୍ଣ କଲେ କୋହଲୀ !

ମୁମ୍ବାଇ: ଅଧିନାୟକ ଭାବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ ଟି୨୦ରେ ୧୦୦୦ ରନ ପୂର୍ଣ୍ଣ କରିବା ଗୌରବ ଅର୍ଜନ କରିଛନ୍ତି । ଏହି ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଖେଳାଳି ଭାବେ କୋହଲିଙ୍କଠାରୁ ଆଗରେ ରହିଛନ୍ତି । କୋହଲି ୩୨ ମ୍ୟାଚରେ ୧୦୦୬ ରନ କରିଥିବା…

‘ଜେଏନୟୁ’ ଆକ୍ରମଣ ଘଟଣା: ଭାଇରାଲ ହେଲା ଦୀପିକାଙ୍କ ବିକ୍ଷୋଭ ପ୍ରଦର୍ଶନର ଫଟୋ, ବିଜେପିର କଡା ସମାଲୋଚନା

ନୂଆଦିଲ୍ଲୀ:ଜବାହରଲାଲ ନେହୁରୁ ୟୁନିଭରସିଟି (ଜେଏନୟୁ) ପରିସର ମଧ୍ୟରେ ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ରାଜରାସ୍ତାକୁ ଓଲ୍ହାଇଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରତି ସମବେଦନା ଜଣାଇ ଦୀପିକା ସେମାନଙ୍କ ସହ ଧାରଣାରେ ଛିଡା ହୋଇଥିବା ଫୋଟୋ ଏବେ ସୋସିଆଲ…

ବନ୍ଦ ‘ବନ୍ଦ’ ହେଉ…

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ‘ପଲିଟିକସ ଫଲିଟିକସ’... କୌଣସି ଅର୍ଥନୈତିକ ପରିସଂଖ୍ୟାନ କି ପୂର୍ବ ମାମଲାର ରେକର୍ଡ଼ ନେଇ ଏ ଲେଖା ମୁଁ ଲେଖୁନି । ସଂପୂର୍ଣ୍ଣ ଭାବେ ମାନବିକ ଆବେଗ ଅନୁସାରେ ଏହାକୁ ଲେଖୁଛି । ଯେଉଁ ଭାବରେ ଗୋଟିଏ ବନ୍ଦ’ ଲୋକମାନଙ୍କୁ ସମାଗ୍ରିକ ଭାବେ…

‘ଭାରତ ବନ୍ଦ’: ଜାଣନ୍ତୁ, କେଉଁସବୁ ଟ୍ରେନ ଚଳାଚଳ ହେଲା ବାତିଲ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରେଳ ଚଳାଚଳରେ ବାଧାପ୍ରାପ୍ତ ଯୋଗୁଁ ଅଧିକାଂଶ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିବା ସହ ବାତିଲ ମଧ୍ୟ ହୋଇଛି । ଜାଣନ୍ତୁ, କେଉଁସବୁ ଟ୍ରେନ୍…

‘ଭାରତ ବନ୍ଦ’ ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁଁ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ରାଜ୍ୟର ୧୫ଟି ଜିଲ୍ଲାରେ ସ୍କୁଲଗୁଡିକୁ…

‘ଭାରତ ବନ୍ଦ’ ଯୋଗୁଁ ରାଜ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରେଳ ଚଳାଚଳରେ ବାଧାପ୍ରାପ୍ତ ଯୋଗୁଁ ଅଧିକାଂଶ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ଯୋଗୁଁ ଚଳାଚଳ ବନ୍ଦ ରହିଛି । ବନ୍ଦ ଯୋଗୁଁ ରାଜ୍ୟର…

ଟ୍ରେଡ୍ ୟୁନିୟନ ପକ୍ଷରୁ ‘ଭାରତ ବନ୍ଦ’ ଡାକରା; ଜନଜୀବନ ବାଧାପ୍ରାପ୍ତ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁଁ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସାମାଜିକ ସୁରକ୍ଷା ଭଳି…

ବଲିଉଡ଼ରେ ପାଦ ଥାପିବେ ଇରଫାନ ପଠାନ୍ !

ମୁମ୍ବାଇ: କ୍ରିକେଟରୁ ଅବସର ଘୋଷଣା କରିବା ପରେ ଟିମ୍ ଇଣ୍ଡଆ ଅଲରାଉଣ୍ଡର ଇରଫାନ ପଠାନ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ମୁହଁ ଖୋଲିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ କୋଚ, ଭାଷ୍ୟକାର ପାଇଁ ଚେଷ୍ଟା କରିବେ । ଏହା ବ୍ୟତୀତ ଫିଲ୍ମରେ ଅଭିନୟ କରିବା ପାଇଁ ନିଷ୍ପତି ନେଇଛି । ଏପରି କି ସେ…

ଭାରତ ବନ୍ଦ: ବୁଧବାର ଉତ୍କଳ ବିଶ୍ଵବିଦ୍ୟାଳୟର ସମସ୍ତ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କେନ୍ଦ୍ର ଟ୍ରେଡ଼ ୟୁନିଅନ ଆସନ୍ତା ଜାନୁଆରୀ ୮ ତାରିଖରେ ଦେଇଥିବା ଭାରତ ବନ୍ଦ ଡାକରା ପରିପେକ୍ଷିରେ ଉତ୍କଳ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ୮ ତାରିଖରେ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ଗୁଡିକୁ ସ୍ଥଗିତ ରଖାଯାଇଥିବା ଉତ୍କଳ ବିଶ୍ଵବିଦ୍ୟାଳୟର୍…