Latest Odisha News

BREAKING NEWS

Browsing Category

ଫିଚର

ବିପଦ ସଙ୍କୁଳ ସ୍ଥିତିରେ ମହାନଦୀ ମୁହାଣ: ଜିଲ୍ଲାପାଳମାନଙ୍କୁ ଆଲର୍ଟ ଜାରି

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଯାହାର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରାୟ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲାଗୁଡିକ ମଧ୍ୟରେ ବଲାଙ୍ଗିର, ସୋନପୁର, ବୌଦ୍ଧ,…

ପୃଥିବୀ କକ୍ଷ ଛାଡି ଚନ୍ଦ୍ର ମୁହାଁ ହେଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ ପୃଥିବୀ ଛାଡି ଚନ୍ଦ୍ରକକ୍ଷ ଅଭିମୁଖେ ଗସ୍ତ କରିଛି । ଏନେଇ ଇସ୍ରୋ ପକ୍ଷରୁ ବୁଧବାର ଦିନ ସୂଚନା ମିଳିଛି । https://twitter.com/isro/status/1161395447644090368?s=19 ପ୍ରାପ୍ତ ସୂଚନାନୁଯାୟୀ ଅଗଷ୍ଟ ୨୦…

୫ଟି ବନ୍ୟା ପ୍ରପୀଡ଼ିତ ଜିଲ୍ଲାରେ ୭ଦିନିଆ ରିଲିଫ୍ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ଏହି ବନ୍ୟା ପ୍ରପୀଡ଼ିତ ଜିଲ୍ଲାମାନଙ୍କରେ ଆଗାମୀ ୭ଦିନ ଲାଗି ରିଲିଫ୍ ବଣ୍ଟନ ଲାଗି ପ୍ରଶାସନକୁ ନିର୍ଦ୍ଦେଶ…

୫ଟି ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସ୍ଥାନୀୟ ଲୋକସେବା ଭବନରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମ୍ପୃକ୍ତ ଜିଲ୍ଲାର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୧୪-୦୮-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୪ ରିଖ ବୁଧବାର କର୍କଟ ୨୯ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୃଦ୍ଦଶୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର:-…

ଦେଶଭକ୍ତି ଗୀତ ‘ୱତନ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ନୂଆଦିଲ୍ଲୀଠାରେ ସ୍ୱାଧୀନତା ଦିବସ ୨୦୧୯ ଉପଲକ୍ଷେ ଦୂରଦର୍ଶନ ଦ୍ୱାରା ନିର୍ମିତ ଦେଶଭକ୍ତି ଗୀତ ‘ୱତନ’ର ଉନ୍ମୋଚନ କରିଛନ୍ତି । ନୂତନ ଭାରତକୁ ସମର୍ପିତ ଏହି ଗୀତରେ ଚନ୍ଦ୍ରଯାନ ୨ର ସଫଳତା ପୂର୍ବକ ପ୍ରକ୍ଷେପଣ ପଛରେ କେନ୍ଦ୍ର ସରକାରଙ୍କ…

ସୀମାରେ ପ୍ରବେଶକଲେ ପାକିସ୍ତାନକୁ କଠୋର ଜବାବ ଦିଆଯିବ: ସେନାଧ୍ୟକ୍ଷ ବିପିନ ରାୱତ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ବର୍ତ୍ତମାନ ଲଦାଖ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ପଟରୁ ସୈନ୍ୟ ଠୁଳ କରୁଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ଭାରତୀୟ ସେନାଧ୍ୟକ୍ଷ ବିପିନ ରାୱତ ପାକିସ୍ତାନକୁ କଡ଼ା ଜବାବ ଦେଇ…

ଓଡ଼ିଶାରେ ଡ଼େଙ୍ଗୁ ଆତଙ୍କ: କଟକ ଡ଼ାକ୍ତରଖାନାରେ ଏବର୍ଷ ପ୍ରଥମ ରୋଗୀଙ୍କ ମୃତ୍ୟୁ

କଟକ: ଏବର୍ଷ ଓଡ଼ିଶାର ପ୍ରଥମ ଡ଼େଙ୍ଗୁ ରୋଗୀଙ୍କ କଟକ ଏସସିିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ଏସସିବି ଡ଼େଙ୍ଗୁ ନୋଡ଼ାଲ୍ ଅଧିକାରୀଙ୍କ ସୂଚନାକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା ରୋଗୀ ଜୁଲାଇ ୨୯ ତାରିଖରେ ହସ୍ପିଟାଲରେ ଚିକିତ୍ସା…

କାଳିଆ ହିତାଧିକାରୀଙ୍କ ଯାଞ୍ଚ ଅବଧି ବଢିଲା

ଭୁବନେଶ୍ୱର: ଓଡ଼ିଶା ସରକାର କାଳିଆ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟାର ଅବଧି ଆସନ୍ତା ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କାଳିଆ ଯୋଜନାକୁ ନେଇ ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମଙ୍ଗଳବାର ଦିନ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି…

ଏବେ ସ୍କୁଲରେ ଇଂରାଜୀ, ବିଜ୍ଞାନ ଓ ଗଣିତରେ ବଢିବ ପାଠପଢା ଅବଧି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନେ ଇଂରାଜୀ, ବିଜ୍ଞାନ ଓ ଗଣିତ ବିଷୟରେ କମ୍ ମାର୍କ ରଖୁଥିବାରୁ ଏଣିକି ଏହି ସବୁ ବିଷୟକୁ ଅଧିକ ସମୟ ପଢାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ…