Latest Odisha News

BREAKING NEWS

Browsing Category

ଫିଚର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀକୁ କାହିଁକି କୁହାଯାଏ ଶଙ୍ଖକ୍ଷେତ୍ର !

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ କାହିଁକି ଶଙ୍ଖକ୍ଷେତ୍ର କୁହାଯାଏ ସେ ବିଷୟରେ ଜାଣିବା । ସ୍କନ୍ଦ ପୁରାଣ ଅନୁସାରେ ପୁରୁଷୋତ୍ତମ କ୍ଷେତ୍ରର ଆକାର ଏକ ଶଂଖକ୍ଷେତ୍ର୍ ପରି ହୋଇଥିବାରୁ ଏହାର ନାମ ଏପରି ରଖାଯାଇଛି । ଉକ୍ତ ପୁରାଣ ଅନୁସାରେ ଏହି କ୍ଷେତ୍ରର ଆୟତନ ପଂଚକୋଶ ଏବଂ ଆକାର ତ୍ରିକୋଣ ।…

ବିକାଶ କ୍ଷେତ୍ରରେ ଭାରତକୁ ପୁଣି ଝଟକା; ପୂର୍ବାପେକ୍ଷା କମ୍ ରହିବ ଚଳିତ ବର୍ଷର ଜିଡିପି

ଭୁବନେଶ୍ୱର: ଦେଶର ଆର୍ଥିକ ବିକାଶ ଚଳିତ ବର୍ଷ ୨୦୧୯-୨୦ରେ ପାଞ୍ଚ ପ୍ରତିଶତ ରହିବାର ଅନୁମାନ କରାଯାଉଛି। ପୂର୍ବ ବିତ୍ତ ବର୍ଷରେ ଏହା ୬.୮ ପ୍ରତିଶତ ଥିଲା । ଷ୍ଟାଟିଷ୍ଟିକାଲ ଡିପାର୍ଟମେଣ୍ଟ ଜାରୀ କରିଥିବା ଆକଳନ ଅନୁସାରେ ଏ କଥା ସାମନାକୁ ଆସିଛି । ସରକାର ଯାହା ଅନୁମାନ ଲଗାଇଛନ୍ତି ତାହା…

ଜେଏନୟୁ ଆକ୍ରମଣ ଘଟଣାରେ ନିଜକୁ ଦାୟୀ କଲା ‘ହିନ୍ଦୁ ରକ୍ଷା ଦଳ’

ନୂଆଦିଲ୍ଲୀ: ଦିଲ୍ଲୀର ଜବାହାର ଲାଲ ନେହରୁ ବିଶ୍ୱ ବିଦ୍ୟାଳୟ (ଜେଏନୟୁ)ରେ ଘଟିଥିବା ଆକ୍ରମଣ ଘଟଣାରେ ଏକ ହିନ୍ଦୁ ସଂଗଠନ ନିଜକୁ ଦାୟୀ କରିବା ସମ୍ପର୍କରେ ଦିଲ୍ଲୀ ପୋଲିସକୁ ଜଣାଇଛି । Hindu Raksha Dal chief takes 'full responsibility' for JNU violence Read @ANI story…

ଆସନ୍ତାକାଲି ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା

ଭୁବନେଶ୍ୱର: ମରାମତି କାର୍ଯ୍ୟ ପାଇଁ ଆସନ୍ତାକାଲି (ଜାନୁଆରୀ ୮ ତାରିଖ) ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଜିଲ୍ଲା ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ନୋଟିସ ଜାରି ହୋଇଛି । ଭୁବନେଶ୍ୱର (ଅର୍ବାନ): ସକାଳ ୧୦ଟାରୁ ୧ ଟା ବିଜେବି ନଗର, ଲୁଇସ ରୋଡ଼,…

ଭାରତ ବନ୍ଦ: ଆସନ୍ତାକାଲି ବନ୍ଦ ରହିବ ଘରୋଇ ବସ ଚଳାଚଳ

ଭୁବନେଶ୍ୱର: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାନୁଆରୀ ୮ ତାରିଖରେ ଦିଆଯାଇଥିବା ବନ୍ଦ ଡାକରା ପରିପ୍ରେକ୍ଷୀରେ ଆସନ୍ତାକାଲି ସମସ୍ତ ଘରୋଇ ବସ ଗୁଡ଼ିକର ଚଳାଚଳ ବନ୍ଦ ରହିବ । ଏନେଇ ଅଲ୍ ଓଡ଼ିଶା ପ୍ରାଇଭେଟ୍ ବସ ଓନରର୍ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି । ଯାତ୍ରୀମାନଙ୍କ ସୁରକ୍ଷାକୁ…

ଆସନ୍ତାକାଲି ଭାରତ ବନ୍ଦ: ଭୁବନେଶ୍ୱରରେ ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ଅବସରରେ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି, ବନ୍ଦ ବେଳେ…

ନୂଆ ମୋଟର ଯାନ ଆଇନ’ ଲାଗୁ ହୋଇନଥିବା ରାଜ୍ୟରେ ଜାରି ହେବ ରାଷ୍ଟ୍ରପତି ଶାସନ !

ନୂଆଦିଲ୍ଲୀ: ନୂଆ ମୋଟର ଯାନ( ସଂଶୋଧନ) ଆଇନ-୨୦୧୯ ଅନୁସାରେ ଜୋରିମାନା ଆଦାୟ କରୁନଥିବା ରାଜ୍ୟ ଗୁଡିକରେ ରାଷ୍ଟ୍ରପତି ଶାସନ ଜାରି ହେବା ନେଇ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଜୋରିମାନ ରାଶି କମ୍ କରିଥିବା ରାଜ୍ୟ ଗୁଡିକୁ ସ୍ପଷ୍ଟ କରିଛି ଯେ,…

ଜାଡରେ ଥରୁଛି ସାରା ଓଡିଶା, ଆହୁରି କମିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଉଥିବାବେଳେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାତ୍ରୀର ତାପମାତ୍ରା ପୁଣି କମିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର…

ଭାରତ ବନ୍ଦ: ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଗୁଜବ

ଭୁବନେଶ୍ୱର: କେନ୍ଦ୍ର ଟ୍ରେଡ଼ ୟୁନିଅନ ଆସନ୍ତା ଜାନୁଆରୀ ୮ ତାରିଖରେ ଦେଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ଶାସକ ଦଳ ବିଜେଡି । ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ଏହାର ସମର୍ଥନ ଜଣାଇ ମଙ୍ଗଳବାର ଦିନ କହିଛନ୍ତି ଯେ, "ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ…

ଜେଏନୟୁ ଆକ୍ରମଣ: ଛାତ୍ର ସଂସଦ ସଭାପତିଙ୍କ ନାମରେ ଏତଲା

ନୂଆଦିଲ୍ଲୀ: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସରେ କିଛିଦିନ ତଳେ ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣରେ ଆହତ ହୋଇଥିବା ଛାତ୍ର ସଂସଦ ସଭାପତି ଆଈଶି ଘୋଷଙ୍କ ନାମରେ ମଙ୍ଗଳବାର ଦିନ ପୋଲିସ ଏତଲା ଦାଏର କରିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…