Latest Odisha News

BREAKING NEWS

Browsing Category

ଫିଚର

ହେବନି ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ, ଏକାଠି ବି ରହି ପାରିବେନି: ଉଭୟଙ୍କ ମାମଲା କୋର୍ଟରେ ଖାରଜ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ବର୍ଷାଙ୍କୁ ଅଦାଲତ ଝଟକା । ଅନୁଭବ କରିଥିବା  ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରି ଦେଇଛନ୍ତି କଟକ ଫ୍ୟାମିଲି କୋର୍ଟ । ସେହିପରି ପତ୍ନୀ ବର୍ଷା କରିଥିବା ମାମଲାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ପତ୍ନୀ ବର୍ଷା ଏକାଠି ପତି-ପତ୍ନୀ ଭାବେ ରହିବା…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଘୋଷିତ

ଦୁବାଇ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଆଜି ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି । ୧୮ ବର୍ଷ ପରେ ଶ୍ରୀଲଙ୍କା ଏହାକୁ ଆୟୋଜନ କରିବାକୁ ଯାଉଛି । ୨୦୦୬ରେ ଶେଷ ଥର ପାଇଁ ଏଠାରେ ୧୯ ବର୍ଷରୁ କମ ବିଶ୍ୱକପ ଆୟୋଜିତ ହୋଇଥିଲା । ସେତେବେଳେ ଫାଇନାଲରେ…

ବିଧାନସଭାରେ ଉପସ୍ଥାପିତ ହେଲା ୨୮,୨୦୦ କୋଟି ଟଙ୍କାର ଅତରିକ୍ତ ବଜେଟ

ଭୁବନେଶ୍ୱର: ବିଧାନସଭାରେ ଅତିରିକ୍ତ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ୨୦୨୩-୨୪ ପାଇଁ ଅତିରିକ୍ତ ୨୮ ହଜାର ୨୦୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ପ୍ରଶାସନିକ ବ୍ୟୟ ୨, ୮୬୪ କୋଟି, କାର୍ଯ୍ୟକ୍ରମ ବ୍ୟୟ ୨୦, ୧୦୦ କୋଟି, ବିପର୍ଯ୍ୟୟ…

ସାମୀଙ୍କ ବୋଲିଂରେ ଅଷ୍ଟ୍ରେଲିଆ ଧରାଶାୟୀ, ଭାରତ ସମ୍ମୁଖରେ ୨୭୭ ରନର ଟାର୍ଗେଟ

ମୋହାଲୀ: ସ୍ଥାନୀୟ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୭୭ ରନର ବିଜୟ ଲକ୍ଷ୍ୟ ରଖିଛି । ମହମ୍ମଦ ସାମୀଙ୍କ ଚମତ୍କାର ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର…

କାରରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଯୁବକଙ୍କୁ ଗିରଫ କଲା ଅବକାରୀ ବିଭାଗ

ଅନୁଗୁଳ: ଅବକାରୀ ବିଭାଗକୁ ପୁଣି ସଫଳତା। କାରରେ ଗଞ୍ଜେଇ ଚାଲାଣ ବେଳେ ମାଡି଼ ବସିଲା ଅବକାରୀ ବିଭାଗ। ଏହି ଘଟଣାରେ ୪୫ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ଘଟଣାଟି ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଘଟିଛି। ସୂଚନା ଅନୁସାରେ ବୌଦ୍ଧରୁ ଏକ କାରରେ ଗଞ୍ଜେଇ…

ସାରା ରାତି ଶୋଇ ପାରିନି..ବିଧୁରୀଙ୍କ ଅଶାଳୀନ ମନ୍ତବ୍ୟକୁ ମନେ ପକାଇ କାନ୍ଦି ପକାଇଲେ ଦାନିଶ

ନୂଆଦିଲ୍ଲୀ: ଲୋକସଭାରେ ଗୁରୁବାର ୨୧ ତାରିଖ ଚନ୍ଦ୍ରଯାନ-୩ ଉପରେ ଚର୍ଚ୍ଚା ସମୟରେ ବିଜେପି ସାଂସଦ ରମେଶ ବିଧୁରୀ ୟୁପିର ବିଏସପି ସାଂସଦ କୁଅଁର ଦାନିଶ ଅଲିଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । କୁହାଯାଉଛି, ବିଜେପି ସାଂସଦ ବିଏସପି ସାଂସଦ ଦାନିଶ ଅଲିଙ୍କୁ ଆପତ୍ତଜନକ ଶବ୍ଦ କହି ସମ୍ବୋଧନ…

ଆଦି ଶଙ୍କରାଚାର୍ଯ୍ୟଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ନ୍ୟାସ ଓ ଆଶୁତୋଷ ଗୋୱାରିକର

ମୁମ୍ବାଇ: ଲଗାନ, ଯୋଧା ଆକବର ଓ ପାନୀପତ ପରି ଫିଲ୍ମ କରିଥିବା ଖ୍ୟାତନାମା ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଆଉ ଏକ ଚମତ୍କାର ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନ୍ୟାସ ଏବଂ ଆଶୁତୋଷ ହିନ୍ଦୁ ଦାର୍ଶନିକ ଶଙ୍କରାଚାର୍ଯ୍ୟଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଶଙ୍କର ନିର୍ମାଣ କରିବେ ।…

ସୋନିଆଙ୍କ ଘର ଜାଳିବା କଥା କହିଲେ ଆସାମ ମୁଖ୍ୟମନ୍ତ୍ରୀ! ପୋଲିସରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛି କଂଗ୍ରେସ। ଆସାମର ବରିଷ୍ଠ କଂଗ୍ରେସ ନେତା ଦେଵବ୍ରତ ସାଇକିଆ ବିଶ୍ଵଶର୍ମାଙ୍କ ସୋନିଆ ଗାନ୍ଧୀଙ୍କ ବିରୋଧରେ ଘୃଣା ମନ୍ତବ୍ୟକୁ ନେଇ ପୋଲିସରେ ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା…

ମହାରାଷ୍ଟ୍ରରେ ଶରଦ ପାୱାରଙ୍କୁ ସଫା କରିଦେବେ ଅଜିତ!

ଭୁବନେଶ୍ୱର: ପୁଣିଥରେ ତେଜିଛି ମହାରାଷ୍ଟ୍ର ରାଜନୀତି। ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ଶୁଣାଣି ଚାଲିଥିବା ବେଳେ ଏବେ ଏନସିପିର ବିଦ୍ରୋହ ପୁଣିଥରେ ପଦାକୁ ଆସିଛି। ଅଜିତ ପାୱାରଙ୍କ ନେତୃତ୍ୱରେ ସିନ୍ଦେ ବିଜେପି ସରକାରରେ ସାମିଲ ହୋଇଥିବା ଏନସିପି ଗୋଷ୍ଠୀ ଶରଦ…

ବଢିଲା ଏନଡିଏ ଶକ୍ତି: ମେଣ୍ଟରେ ସାମିଲ ହେଲା ଜେଡିଏସ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି  ଦଳ । ନିର୍ବାଚନ ପୂର୍ବରୁ ଏନଡିଏ ମେଣ୍ଟରେ ସାମିଲ ହେଲା ଜେଡିଏସ । ଲୋକସଭା ନିର୍ବାଚନ ୨୦୨୪ରେ କଂଗ୍ରେସକୁ ମାତ ଦେବା ପାଇଁ ଏନଡିଏରେ ସାମିଲ ହେଲା ଜେଡିଏସ । ଦିଲ୍ଲୀରେ ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଗୃହମନ୍ତ୍ରୀ ଅମିତ ଶାହଙ୍କ…