Latest Odisha News

BREAKING NEWS

Browsing Category

ଫିଚର

ମନ୍ତ୍ରୀ-ସଚିବଙ୍କୁ ସୌମ୍ୟଙ୍କ କଡା ଜବାବ: ତୃତୀୟ ମହଲାରୁ ଦଳ ଚାଲି ପାରିବ ନାହିଁ

ଭୁବନେଶ୍ୱର: ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ମୁଖ୍ୟମନ୍ତ୍ରୀ ଭାଗ୍ୟବାନ, ଦଳକୁ ବହୁତ ଲୋକ ସମର୍ଥନ କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କର ବର୍ଷକ ତଳେ ଯେଉଁ ଗ୍ରହଣ ଯୋଗ୍ୟତା ଥିଲା ତାହା  କାହିଁକି କମି କମି ଯାଉଛି ? ଏକଥା ସୂଚାଇ ଦେବା କ‘ଣ ଦଳ ବିରୋଧୀ କାମ କି ? ଦଳକୁ…

କାର ଦୁର୍ଘଟଣାର ୯ମାସ ପରେ ସମ୍ମୁଖକୁ ଆସିଲେ ଆଣ୍ଡ୍ର‌୍ୟୁ ଫ୍ଲିଂଟଫ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ରିକେଟର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ ଦୁର୍ଘଟଣାର ୯ ମାସ ପରେ ସମ୍ମୁଖକୁ ଆସିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ୪୫ ବର୍ଷୀୟ ଏହି ମ୍ୟାଚ ବିଜେତା ଖେଳାଳି ଇଂଲଣ୍ଡ ଦଳର ଖେଳାଳିଙ୍କ ସହ ଉପସ୍ଥିତ ଥିଲେ । ଗତ ବର୍ଷ ସରେରେ ଟପ ଗିୟର ଡନ୍ସଫୋଲ୍ଡ ଏରୋଡ୍ରମରେ…

‘ବୟସ୍କ ବ୍ୟକ୍ତି ବା  ରୋଗୀ ନୁହେଁ,  ସମସ୍ତଙ୍କ ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିିଛି’

ଭୁବନେଶ୍ଵର :ଦୈନନ୍ଦିନ ଜୀବନରେ ଫିଜିଓଥେରାପୀର ଆବଶ୍ୟକତା ରହିଛି । ଏକ ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ଫିଜିଓଥେରାପୀର ଆବଶ୍ୟକତା ରହିଛି । କେବଳ ବୟସ୍କ ବ୍ୟକ୍ତି ବା  ରୋଗୀ ନୁହେଁ,  ସମସ୍ତଙ୍କ ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିିଛି  । ଏପରି ମତ ଦେଇଥିଲେ ପ୍ରାୟ ୨୦୦ରୁ ଅଧିକ ଫିଜିଓଥେରାପି…

ଛତୁଆ ଠକେଇ , ପୁଷ୍ଟିକର ଖାଦ୍ୟ ନାଁରେ ଦିଆଯାଉଛି ଅପମିଶ୍ରିତ ଛତୁଆ

ନୂଆପଡା: ଗର୍ଭବତୀ ଓ ଶିଶୁମାନଙ୍କୁ ନିମ୍ନମାନର ଛତୁଆ ଗୁଡ଼ ଦିଆ ଯାଉଥିବାର ଅଭିଯୋଗ ହୋଇଛି । ପୁଷ୍ଟିକର ଖାଦ୍ୟ ବଦଳରେ ଅପୃଷ୍ଟିକର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଉଛି ଯାହାକୁ ନେଇ ଅଭିଯୋଗ ହୋଇ ଆସୁଛି । ବିଡ଼ିଓ, ସିଡ଼ିପିଓ ଓ ଜିଲ୍ଲାପାଳଙ୍କୁ ବାରମ୍ଵାର ଅଭିଯୋଗ ପରେ ମଧ୍ୟ…

ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଇଣ୍ଡିଆ ନୁହେଁ, ଭାରତ ନାଁରେ ପରିଚିତ ହେଲା ଦେଶ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଇଣ୍ଡିଆ ନୁହେଁ, ଭାରତ ନାଁରେ ପରିଚିତ ହେଲା ଦେଶ ।  ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଟେବୁଲ ଉପରେ ଥିବା କଣ୍ଟ୍ରିପ୍ଲେଟରେ ଇଣ୍ଡିଆ ଜାଗାରେ ଲେଖାଗଲା ଭାରତ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଜି-୨୦ ଶିଖର ସମ୍ମିଳନୀରେ । ଇଣ୍ଡିଆ…

ସୌମ୍ୟ ବାବୁଙ୍କର ସାହାସ ଅଛି, ସେ ସତକଥା ସାମ୍ନାକୁ ଆଣିଛନ୍ତି-ସାଂସଦ ଅପରାଜିତା

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାହାସ ଅଛି । ସେ ଜଣେ ଅଭିଜ୍ଞ ଲୋକ । ତାଙ୍କ ପାଖରେ ବହୁତ ଅନୁଭବ ରହିଛି । ଜ୍ଞାନ ରହିଛି । ସେ ଭଲ ଲେଖାଲେଖି କରନ୍ତି । ସେ  ସାହାସ କରି ସତ କଥାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି । ଏମିତି କହି ସୌମ୍ୟଙ୍କ ସମର୍ଥନ ଦେଲେ ସାଂସଦ…

ତାରକା ହୋଟେଲର ଭ୍ରମ ସୃଷ୍ଟି କରୁଛି ମିଶନ ଶକ୍ତି କାଫେ, ମିଳୁଛି ବିଭିନ୍ନ ପ୍ରକାରର ଘରୋଇ ସୁସ୍ୱାଦୁ ଖାଦ୍ୟ

ଯାଜପୁର: ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ଶକ୍ତି ହେଲେ ମହିଳା । ସେହି ମିଶନ ଶକ୍ତି ଜରିଆରେ ରାଜ୍ୟର କୋଣ ଅନୁକୋଣରେ ଗ୍ରାହକ ପର୍ଯ୍ୟଟକଙ୍କ ଚାହିଦାକୁ ଲକ୍ଷ୍ୟକରି ଲୋକାର୍ପିତ ହେଉଛି ମିଶନ ଶକ୍ତି କାଫେ । ମହିଳା ମାନେ ହିଁ ଏହାର ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି । ତାରକା ହୋଟେଲର…

କର୍ଣ୍ଣାଟକରେ ହାତ ମିଳାଇଲେ ବିଜେପି-ଜେଡିଏସ: ୨୦୨୪ରେ ବଦଳିଯିବ ସମୀକରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳର ସମୀକରଣ ଆରମ୍ଭ ହୋଇଯାଇଛି । ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ଉଭୟ ମେଣ୍ଟ ଆସନ୍ତା ୨୦୨୪ ନିର୍ବାଚନକୁ କିପରି ନିଜ ସପକ୍ଷରେ ନେବେ ସେଥିପାଇଁ ଲାଗି ପଡିଛନ୍ତି । ତେବେ ବିଧାନସଭା ହାରିବା ପରେ ବିଜେପିର ଫୋକସ ଏବେ କର୍ଣ୍ଣାଟକ ଉପରେ ।…

ମହାନ ଖେଳାଳି ପେଲେଙ୍କୁ ପଛରେ ପକାଇ ନେମାର ରଚିଲେ ଇତିହାସ

ନୂଆଦିଲ୍ଲୀ : ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସ ମୁକାବିଲାରେ ବ୍ରାଜିଲର ନେମାର ଜୁନିୟର ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ବୋଲିଭିଆ ବିପକ୍ଷ ମ୍ୟାଚରେ ୨ଟି ଗୋଲ ସ୍କୋର କରିଥିଲେ । ଏଥିସହ ସେ ମହାନ ଖେଳାଳି ପେଲେଙ୍କୁ ପଛରେ ପକାଇ ବ୍ରାଜିଲର ସର୍ବାଧିକ ଗୋଲସ୍କୋରର…

କେନ୍ଦ୍ରାପଡା ପରେ ଯାଜପୁରରୁ ଆସିଲା ସମାନ ଚିତ୍ର, ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା

ଯାଜପୁର: କେନ୍ଦ୍ରାପଡା ପରେ ଯାଜପୁରରୁ ଆସିଲା ସମାନ ଚିତ୍ର । ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା ପଞ୍ଚାୟତର ବେତନା ଗାଁ, ବାଲିସାହି, ବାଲିଚନ୍ଦ୍ରପୁର ଗ୍ରାମର ୫୦୦ ରୁ ଉର୍ଦ୍ଧ ଲୋକଙ୍କ ଆକାଉଣ୍ଟକୁ ଆସିଛି ହଜାର ହଜାର ଟଙ୍କା ।…