Latest Odisha News

BREAKING NEWS

Browsing Category

ଫିଚର

ହ୍ୟାରୀ ପୋର୍ଟରର ଚର୍ଚ୍ଚିତ ଡମ୍ବଲଡୋର ଚରିତ୍ର କରିଥିବା ମାଇକେଲ ଗ୍ୟାମ୍ବନ ଆର ପାରିରେ

ନୂଆଦିଲ୍ଲୀ: ହଲିଉଡର ଭେଟେରାନ କଳାକାର ସାର ମାଇକେଲ ଗ୍ୟାମ୍ବନଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କ୍ରମାଗତ ଭାବେ ନିମୋନିଆରେ ଆକ୍ରାନ୍ତ ହେବା ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ହ୍ୟାରୀ ପୋର୍ଟର ଫିଲ୍ମରେ ସେ…

ସେପ୍ଟେମ୍ବର ୩୦ରୁ ରାଜ୍ୟରେ ପ୍ରବଳ ବର୍ଷା !

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ପୂର୍ବାନୁମାନ କରାଯାଇଛି ଯେ ସେପ୍ଟେମ୍ବର ୩୦ରୁ ୪ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ମିଆଁମାର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ…

ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରୁ ଦୁଇ ବିଜେପି ବିଧାୟକ-ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବନ କରାଯାଇଛି। ବାଚସ୍ପତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ଗୁରୁବାର ଗୃହରେ କାର୍ଯ୍ୟ ଚାଲୁଥିବା ବେଳେ ବାଚସ୍ପତିଙ୍କ ପୋଡିୟମ ଉପରକୁ…

ଚୂଡାନ୍ତ ବିଶ୍ୱକପ ଟିମ ଘୋଷଣା କଲା ଭାରତ: ଅକ୍ଷରଙ୍କ ସ୍ଥାନରେ ଅଶ୍ୱୀନ ସାମିଲ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଟିମ ତାର ଚୂଡାନ୍ତ ୧୫ ଜଣିଆ ଦଳ ଘୋଷଣା କରିଛି । ସେପ୍ଟମ୍ବର ୫ରୁ ଭାରତ ବିଶ୍ୱକପ ପାଇଁ ୧୫ ଖେଳାଳିଙ୍କ ନାମ ଘୋଷଣା କରିଥିଲା । ୨୮ ସେପ୍ଟମ୍ବରରେ ଏଥିରେ ପରିବର୍ତନ କରାଯିବାର ଶେଷ ତାରିଖ ଥିଲା । ଟିମ ଇଣ୍ଡିଆ ଅକ୍ଷର ପଟେଲଙ୍କ…

ଲିଙ୍ଗଗତ ସମାନତାର ଅଗ୍ରଗତି ଓ ଯୁବଶକ୍ତିକୁ ସଶକ୍ତ କରିବା ନେଇ CRIIIO 4 ଗୁଡ଼ ମଡ୍ୟୁଲ୍ ଲଞ୍ଚ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ଅହମ୍ମଦବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପୁଅ ଓ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ “କ୍ରାୟୋ ଫର୍ ଗୁଡ୍ (Criiio 4…

ବାଂଲାଦେଶ କୂଳରେ ମାରାତ୍ମକ, ବିଷାକ୍ତ ଜାହଜକୁ ଛାଡି ଦେଉଛି ୟୁରୋପୀୟ କମ୍ପାନୀ

ଢ଼ାକା: ହ୍ୟୁମାନ ରାଇଟ୍ସ ୱାଚ ଗୁରୁବାର ବାଂଲାଦେଶର ସମୂଦ୍ରକୂଳରେ ୟୁରୋପୀୟ କମ୍ପାନୀ ଛାଡି ଦେଉଥିବା ଜାହଜକୁ ନେଇ ଚିନ୍ତା ବ୍ୟକ୍ତ କରିଛି । ଏହି ଜାହଜଗୁଡିକ ମାରାତ୍ମକ ଓ ବିଷାକ୍ତ କହିଲେ ଭୁଲ ହେବନି । ଏହି ଜାହଜ ସଂସ୍ପର୍ଶରେ ଆସିଲେ କ୍ୟାନସର ପରି ମାରାତ୍ମକ ରୋଗ ହେବା ଆଶଙ୍କା ରହିଛି ।…

୧୯୮୩ ବିଶ୍ୱକପ : ଆରମ୍ଭ ହେଲା ଭାରତୀୟ କ୍ରିକେଟର ସ୍ୱର୍ଣ୍ଣିମ କ୍ଷଣ

୧୯୭୫ ଓ ୧୯୭୯ ବିଶ୍ୱକପ କ୍ରିକେଟରେ ଭାରତର ପ୍ରଦର୍ଶନ ପ୍ରଶଂସକଙ୍କ ମନ ଜିଣି ପାରି ନ ଥିଲା । ଏପରିକି ୧୯୮୩ ବିଶ୍ୱକପରେ କ୍ରିକେଟପ୍ରେମୀମାନେ ଭାରତ ଚାମ୍ପିୟନ ହେବେ ବୋଲି ଆଶା କରି ନ ଥିଲେ । କପିଳ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ସ୍ମରଣୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣିମ କ୍ଷଣ ଆରମ୍ଭ…

ଜନଜାତିଙ୍କ ନିଜସ୍ୱ ଲିଖନ ଓ ଲେଖକଙ୍କ ପାଇଁ ନୂତନ ଦିଗନ୍ତ; ଡିଜିଟାଲାଇଜେସନ୍ ହେବ ଅନନ୍ୟ ମାଧ୍ୟମ

ଭୁବନେଶ୍ବର: ଜନଜାତିଙ୍କ ନିଜସ୍ବ ଲେଖନ ଓ ଲେଖକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ। ଡିଜିଟାଲାଇଜେସନ୍ ମାଧ୍ୟମରେ ଆଦିବାସୀଙ୍କୁ ଯୋଡିବାର ପ୍ରୟାସ ଆରମ୍ଭ ହୋଇଛି। ସେମାନଙ୍କ କଥା କାହାଣୀକୁ ହାତ ପାପୁଲିରେ ପାଇ ପାରିବେ ପାଠକ। ଅନୁସୂଚିତ ଜନଜାତି ଓ…

ଓଡ଼ିଶା ପୋଲିସ ବିଭିନ୍ନ ବ୍ୟାଙ୍କର ସହଭାଗୀତାରେ ରାଜ୍ୟସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ଆୟୋଜିତ

ଭୁବନେଶ୍ୱର: ସଚେତନତା ଅଭାବରେ ସାଇବର କ୍ରାଇମ ମାମଲା ବୃଦ୍ଧି ପାଉଛି। ସାଇବର ଠକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସତ୍ତ୍ୱେ ତଥାପି ସାଇବର ଅପରାଧ ବୃଦ୍ଧି ପାଉଛି। ବିଭିନ୍ନ ପ୍ରକାରର ସାଇବର ଅପରାଧ ଏବଂ ଡିଜିଟାଲ ଦୁନିଆରେ ଆପଣମାନେ କିପରି ସୁରକ୍ଷିତ ରହିବେ ସେ…

ସରକାରଙ୍କୁ ଜବାବ ମାଗିଲେ ନରସିଂହ,ଜୟ ନାରାୟଣ: ଅରୁଣ କହିଲେ, ବିରୋଧୀଙ୍କ ମାନସିକ ସ୍ଥିତି ଭଲ ନାହିଁ

ଭୁବନେଶ୍ୱର: ପୁଣି କମ୍ପିଲା  ବିଧାନସଭାର ଶୂନ୍ୟକାଳ । ପୁଣି ସରକାରଙ୍କୁ ଘେରିଲେ ବିରୋଧୀ। ବିଜେପି-କଂଗ୍ରେସର ପ୍ରଶ୍ନବାଣରେ କମ୍ପିଲା ଗୃହ । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ପୁଣି ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷେ  କଂଗ୍ରେସ ବିଧାୟକ ଦଳ ନେତା…