Latest Odisha News

BREAKING NEWS

Browsing Category

ଫିଚର

ଯାଜପୁର: ବୋମାମାଡ଼ରେ ୬ ଆହତ, ଜଣେ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତ୍ନାଗରେ ବୋମା ମାଡ଼। ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରବିବାରକୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ବୋମାମାଡ଼ କରି…

ଆସନ୍ତୁ ଜାଣିବା ଗଦର ୨ ସଫଳତା ପରେ ସନୀ କେଉଁ ଫିଲ୍ମ ସାଇନ କରିଛନ୍ତି

ମୁମ୍ବାଇ: ଗଦର ୨ର ଅଦ୍ଭୁତପୂର୍ବ ସଫଳତା ପରେ ସନୀ ଦେଓଲଙ୍କୁ ଅନେକ ଫିଲ୍ମ ଅଫର ହେଉଥିବା ବିଭିନ୍ନ ୱେବସାଇଟରେ ଖବର ପ୍ରକାଶ ପାଉଛି । ପ୍ରଥମେ ବର୍ଡର ୨ ଓ ଏବେ ମା ତୁଝେ ସଲାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ମା ତୁଝେ ସଲାମର ସିକ୍ୱେଲ ଫଟୋ ମଧ୍ୟ ପ୍ରକାଶ ପାଇଛି । ଅବଶ୍ୟ ଏଥିରେ…

ଅଜଗରଙ୍କ ମେଳରେ ବ୍ୟକ୍ତି, ଲୋକେ ଦେଖି ଆଶ୍ଚର୍ଯ୍ୟ

ସାପ ବିଷଧର ହେଉ ବା ବିଷହୀନ ତାର ନାଁ ଶୁଣିଲେ ଯେ କେହି ଭୟ କରନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି, ଯିଏ କି ସାପକୁ ଆଦୌ ଭୟ କରନ୍ତି ନାହିଁ । ସାହସର ସହିତ ସାପକୁ ଧରନ୍ତି ଓ ସେମାନଙ୍କ ସହିତ ମଧ୍ୟ ରୁହନ୍ତି । ଏବେ ଏପରି ଜଣେ ବ୍ୟକ୍ତିଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ବଡ଼…

ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ସହ ଅଲିମ୍ପିକ କୋଟା ହାସଲ କଲେ ଅଖିଳ

ନୂଆଦିଲ୍ଲୀ: ଭାରତୀୟ ଶୁଟର ଅଖିଳ ଶ୍ୟାରାଣ ଆଗାମୀ ଅଲିମ୍ପିକ୍ସ ପାଇଁ ଭାରତ ପକ୍ଷରୁ ୧୧ତମ କୋଟା ହାସଲ କରିଛନ୍ତି । ବାକୁରେ ଚାଲିଥିବା ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ସେ ପୁରୁଷ ୫୦ ମିଟର ଥ୍ରୀ ପୋଜିଶନ ଇଭେଂଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହା ପୂର୍ବରୁ ୫୦ ମିଟର ଥ୍ରୀ ପୋଜିଶନ ରାଇଫଲ…

ଏସିଆ କପ କ୍ରିକେଟ: ବୁମରାହ ହୋଇପାରନ୍ତି ଉପ ଅଧିନାୟକ, ବିଶ୍ୱକପକୁ ଆଖି ଆଗରେ ରଖି ହେବ ଦଳ ଚୟନ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯିବ । ବିଶ୍ୱକପକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯିବ ବୋଲି ଆଶା କରାଯାଉଛି । ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବ । ରିପୋର୍ଟ ମୁତାବକ ଯଶପ୍ରୀତ…

୬୩ ବର୍ଷ ବୟସରେ ୮୭ଟି ଦେଶ କରିଥିଲେ ଭ୍ରମଣ : ଏବେ ବାହାରିଛନ୍ତି ମାଳଦ୍ୱୀପ ଭ୍ରମଣରେ

ନୂଆଦିଲ୍ଲୀ: ଯେଉଁ ବୟସରେ ଲୋକେ ଘରେ ବସି ନିଜ ନାତି ନାତୁଣୀଙ୍କ ସହ ଦିନ କାଟିବାକୁ ଚାହାଁନ୍ତି, ସେହି ବୟସରେ ଟର୍ବାନ ଟ୍ରାଭେଲରର ଖ୍ୟାତି ଅର୍ଜନ କରିଥିବା ଦିଲ୍ଲୀର ଅମରଜିତ ସିଂ ଚାୱଲା ପୁଣି ତାଙ୍କ କାରରେ ବିଶ୍ୱ ଭ୍ରମଣରେ ବାହାରିଛନ୍ତି । କିନ୍ତୁ ଏଥର ଅମରଜିତ ବିଶ୍ୱ ଭ୍ରମଣରେ ଏକୁଟିଆ…

ମହିଳା ବିଶ୍ୱକପ ଫୁଟବଲ: ପ୍ରଥମ ଥର ପାଇଁ ଟାଇଟଲ ହାସଲ କଲା ସ୍ପେନ

ମେଲବୋର୍ଣ୍ଣ: ସ୍ପେନ ମହିଳା ବିଶ୍ୱକପ ଫୁଟବଲ ୨୦୨୩ ସଂସ୍କରଣର ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ହାଇ ଭୋଲଟେଜ ଫାଇନାଲରେ ସ୍ପେନ ୧-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ ଏହି ମେଗା ଇଭେଂଟରେ ଚାମ୍ପିୟନ ହୋଇଛି । ଇଂଲଣ୍ଡ ରନର୍ସଅପରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛି । ଏହି…

ଲିକ ହେଲା ଟାଇଗର ୩ର କ୍ଲିପ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଏବେ ଟାଇଗର ୩ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୧ ଏପ୍ରିଲରେ ରିଲିଜ ହୋଇଥିବା କିସି କେ ଭାଇ କିସି ଜେ ଜାନ ଫିଲ୍ମ ଫ୍ଲପ ହେବା ପରେ ସଲମାନଙ୍କ ଏହି ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି । ଟାଇଗର ୩ରେ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିବେ । ଇତି…

ଚନ୍ଦ୍ରରେ ପାଦ ରଖିବ ଚନ୍ଦ୍ରଯାନ-୩: ଲ୍ୟାଣ୍ଡିଂ ତାରିଖ ଓ ସମୟ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ: ସମୟ ଯେତେ ପାଖଉଛି ଉତ୍କଣ୍ଠା ସେତେ ବଢୁଛି । ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ସହ ଜଡ଼ିତ କୋଟି କୋଟି ଭାରତୀୟଙ୍କ ସ୍ଵପ୍ନ, ଆଶା ଓ ଆକାଂକ୍ଷା । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସଫଳ ଅବତରଣ କଲେ ଇତିହାସ ରଚିବ ଭାରତ । ବିଶ୍ଵ ସମେତ ଦେଶବାସୀ ସେହି ଐତିହାସିକ…

ଧରାପଡ଼ିଲେ ୪ ନକଲି ପରୀକ୍ଷାର୍ଥୀ, ଏନ୍‌ଆଇଟି କନିଷ୍ଠ ସହାୟକ ନିଯୁକ୍ତି ପରୀକ୍ଷା ଦେବାକୁ ଆସି ଅଟକ

ରାଉରକେଲା: ପରୀକ୍ଷା ସେଣ୍ଟରରୁ ୪ ନକଲି ପରୀକ୍ଷାର୍ଥୀ ଅଟକ। ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାରେ ନକଲି ଆଡ୍‌ମିଟ୍‌ କାର୍ଡ ଦେଖାଇ ପରୀକ୍ଷା ଦେବା ବେଳେ ୪ ଜଣ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି। ଏହି ଚାରି ଅଭିଯୁକ୍ତ ହେଲେ ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ…