Latest Odisha News

BREAKING NEWS

Browsing Category

ଫିଚର

ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କୀଙ୍କୁ ଧୁଳି ଚଟାଉଛନ୍ତି ଦୁଇ ଗୁଜୁରାଟୀ ଝିଅ

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଆତଙ୍କୀ ବୁହାଉଛନ୍ତି ରକ୍ତର ନଦୀ। ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି। ପାଲେଷ୍ଟାଇନ ଓ ଇସ୍ରାଏଲ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ୫ଦିନର ଯୁଦ୍ଧ ଭିତରେ ୨୩୦୦ ଲୋକଙ୍କ ଜୀବନ ଗଲାଣି। ସେଥିମଧ୍ୟରୁ ପ୍ରାୟ ୧,୨୦୦ ଇସ୍ରାଏଲ…

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ଦିଆଯାଇନି ନିର୍ଦ୍ଦେଶ: ରାଜ୍ୟ ନୋଡାଲ ଅଫିସର

ଭୁବନେଶ୍ବର: ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ନଦିଆଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନୋଡାଲ ଅଫିସର,ପିଏମ ପୋଷଣ(ମଧ୍ୟାନ୍ନ ଭୋଜନ) ରଘୁରାମ ଆର୍.ଆୟର । ସେ କହିଛନ୍ତି ଏବେ ଯାଏଁ ମଧ୍ୟାନ୍ନ ଭୋଜନରେ ଅଣ୍ଡା ବନ୍ଦ ପାଇଁ ନିର୍ଦେଶ ଦିଆଯାଇନାହିଁ । ବିଦ୍ୟାଳୟରେ…

ଇସ୍ରାଏଲ-ହମାସ ଯୁଦ୍ଧର ବଡ ଖବର: ଆକ୍ରମଣ ସ୍ଥଳରୁ ମିଳୁଛି ଆଇଏଆଇ ପତାକା

ନୂଆଦିଲ୍ଲୀ:ହମାସ-ଇସ୍ରାଏଲ ଯୁଦ୍ଧକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ହମାସ ଆତଙ୍କୀଙ୍କ ଦ୍ୱାରା ଅପହୃତ ନାଗିରିକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକାର ସ୍ପେଶାଲ ଫୋର୍ସ ପ୍ରସ୍ତୁତ ହୋଇ ଅଛନ୍ତି । ଆମେରିକାର ଏହି ଦୁର୍ଦ୍ଦାନ୍ତ କମାଣ୍ଡୋ ଗାଜାରେ ସ୍ୱତନ୍ତ୍ର ଅପରେସନ କରିବା ପାଇଁ…

ଜି-୨୦ ପରେ ଦିଲ୍ଲୀରେ ପି-୨୦, ଜାଣନ୍ତୁ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀର ଅଭୂତପୂର୍ବ ସଫଳତା ଏବଂ ବୈଶ୍ୱିକ ସମସ୍ୟାର ସମାଧାନରେ ଭାରତର ଅଗ୍ରଣୀ ଭୂମିକାକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଇଛି। ଜି-୨୦ ଶିଖର ସମ୍ମିଳନୀ ପରେ ଭାରତର ସଂସଦ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି…

ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି : ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ ବସ୍  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି  । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ । ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଏହି ବସ୍  । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ…

ଉଦଳା ଭାଲୁହୁରୁଡ଼ା ଗାଁରେ ଅଘଟଣ: ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାକୁ ହତ୍ୟା !

ଉଦଳା : ସାମାନ୍ୟ ଗେଣ୍ଡୁ ଗଛ ପାଇଁ ଜଘନ୍ୟ ହତ୍ୟାକାଣ୍ଡ। ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି  । ଏମିତି କିଛି ଘଟଣା ଘଟିଛି ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ  । ମୃତକ ସରସ୍ବତୀ ହାଁସଦା ବୋଲି ଜଣାପଡିଛି  । ସୂଚନା ଅନୁସାରେ ଗାଁର ସୀତା…

ମାତା ବୈଷ୍ଣୋ ଦେବୀଙ୍କ ଗୁମ୍ପାରେ ଲୁଚିରହିଛି ଏହି ରହସ୍ୟ : ଭକ୍ତମାନଙ୍କ ପାଇଁ କେବେଠୁ ଆରମ୍ଭ ହେଲା ଏହି…

ନୂଆଦିଲ୍ଲୀ:  ଚିତ୍ରକୂଟ ପର୍ବତ ଉପରେ ଏକ ସୁନ୍ଦର ପ୍ରାଚୀନ ଗୁମ୍ଫାରେ ରହିଛି ମାଆ ବୈଷ୍ଣୋ ଦେବୀଙ୍କ ପବିତ୍ର ମନ୍ଦିର । ଯାହାକି ବୈଷ୍ଣୋ ଦେବୀ ମାତା ଭାବରେ ଜଣାଶୁଣା  ।  ଯାହାଙ୍କୁ ମହାକାଳୀ , ମହାଲକ୍ଷ୍ମୀ ଏବଂ ମହା ସରସ୍ୱତୀଙ୍କର ଅବତାର ବୋଲି ବିବେଚନା କରାଯାଏ । ଭାରତର ଅନ୍ୟାନ୍ୟ…

ମନେ ପଡନ୍ତି ଅକ୍ଷୟ: ଆଜି ଖୋକା ଭାଇଙ୍କ ଜନ୍ମ ଜୟନ୍ତୀ, ଅଭୂଲା ମନଛୁଆଁ ସଙ୍ଗୀତକୁ ଆଜି ବି ଝୁରୁଛନ୍ତି ଦର୍ଶକ

କଟକ: ଓଡିଆ ସଙ୍ଗୀତ ଜଗତର ବେତାଜ ବାଦଶାହ । ଓଡିଆ ଆଧୁନିକ ସୁଗମ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ସେ  । ହଁ ଆଜ୍ଞା ଆମେ କହୁଛୁ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଥା । ଖୋକା ଭାଇ ନାମରେ ସେ ସମସ୍ତଙ୍କ ନିକଟରେ ଜଣାଶୁଣା  । ଆଜି ହେଉଛି ତାଙ୍କର ଜନ୍ମ ଜୟନ୍ତୀ  । ୧୯୩୬…

ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ କଞ୍ଚା ଅମୃତଭଣ୍ଡା, ଆସନ୍ତୁ ଜାଣିବା…

ଭୁବନେଶ୍ୱର: କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ…

୭୨ବର୍ଷ ପରେ ପାକିସ୍ତାନରେ ଖୋଲିଲା ସର୍ବ ପୁରାତନ ହିନ୍ଦୁ ମନ୍ଦିର : ଏବେ ବି ଅକ୍ଷୁର୍ଣ୍ଣ ରହିଛି କଳାନୌପଣ୍ୟ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ବିଭାଜନର ଯନ୍ତ୍ରଣା କେବେବି ଭୁଲି ହେବନି  । ଏଥିରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ  । ବହୁ ସମ୍ପତ୍ତି ନଷ୍ଟ ହୋଇଥିବାବେଳେ  ପାକିସ୍ତାନରେ ଥିବା ବହୁ ହିନ୍ଦୁ ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ବିଭାଜନ ପରେ ପାକିସ୍ତାନର ଅନେକ ହିନ୍ଦୁ ମନ୍ଦିର…