Latest Odisha News

BREAKING NEWS

Browsing Category

ଫିଚର

ବିରାଟଙ୍କ ଦମଦାର୍ ଶତକ ଓ ଶ୍ରେୟସଙ୍କ ଧୁଆଁଧାର ବ୍ୟାଟିଂ: ଭାରତର ଦିନିକିଆ ସିରିଜ୍ ହାସଲ

ପୋର୍ଟ ଅଫ ସ୍ପେନ: ଟିମ୍ ଇଣ୍ଡିଆ କପ୍ତାନ୍ ବିରାଟ କୋହଲୀଙ୍କ ପୁଣି ଏକ ଦମଦାର୍ ଶତକୀୟ ଇନିଂସ ବଳରେ ଭାରତ ୱେଷ୍ଟଇଣ୍ଡିଜକୁ ୩ୟ ଦିନିକିଆରେ ପରାସ୍ତ କରି ଶୃଙ୍ଖଳାକୁ ୨-୦ ଜିତିପାରିଛି । ଭାରତୀୟ ଦଳ ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚରେ କାରବିଆନ୍ ଦଳକୁ ୬ ୱିକେଟରେ ପରାସ୍ତ କରିଛି ।…

ଓଡ଼ିଶା ନିର୍ବାଚନ କମିଶନର୍ ଭାବେ ଆଦିତ୍ୟ ପାଢୀଙ୍କୁ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଛି ନୂଆ ନିଯୁକ୍ତି । ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ ରାଜ୍ୟ ନିର୍ବାଚନ କମିଶନର ଭାବେ ଶ୍ରୀ ପାଢୀଙ୍କ ନିଯୁକ୍ତିକୁ ବୁଧବାର ଦିନ ଅନୁମୋଦନ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଶ୍ରୀ ପାଢୀ ମୁଖ୍ୟ ଶାସନ ସଚିବ ପଦରୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୦୮-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୫ ରିଖ ଗୁରୁବାର କର୍କଟ ୩୦ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଶ୍ରବଣା ନକ୍ଷତ୍ର ସକାଳ ଘ୮-୪୨ ମିନିଟ୍ ପର‌୍ୟ୍ୟନ୍ତ ଏହା ପରେ…

ସଲମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ୭ ଜଣ ମହିଳା

ମୁମ୍ବାଇ: ବଲିଉଡର ଭାଇଜାନ ସୁପରଷ୍ଟାର ସଲମାନ ଖାନ । ଦ ମୋଷ୍ଟ ଇଲିଜିବୁଲ ବ୍ୟାଚଲର ସଲୁଙ୍କ ବୟସ ୫୦ରୁ ଉର୍ଦ୍ଧ ହୋଇଯାଇଥିଲେ ମଧ୍ୟ ଆଜିବି ତାଙ୍କ ପାଖକୁ ଛୁଟୁଛି ବିବାହ ପ୍ରସ୍ଥାବର ସୁଅ । ହେଲେ ଆପଣ ଜାଣନ୍ତି କି ସଲୁଙ୍କ ପାଖକୁ ବିବାହ ପ୍ରସ୍ତାବ ପଠାଇଥିଲେ ଏହି ୭ ଜଣ ମହିଳା, ଯାହାଙ୍କୁ…

ସ୍ୱାଧୀନତା ଦିବସରେ ୩୯ଜଣ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସରେ ରାଜ୍ୟର ୩୯ଜଣ କୃତୀ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରିବେ । ନିମ୍ନଲିଖିତ ପୋଲିସ କର୍ମଚାରୀ ମାନଙ୍କୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସ୍ୱାଧୀନତା ଦିବସ ଦିନ ୧୧ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ସମ୍ମାନିତ…

ଦୂତୀଙ୍କୁ ମିଳିଲାନି ଭିସା, ସ୍ୱପ୍ନରେ ରହିଗଲା ‘ୟୁରୋପୀୟାନ ରେସ୍’ପଦକ ଆଶା !

ଭୁବନେଶ୍ୱର: ବାଷ୍ପରୁଦ୍ଧ ହୋଇଯାଉଛି ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦଙ୍କ କଣ୍ଠ । ସମ୍ମାନଜନକ ୟୁରୋପୀୟାନ୍ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଦୂତିଙ୍କୁ ମିଳିଲାନି ଭିସା । ପୂର୍ବରୁ ଦୂତିଙ୍କୁ ଆଇଏଏଏଫ ପ୍ରତିଯୋଗିତା ଲାଗି ଭିସା ମିଳିବା ନେଇ ବିଭିନ୍ନ…

ସ୍ୱାଧୀନତା ଦିବସ ଅବସରରେ ଓଡିଶାରୁ ୧୧ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଅଗ୍ନିସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ଓଡିଶାରୁ ୧୧ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରୁ ଅଗ୍ନି ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଭାରତ ଭୂଷଣ ନାୟକ ଏହି ପୁରସ୍କାର ପାଇବେ ଓ ଏହି…

ଘଡଘଡି ସହ ବର୍ଷା ଆଶଙ୍କା: ୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଅପରାହ୍ନ ୪ଟା ୧୫ମି. ଯାଏଁ ସତର୍କ ସୂଚନା ଜାରି…

ହାଇକୋର୍ଟଙ୍କ ଆଦେଶ ଅମାନ୍ୟକରି ନିଲମ୍ବିତ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ

ଝାରସୁଗୁଡ଼ା: ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉଲଙ୍ଘନ କରିବା ଅଭିଯୋଗରେ ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ନିଲମ୍ବିତ ହୋଇଛନ୍ତି । ହାଇକୋର୍ଟଙ୍କ ନିଲମ୍ବନ ଆଦେଶ ପରେ ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ପ୍ରଦୀପ ସାହୁଙ୍କୁ କାର୍ଯ୍ୟଭାର…

ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ବୁଧବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହୋଇଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ୧୧ଟା ୨୪ମି.ରେ ପ୍ରଥମେ ୭ନଂ ଗେଟ୍ ଖୋଲାଯାଇଥିଲା । ଅପରପକ୍ଷରେ ଜଳ ଭଣ୍ଡାର ମଧ୍ୟକୁ ସେକେଣ୍ଡ…