Latest Odisha News

BREAKING NEWS

Browsing Category

ଫିଚର

ଏସୀୟ ମହିଳା ହକି ବିଶ୍ୱକପ ୫ କ୍ୱାଲିଫାୟର: ମାଲେସିଆକୁ ହରାଇ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ଏସୀୟ ମହିଳା ହକି ବିଶ୍ୱକପ୫ କ୍ୱାଲିଫାୟରରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୭-୨ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । ହକି ୫ରେ ପ୍ରତ୍ୟେକ ଟିମ ପକ୍ଷରୁ ୫ଜଣ ଲେଖାଁଏ ଖେଳାଳି ଖେଳିଥାନ୍ତି । ଏହାର ପଡିଆ ନିୟମିତ ଫିଲ୍ଡ ହକି…

ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଚିନ୍ନାମେଦାପାଲ୍ଲୀ: ଆଜି ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଆନ୍ଧ୍ରପ୍ରଦେଶରେ ସ୍ଥାପନା ହେବାକୁ ଥିବା ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ ଆନ୍ଧ୍ରପ୍ରଦେଶ ସମେତ ପଡୋଶୀ ଓଡ଼ିଶା ଓ ଛତିଶଗଡର…

ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ

ଏଥେନ୍ସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୫ ଅଗଷ୍ଟ ୨୦୨୩) ଏଥେନ୍ସ ଠାରେ ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତ୍ସୋତାକିସଙ୍କୁ ଭେଟିଛନ୍ତି। ଦୁଇ ନେତା ବ୍ୟକ୍ତିଗତ ଓ ପ୍ରତିନିଧିସ୍ତରୀୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରୀସର ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଜୀବନ ଓ…

ଅନନ୍ୟ ମନ୍ଦିର: ଏଠାରେ ପୂଜା ପାଉଥିବା ହନୁମାନଙ୍କର ରହିଛି ଗୋଟିଏ ଆଖି

ରାଜସ୍ଥାନ: ରାଜସ୍ଥାନ ହେଉଛି ସଂସ୍କୃତି ଏବଂ ମନ୍ଦିର ପାଇଁ ବିଶ୍ୱ ପ୍ରସିଦ୍ଧ । ରାଜସ୍ଥାନର ବିଭିନ୍ନ ସ୍ଥାନରେ ବିଭିନ୍ନ ମନ୍ଦିର ଥିବାବେଳେ ନାଗୁରରେ ରହିଛି ଏକ ଅନନ୍ୟ ମନ୍ଦିର, ଯେଉଁଠି ଏକ ଆଖି ବିଶିଷ୍ଟ ପ୍ରଭୁ ମହାବୀର ହନୁମାନ ପୂଜା ପାଉଛନ୍ତି । ନାଗୁରର ସାହସୀ ରାଜା ଭାବରେ ଜଣାଶୁଣା…

କାନ୍ତାରା ୨ ଫିଲ୍ମର ବଜେଟ ୭ଗୁଣ ବଢ଼ିଲା

ମୁମ୍ବାଇ: କାନ୍ତାରା ଫିଲ୍ମର ଅଦ୍ଭୁତପୂର୍ବ ସଫଳତାରେ ପରେ ଏହାର ମେକର୍ସ ଏବେ ପ୍ରିକ୍ୱେଲ ଉପରେ କାମ କରୁଛନ୍ତି । କାନ୍ତାରା ତୁଳନାରେ କାନ୍ତାରା ୨ର ବଜେଟକୁ ୭ଗୁଣା ବଢ଼ାଯାଇଛି । ଏହା ଦ୍ୱାରା ଫିଲ୍ମ ଆହୁରି ଦର୍ଶକଙ୍କୁ ଅଧିକ ପସନ୍ଦ ଆସିବ ବୋଲି ମେକର୍ସ ଆଶା ବ୍ୟକ୍ତ କରିଛନ୍ତି । ପ୍ରଥମ…

ଆସାମରେ ଗଠନ ହେବ ୪ ନୂତନ ଜିଲ୍ଲା ଓ ୮୧ଟି ଉପଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଗୌହାଟି: ଆସାମକୁ ମିଳିବ ୪ ନୂଆ ଜିଲ୍ଲା। ରାଜ୍ୟରେ ୪ ନୂତନ ଜିଲ୍ଲା ଓ ୮୧ଟି ଉପଜିଲ୍ଲା ଗଠନ ହେବା ନେଇ ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳର ୧୦୦ତମ ବୈଠକରେ ଅଧ୍ୟକ୍ଷତା କରି ଗଣମାଧ୍ୟମ ସମ୍ମିଳନୀରେ ଏହି ସୂଚନା…

ଦ୍ୱିତୀୟ ଥର ପାଇଁ ପିତା ହେଲେ ଯୁବରାଜ

ଚଣ୍ଡୀଗଡ: ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଦ୍ୱିତୀୟ ଥର ପାଇଁ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଶୁକ୍ରବାର ଯୁବରାଜଙ୍କ ପତ୍ନୀ ହାଜେଲ କୀଚ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯୁବରାଜ ଏହି ଖୁସି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଛନ୍ତି ।…

ନୂଆଦିଲ୍ଲୀ ଜି-୨୦ ବୈଠକରେ ଯୋଗ ଦେବେନି ରୁଷ ରାଷ୍ଟ୍ରପତି

ମସ୍କୋ: ଶୁକ୍ରବାର କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବରରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗଦେବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କୌଣସି ଯୋଜନା ନାହିଁ। ୟୁକ୍ରେନରେ ଯୁଦ୍ଧ ଅପରାଧ ଅଭିଯୋଗରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି)…

‘ବିନା ଅନୁମୋଦନରେ ଗେଟ୍ ଫାଟକରେ କାମ ହୋଇଥିବାରୁ ବାହାନଗାରେ ଦୁର୍ଘଟଣା ଘଟିଛି’

ଭୁବନେଶ୍ୱର: ଜୁନ୍ ମାସରେ ବାଲେଶ୍ୱର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୨୯୬ ଜଣଙ୍କ ଜୀବନ ଯିବା ଘଟଣାରେ ନୂଆ ତଥ୍ୟ ପଦାକୁ ଆସିଛି। ଯେଉଁ ଷ୍ଟେସନରେ ଦୁର୍ଘଟଣା ଘଟିଛି ସେହି ଷ୍ଟେସନ ନିକଟରେ ଥିବା ଏକ ଲେଭଲ କ୍ରସିଂରେ ଅପ୍ରତ୍ୟାଶିତ ଭାବେ ମରାମତି କାମ କରାଯାଇଥିଲା ବୋଲି…

ମନ୍ତ୍ରୀଙ୍କୁ ଫେଲ ହେବା ଡର ! କହିଲେ ମୋତେ ପାସ କରେଇଦିଅ

ଭୁବନେଶ୍ୱର: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଶେଷ କରି କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀଵ୍ର ହେବାରେ ଲାଗିଛି। ସେପଟେ ନିର୍ବାଚନରେ ପ୍ରମୁଖ ନେତାମାନେ କିଭଳି ନିର୍ବାଚନ ଜିତିବେ ସେ ନେଇ…