Latest Odisha News

BREAKING NEWS

Browsing Category

ଫିଚର

ଶେଷରେ ଡେରାସ କେନାଲରୁ ହଟିଲା ଜବରଦଖଲ; ସ୍ଥିତି ଅନୁଧ୍ୟାନ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର:ଶେଷରେ ହଟିଲା କେନାଲ ଜବରଦଖଲ । ପାଣି ଯିବାକୁ ଫିଟିଲା ବାଟ । ଦୁଇ ବର୍ଷର ସଂଘର୍ଷର ହେଲା ଅନ୍ତ । ଚାଷୀଙ୍କୁ ମିଳିଲା ସେମାନଙ୍କର ହକ ।   ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲରେ ଗତ ଦୁଇ ବର୍ଷ ହେବ ଥିବା ଅବରୋଧ ହଟିଛି । ଏହି ଖବର ସାମ୍ନାକୁ ଆସିବା ପରେ…

୧୭ ବର୍ଷ ହେଲା ଇନ୍ଦୋରରେ ହାରିନି ଟିମ ଇଣ୍ଡିଆ

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ୨୪ ସେପ୍ଟମ୍ବରରେ ଖେଳାଯିବ । ପ୍ରଥମ ଦିନିକିଆ ଜିତିଥିବା ଭାରତ ଏହି ମ୍ୟାଚକୁ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିବ । ଇନ୍ଦୋର ପିଚ ସର୍ବଦା ଭାରତ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ୧୭ ବର୍ଷ ହେଲା ଟିମ…

ଲୁଚାଛପାରେ ନ୍ୟୁକ୍ଲିୟର କ୍ଷମତା ବୃଦ୍ଧି କରୁଛନ୍ତି ଚୀନ, ରୁଷିଆ, ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ୱକୁ ପରମାଣୁ ଅସ୍ତ୍ର ସମ୍ପର୍କରେ ପାଠ ପଢ଼ାଉଥିବା ଚୀନ, ଆମେରିକା ଓ ରୁଷିଆ ଲୁଚାଛପାରେ ଏହାର କ୍ଷମତା ବୃଦ୍ଧି କରୁଥିବା ଜଣାପଡିଛି । ଏହି ୩ଟି ଦେଶ ପରମାଣୁ ପରୀକ୍ଷଣ ପାଇଁ ସ୍ଥାନ ଚିହ୍ନଟ କରିଥିବା ସାଟେଲାଇଟ ଚିତ୍ରରୁ ଜଣାପଡିଛି । ଚୀନ ଜିନଜିଆଙ୍ଗ ପ୍ରଦେଶରେ, ରୁଷିଆ…

ଏକକାଳୀନ ନିର୍ବାଚନ ଆୟୋଜନ ସମ୍ପର୍କିତ କମିଟିର ପ୍ରାଥମିକ ବୈଠକ: ରାଜନୈତିକ ଦଳ ଓ ଲ’ କମିଶନଙ୍କୁ ମାଗିଲେ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।…

ଡିସେମ୍ବର ସୁଦ୍ଧା ଦାବି ପୂରଣ ହେବ:ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ । ସିଏମଓଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ସଂଘ । ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ମହାସଂଘ ମହାସଚିବ…

ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହେଲା ଏସିଆନ ଗେମ୍ସ

ହାଙ୍ଗଝୋଉ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସର ୧୯ତମ ସଂସ୍କରଣର ଉଦଘାଟନୀ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହୋଇଯାଇଛି । ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଉପସ୍ଥିତିରେ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଥିଲା । ଏ ନେଇ ଆୟୋଜିତ ମନୋରଂଜନ କାର୍ଯ୍ୟକ୍ରମ ମାଧ୍ୟମରେ ଚୀନର ଅତୀତ,…

ଏସିଆନ ଗେମ୍ସ: ଏଥର ଭାରତର ଟାର୍ଗେଟ ୧୦୦ ପଦକ

ଏସିଆନ ଗେମ୍ସର ୧୯ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଭାରତ ଏ ପର୍ଯ୍ୟନ୍ତ ଏସିଆନ ଗେମ୍ସରେ ୧୦୦ ପଦକ ମାର୍କ ପାର କରିପାରି ନାହିଁ । ଏଥର ଏହି ଲ୍ୟାଣ୍ଡ ମାର୍କ ଛୁଇଁବା ପାଇଁ ଆମ ଆଥଲେଟ ପ୍ରସ୍ତୁତ ଅଛନ୍ତି । ୭୩ ବର୍ଷରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୮ରେ ହୋଇଥିଲା । ଏହି ସଂସ୍କରଣରେ ଭାରତ ୭୦…

ୟୁପିରେ ସୋନିଆଙ୍କ ରାଏବରେଲି ଦଖଲ ପାଇଁ ବିଜେପିର ପ୍ଲାନ !

ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଅଧିକ ସିଟ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛି। ପୂର୍ବରୁ ୟୁପି ଉପରେ ଦଳର ଫୋକସ ଥିଲେ ମଧ୍ୟ ଘୋଷି ଉପନିର୍ବାଚନରେ ଦଳ ହାରିବା ପରେ ପୁଣିଥରେ ସ୍ୱତନ୍ତ୍ର ରଣନୀତି ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେଉଁଥିପାଇଁ…

ନୂଆ ସଂସଦ ଭବନକୁ ମୋଦି ମଲ୍ଟିପ୍ଲେକ୍ସ କହିଲେ ଜୟରାମ, ବିଜେପି କହିଲା ଏହା ଭାରତୀୟଙ୍କୁ ଅସମ୍ମାନ

ଭୁବନେଶ୍ୱର: ନୂଆ ସଂସଦ ଭବନରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ନୂଆ ସଂସଦ ଭବନକୁ ନେଇ ଜୋରଦାର ପ୍ରଚାର ପ୍ରସାର କରାଯାଉଥିବା ବେଳେ ଏହାକୁ ନେଇ ରାଜନୈତିକ ଲଢେଇ ଜୋର ଧରିଛି । ନୂଆ ସଂସଦ ଭବନର ନିର୍ମାଣଶୈଳୀକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ପ୍ରଶ୍ନ ଉଠାଇଛନ୍ତି। ନୂଆ…

ରାଜସ୍ଥାନରେ ସ୍କୁଟିରେ ବୁଲିଲେ, ବିଜେପି ଉପରେ ବର୍ଷିଲେ ରାହୁଲ

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଭିନ୍ନ ବର୍ଗଙ୍କ ସହ ଭିନ୍ନ ଭିନ୍ନ ବେଶରେ ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କ ସହ ସାମିଲ ହୋଇ ଚର୍ଚ୍ଚାରେ ରହିଛନ୍ତି ରାହୁଲ। ପୂର୍ବରୁ ଡେଲିଭରି ବୟଙ୍କ ସହ ସ୍କୁଟିରେ ବୁଲିବା ସହ ଟ୍ରକ ଚାଳକଙ୍କ ସହ ଟ୍ରକରେ ଯାତ୍ରା କରିବା। ପରେ…