Latest Odisha News

BREAKING NEWS

Browsing Category

ଫିଚର

ସାଉଦି ଆରବରୁ ଭାରତ ଯାଏ ହେବ ରେଳ ଲାଇନ ! ଚୀନକୁ ଉଚିତ୍ ଜବାବ ଦେବା ଲାଗି ଯୋଜନା

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ଜି-୨୦ ଶିଖର ସମ୍ମିଳନୀର ପ୍ରସ୍ତୁତି। ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ଥିବା ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରାୟ ସମସ୍ତେ ଦିଲ୍ଲୀରେ ପହଞ୍ଚି ଗଲେଣି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦିଲ୍ଲୀ ପହଞ୍ଚି…

୧୧୮ କୋଟି ଲାଞ୍ଚ ନେବା ଅଭିଯୋଗ, ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ଝୁଲୁଛି କି ଗିରଫଦାରିର ଖଣ୍ଡା?

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଘାରିଲା ଗରିଫ ଭୟ। ନିଜକୁ ଅସୁରକ୍ଷିତ ଭାବୁଛନ୍ତି ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ। ଆଗାମୀ କିଛି ଦିନ ମଧ୍ୟରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରୁଛନ୍ତି ଚନ୍ଦ୍ରବାବୁ। ଅନନ୍ତପୁର ଜିଲ୍ଲାରେ ଏକ…

ସୌମ୍ୟଙ୍କ ଧୂଲେଇ ; ଅରୁଣ, ଅତନୁଙ୍କ ଉପରେ ବର୍ଷିଲେ, ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡିଲେନି

ଭୁବନେଶ୍ୱର: ୫ଟି ସଚିବଙ୍କ ବିରୋଧରେ ସମ୍ପାଦକୀୟରେ ମୁହଁ ଖାଲିବା ପରେ ଦଳ ଭିତରେ ଟାର୍ଗେଟରେ ଅଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।  ଜଣକ ପରେ ଜଣେ ନେତା, ବିଧାୟକ, ମନ୍ତ୍ରୀ ସୌମ୍ୟଙ୍କୁ ଜବାବ ମାଗିବା ପରେ ପ୍ରତିଜବାବ ରଖିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟ ପଟ୍ଟନାୟକ ।…

ସେପ୍ଟେମ୍ବର ୩୦ରେ ଭୋପାଳରେ ହେବ ଏୟାର ଶୋ, ଆକାଶ ମାର୍ଗରେ ପରାକ୍ରମ ଦେଖାଇବ ବାୟୁସେନା

ଭୋପାଳ: ଆସନ୍ତା ସେପ୍ଟେମ୍ବର ୩୦ରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟୋଜିତ ହେବାକୁ ଯାଉଛି ଏୟାର ଶୋ। ବାୟୁସେନାର ଏୟାର ଶୋ ପାଇଁ ଏୟାର ମାର୍ଶଲ ବିଭାଗ ପାଣ୍ଡେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଛନ୍ତି। ଏୟାର ମାର୍ଶଲ ପାଣ୍ଡେ ଷ୍ଟେଟ ହ୍ୟାଙ୍ଗର ଭୋପାଳରେ ଶିବରାଜ ସିଂଙ୍କୁ…

ଦଳ ଭିତରୁ ସୌମ୍ୟଙ୍କୁ ଘନ ଘନ ଆଟାକ: ସମର୍ଥନ ଦେଲେ ବିଜେପି, କଂଗ୍ରେସ

ଭୁବନେଶ୍ୱର: ସୗମ୍ୟଙ୍କ ସମ୍ପାଦକୀୟ ବାଣ ଦଳୀୟ ନେତାଙ୍କ ମନରେ ଏବେ ପଶୁଛି । ତେଣୁ ୨୦ ଦିନ ପରେ ବିଜେଡି ବିଧାୟକ ସୌମ୍ୟଙ୍କୁ ଘେରିଛନ୍ତି  ନେତା, ମନ୍ତ୍ରୀ । ଦଳ ଭିତରୁ  ଆରମ୍ଭ ହୋଇଛି ଘନ ଘନ ଆଟାକ ।    ପ୍ରଥମେ ଅନୁଭବ ପଟ୍ଟନାୟକ, ତା ପରେ ଅରୁଣ ଆଉ ଅତନୁ। ପ୍ରଥମେ ବିଜେଡି ନେତା…

ବିଜେପି-ଜେଡିଏସ୍‌ ମଧ୍ୟରେ ବୁଝାମଣା, ୪ ଆସନ ଦେବାକୁ ଅମିତ ଶାହଙ୍କ ସହମତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ଏବଂ ଜେଡିଏସ ମଧ୍ୟରେ ଏକ ବୁଝାମଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଜେଡିଏସକୁ ୪ଟି ଆସନ ଦେବାକୁ ବିଜେପି ରାଜି ହୋଇଥିବା ଦଳର ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଘୋଷଣା କରିଛନ୍ତି। ସେ…

ନିଲମ୍ବନ ପରେ ମୁହଁ ଖୋଲିଲେ ମନ୍ମଥ; କହିଲେ, ‘ଭଲ ହେଲା..ଆଗକୁ ଯିବାର ରାସ୍ତା ମିଳିଗଲା’

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ ହେଲା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କହିଲେ, ‘ଦଳରୁ ବାହାର କରି କରି ଭଲ କଲେ । ମତେ ଆଗକୁ ଯିବା ପାଇଁ ରାସ୍ତା ଦେଖାଇ ଦେଲେ ।’ ଦଳରେ ଥାଇ ଦଳ ବିରୋଧୀ ମନ୍ତବ୍ୟ ଦେବା ପରେ ଜଟଣୀ ବିଧାୟକ…

ଇତିହାସ ରଚିଲେ ରୋହନ ବୋପାନ୍ନା: ବୟୋଜ୍ୟେଷ୍ଠ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଟେନିସ ଖେଳାଳି ରୋହନ ବୋପାନ୍ନା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବୟୋଜ୍ୟେଷ୍ଠ ଖେଳାଳି( ୪୩ ବର୍ଷ, ୬ମାସ) ଭାବେ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ କାନାଡାର ଡାନିଏଲ ନେଷ୍ଟରଙ୍କ ନାମରେ ରହିଥିଲା ।…

କଂଗ୍ରେସରୁ ନିଲମ୍ବିତ ହେଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଭୁବନେଶ୍ୱର:ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ। ମନ୍ମଥ ରାଉତରାୟଙ୍କୁ ଦଳରୁ ନିଲମ୍ବିତ କରିଛି କଂଗ୍ରେସ । ଦଳର ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିଛି ଦିନ ତଳେ ମନ୍ମଥ ଗଣମାଧ୍ୟମକୁ କଂଗ୍ରେସ ଟିକେଟରେ…

ଜି-୨୦ ସମ୍ମିଳନୀରେ ୧୫ ବୈଠକ କରିବେ ପ୍ରଧାନମନ୍ତ୍ରୀ: ଆଜି ଆମେରିକା, ବାଂଲାଦେଶ ଏବଂ ମରୀସସ ରାଷ୍ଟ୍ରମୁଖ୍ୟଙ୍କ ସହ…

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି । ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ଥିବା ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରାୟ ସମସ୍ତେ ଦିଲ୍ଲୀରେ  ପହଞ୍ଚି ଗଲେଣି । ଏହି ସମ୍ମିଳନୀରେ ଜି-୨୦ର ସଦସ୍ୟୃ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ୯ ରାଷ୍ଟ୍ରର ମୁଖ୍ୟ ମଧ୍ୟ ସାମିଲ…