Latest Odisha News

BREAKING NEWS

Browsing Category

ଫିଚର

୫୯ତମ ପ୍ରତିଷ୍ଠା ଦିବସ: ଖୁବ୍ ଶ୍ରୀଘ୍ର ନନ୍ଦନକାନନକୁ ଆସୁଛି ଆନାକୋଣ୍ଡା ଓ ଜିରାଫ୍

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ୫୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଏହି ଅବସରରେ ନନ୍ଦନକାନନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ଆଜି ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି। ଗଣମାଧ୍ୟମକୁ ସୂଚନା ଦେଇ ବନ୍ୟଜନ୍ତୁ ବିଭାଗର…

ଓଡିଶାର ୧୬ଟି ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଲା, ରାଜଧାନୀରେ ଏବର୍ଷର ସବୁଠୁ ଥଣ୍ଡା ଦିନ

ଭୁବନେଶ୍ୱର : ଓଡିଶାର ରାଜଧାନୀରେ ଏବର୍ଷର ସବୁଠୁ ଅଧିକ ଥଣ୍ଡା ହେବା ସହ ପାରଦ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶନିବାର ଦିନ ବିଗତ ୧୨ ବର୍ଷ ବ୍ୟବଧାନରେ ରେକର୍ଡ କରାଯାଇଥିଲା । ତେବେ ଖ୍ରୀଷ୍ଟମାସ ପୂର୍ବରୁ ଏହା ୯.୯ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି । ୧୯୯୬ ମସିହାରେ…

ଶ୍ରୀମନ୍ଦିରରେ ପୋଲିସର ନାବାଳିକାଙ୍କୁ ଅସଦାଚରଣ !

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ପୋଲିସ-ସେବାୟତ ବିବାଦ ଶ୍ରଦ୍ଧାଳୁଙ୍କ ମାନସପଟରୁ ନଲିଭୁଣୁ ଆଜି ମନ୍ଦିର ଭିତରେ ନାବାଳିକାକୁ ଜଣେ ପୋଲିସ କର୍ମୀଙ୍କ ଅସଦାଚରଣ ଅଭିଯୋଗ ହୋଇଛି। ମିଳିଥିବା ସୂଚନାନୁଯାୟୀ ଉକ୍ତ ନାବାଳିକା ଜଣକ ତାଙ୍କ ବାପା ଓ ମାଆଙ୍କ ସହ ମନ୍ଦିର ମଧ୍ୟକୁ ଦର୍ଶନ…

ବାରିପଦା କୁକ୍କୁଟ ପ୍ରଜନନ ଗବେଷଣା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ନିକଟବର୍ତ୍ତୀ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଛତନାସ୍ଥିତ କୁକ୍କୁଟ ପ୍ରଜନନ ଗବେଷଣା କେନ୍ଦ୍ରରେ ଶନିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି ପୋଡ଼ି ଛାରଖାର ହୋଇଯାଇଛି । ଏହି ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର…

ପିକନିକ୍ ସ୍ପଟ୍: ନୂଆବର୍ଷରେ ଆସନ୍ତୁ ବୁଲିଯିବା ଓଡ଼ିଶାର ଏହି ଦର୍ଶନୀୟ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୧୯ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୮ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା…

ଓଡ଼ିଶାରେ କଂଗ୍ରେସର ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମଟି (ଓପିସିସି) ଆସନ୍ତା ଏକମାସ ମଧ୍ୟରେ ରାଜ୍ୟରେ ସଦସ୍ୟତା ଗ୍ରହଣ ଅଭିଯାନକୁ ତ୍ୱରାନ୍ୱିତ କରିବ । କଂଗ୍ରେସର ଦଳର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ବିଭିନ୍ନ ଜୋନାଲ ସଭାପତିମାନଙ୍କ ଏକ ବୈଠକରେ ଉଦବୋଧନ ଦେଇ ଓପିସିସି ସଭାପତି ନିରଞ୍ଜନ…

ତେଲେଙ୍ଗାନାରୁ ଉଦ୍ଧାର ହେଲେ କୋରାପୁଟର ୧୭ ମହିଳା ଶ୍ରମିକ

କୋରାପୁଟ : ଜିଲ୍ଲା ଶ୍ରମ ଅଧିକାରୀ ଓ ଲକ୍ଷ୍ମୀପୁର ପୋଲିସର ମିଳିତ ଉଦ୍ୟମରେ ତେଲେଙ୍ଗାନାରେ ଫସିଥିବା ୧୭ ଜଣ ମହିଳା ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଉଦ୍ଧାର ମହିଳା ଶ୍ରମିକମାନେ କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତର ପିକ୍ସାଡାଙ୍ଗ ଓ ଚୁଚୁକଣା ଗ୍ରାମର…

ବିଜୟର ଦ୍ୱାରଦେଶରେ ଭାରତ, ଅଷ୍ଟ୍ରେଲିଆ ୨୨୦/୮ ସ୍କୋରରେ ସଂଘର୍ଷ ଜାରି

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଇତିହାସ ରଚିବାକୁ ଯାଉଛି ଭାରତ । ଆଉ ୨ଟି ୱିକେଟ ହାସଲ ପରେ ଭାରତ ଐତିହାସିକ ବିଜୟ ସହିତ ଅଷ୍ଟ୍ରେଲିଆ ମାଟିରେ ୧ମ ଥର ଲାଗି ଟେଷ୍ଟ ସିରିଜ ବିଜୟ ହାସଲ କରିପାରିବ । ଅଷ୍ଟ୍ରେଲିଆ ତାର ୨ୟ ଇନିଂସରେ ମାତ୍ର ୨୨୦ ରନ କରି ମୂଲ୍ୟବାନ ୮ଟି ୱିକେଟ ହରାଇ…

ଜାମ୍ମୁ-କାଶ୍ମୀର: ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କିଛି ଆତଙ୍କବାଦୀ ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଲୁଚି ରହିଥିବା ନେଇ…

ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଓ ଅଚଳାବସ୍ଥା ଦୁଇଜଣ ମନ୍ତ୍ରୀଙ୍କ ଦ୍ୱାରା ପ୍ରାୟୋଜିତ: ବିଜେପି

ଭୁବନେଶ୍ୱର: ଶୁକ୍ରବାର ସକାଳେ ଶ୍ରୀମନ୍ଦିର ଦ୍ୱାର ନଖୋଳିବା, ଶ୍ରୀଜୀଉଙ୍କ ନୀତିକାନ୍ତି ବନ୍ଦ ରହିବା ଏବଂ ମହାପ୍ରଭୃଙ୍କ ଦର୍ଶନ ପାଇବାରୁ ହଜାର ହଜାର ଭକ୍ତ ବଂଚିତ ହେବା ଏହା ପ୍ରାୟୋଜିତ ବିଶୃଙ୍ଖଳା । ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଓ ଅଚଳାବସ୍ଥା ତଥା ୧୦ ଘଣ୍ଟା ବିଳମ୍ବରେ ଶ୍ରୀମନ୍ଦିର…