Latest Odisha News

BREAKING NEWS

Browsing Category

ଫିଚର

ପ୍ରେମିକଙ୍କ ନାଁ ଟାଟୁ କରିଥିଲେ ଯୁବତୀ, ବ୍ରେକ୍‌ଅପ୍ ପରେ ଟାଟୁକୁ ଏମିତି କଲେ ବିଗିଡ଼ିଗଲା ସ୍ୱାସ୍ଥ୍ୟ

ଆଜିକାଲିକା ଜୀବନଶୈଳୀରେ ଦେହରେ ଟାଟୁ କରିବା ଏକ ସାଧାରଣ କଥା । ଆଉ ଯିଏ ପ୍ରେମ କରୁଛି ସ୍ୱଭାବିକ ଭାବେ ନିଜ ପ୍ରିୟ ମଣିଷର ନାଁ ଶରୀରରେ ଟାଟୁରେ ଉତ୍ତାରିଥାଏ । ପ୍ରେମରେ ଯଦି ବ୍ରେକ୍‌ଅପ୍ ହୁଏ ତେବେ ଏହା ଅନେକଙ୍କୁୁ ବ୍ୟଥିତ କରିଥାଏ । ଏମିତି ଏକ ଘଟଣା ଘଟିଛି, ଯେଉଁଠି ବ୍ରେକ୍‌ଅପ ପରେ…

ବିଜେପିକୁ ବଦଳାଇଦେଲା କର୍ଣ୍ଣାଟକ, ହାରୁଥିବା ସ୍ଥାନରେ ହେଲା ଆଗୁଆ ପ୍ରାର୍ଥୀ ଘୋଷଣା !

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇନି କିନ୍ତୁ ବିଜେପି ଯଥେଷ୍ଟ ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ନେଇ ରାଜନୈତିକ ଚର୍ଚ୍ଚା ତୀଵ୍ର ହେବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସି ପ୍ରାର୍ଥୀ ଚୟନରେ…

ସଫଳତାର ଆଉ ଏକ ପାଦ: ଚନ୍ଦ୍ରଯାନ-୩ର ଡିବୁଷ୍ଟିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ, ପଠାଇଲା ଚନ୍ଦ୍ରର ସୁନ୍ଦର ଫଟୋ

ଶ୍ରୀହରିକୋଟା:ଚନ୍ଦ୍ରଯାନ-୩କୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ସଫଳତାର ଖବର ।  ବିକ୍ରମ ଲାଣ୍ଡର ଚନ୍ଦ୍ରର ଖୁବ ନିକଟତର ହୋଇ ପାରିଛି । ତାର ଅତ୍ୟାଧୁନିକ କ୍ୟାମେରାରେ କଏଦ କରିଛି ଚନ୍ଦ୍ର ପୃଷ୍ଣର ସୁନ୍ଦର ଚିତ୍ର । ଏହି ଫଟୋକୁ ଇସ୍ରା ତାର ଅଫିସିଆଲ ଟୁଇଟରରେ ସେୟାର କରିଛି । ଏହି ଖବର…

୨୦୨୪ରେ କେଉଁଠୁ ନିର୍ବାଚନ ଲଢିବେ ରାହୁଲ, ପ୍ରିୟଙ୍କା : ଘୋଷଣା କଲେ ୟୁପି କଂଗ୍ରେସ ଅଧ୍ୟକ୍ଷ

ବାରାଣାସୀ: ୨୦୨୪ ନିର୍ବାଚନକୁ ନେଇ କଂଗ୍ରସ  କମର ସଜାଡିଲାଣି । ଘନଘନ ବୈଠକ କରି କିଏ କେଉଁଠୁ ଛିଡା ହେବ, କେଉଁଠି କେତେ ପ୍ରାର୍ଥୀ ଦେବ ସେ ନେଇ ହିସାବନିକାସ କରୁଥିବାବେେଳେ ରାହୁଲ ଗାନ୍ଧୀ କେଉଁଠୁ ନିର୍ବାଚନ ଲଢିବେ ସେ ନିଷ୍ପତ୍ତି ମଧ୍ୟ ନେଇ ସାରିଲେଣି ।  ରାହୁଲ ଗାନ୍ଧୀ ୨୦୨୪…

ଅଜବ ପ୍ରାଣୀ ଠାବ: ମାଟି ତଳୁ ଖୋଳି ଖାଏ ମୃତଦେହ

ଛତିଶଗଡ: ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି । ଆଉ ପ୍ରତ୍ୟେକ ପ୍ରାଣୀଙ୍କ ବିଷୟରେ ଜାଣିବା ବି ସମ୍ଭବ ନୁହେଁ । ଏବେ ଛତିଶଗଡ଼ରେ ଏକ ଅଜବ ପ୍ରାଣୀ ଠାବ କରାଯାଇଛି, ଯିଏ ମାଟି ତଳେ ପୋତା ଯାଇଥିବା ମଣିଷର ମୃତ ଦେହକୁ ଖୋଳି ଖାଇଥାଏ । ଏହାକୁ ମଣିଷ ଖିଆ ପ୍ରାଣୀ ବୋଲି କହିଥାନ୍ତି ସ୍ଥାନୀୟ ଲୋକେ ।…

‘ଭଙ୍ଗା କୁଡ଼ିଆରୁ ଭାରତୀୟ ଟିମ’- ମା’ଙ୍କ ସ୍ୱପ୍ନକୁ ପୂରା କଲେ ରିଙ୍କୁ ସିଂ

ପୁରା ହେଇଛି ଗରୀବର ସ୍ବପ୍ନ | ଦିନେ ନିଜ ଘର ଗଳିରେ କାଠଫାଳିଆରେ କ୍ରିକେଟ ଖେଳୁଥିବା ପିଲା ଏବେ ଭାରତ ପାଇଁ ଖେଳିବାକୁ ଯାଉଛି | ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ରିଙ୍କୁ ସିଂ  । ଆନ୍ତର୍ଜାତୀୟ ସ୍ତର ଖେଳରେ ପଦାର୍ପଣ କରିବାକୁ ଯାଉଥିବା ଆଇପିଏଲ୍‌ ତାରକା ରିଙ୍କୁ ସିଂହ ଏବେ…

ବିଜେଡିରେ ଫାଟ:ସୌମ୍ୟ ପଟ୍ଟନାୟକଙ୍କ ଟାର୍ଗେଟରେ ୫ଟି ସଚିବ, ରାଜନୈତିକ ମହଲ ସରଗରମ

ଭୁବନେଶ୍ୱର:ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ବିଜେଡି ବିଧାୟକ ତଥା ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ସମ୍ବାଦର ପ୍ରଥମ ପୃଷ୍ଠାର ଆମ ଘରର ହାଲଚାଲ ସ୍ତମ୍ଭରେ ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ…

ଧର୍ମ ବିହାରରେ ପିଏନଜି ଶବଦାହ ଗୃହ ଲୋକାର୍ପିତ

ଭୁବନେଶ୍ୱର:ଶବ ଦାହ ପାଇଁ ପିଏନଜି ବା ପାଇପ୍‌ଡ୍ ନ୍ୟାଚୁରାଲ ଗ୍ୟାସ ଶବଦାହ ଗୃହ । ପ୍ରାକୃତିକ ଗ୍ୟାସରେ ହେବ ଶବ ଦାହ । ଲୋଡା ପଡିବନି କାଠ । ଖରା ହେଉ କି ବର୍ଷା, ଶବ ଦାହ ପାଇଁ ରହିବନି ଚିନ୍ତା ।   ଗେଲ୍ (ଇଣ୍ଡିଆ) ଲିମିଟେଡ୍‌ର କର୍ପୋରେଟ୍ ପକ୍ଷରୁ  ଭୁବନେଶ୍ୱରର ଧର୍ମବିହାରଠାରେ…

ଆରବିଆଇ ନିର୍ଦ୍ଦେଶାବଳୀ: ଜାରି ହେଲା ନୂତନ ଋଣ ନିୟମ

ନୂଆଦିଲ୍ଲୀ: ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂତନ ନିର୍ଦ୍ଦେଶାବଳୀ ଘୋଷଣା କରିଛି। ଏହା ଅଧୀନରେ ଋଣ ଆକାଉଣ୍ଟରେ ଜରିମାନା ସମ୍ବନ୍ଧୀୟ ଅନେକ ନିୟମ ସମ୍ବନ୍ଧରେ ନିର୍ଦ୍ଦେଶ ଦିଆଯାଇଛି। ଆରବିଆଇ କହିଛି ଯେ ବ୍ୟାଙ୍କ ଏବଂ ନିୟନ୍ତ୍ରିତ ସଂସ୍ଥା…

ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ପାଟନା: ବଢିଲା ଲାଲୁ ଯାଦବଙ୍କ ସମସମ୍ୟା। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସିବିଆଇ। ଲାଲୁଙ୍କ ଜାମିନକୁ ରଦ୍ଦ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲା ଏବଂ ଶୀଘ୍ର ଶୁଣାଣି…