Latest Odisha News

BREAKING NEWS

Browsing Category

ଫିଚର

ମଣିପୁର ହିଂସା ମାମଲାରେ ରବି କିଷାନଙ୍କ ବୟାନ; ବିରୋଧୀଙ୍କୁ ପାକିସ୍ତାନ, ଶ୍ରୀଲଙ୍କା ଓ ଚୀନ ଯିବା ଉଚିତ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଣିପୁରରେ ଘଟିଥିବା ଘଟଣାକୁ ନେଇ ସଡ଼କଠୁ ସଂସଦ ସବୁଠି ମାହୋଲ ଗରମ। ଏହି ସମୟରେ ବିରୋଧୀ ଦଳର ସାଂସଦମାନେ ଏକ ପ୍ରତିନିଧୀ ଦଳ ଗଠନ କରି ଜୁଲାଇ ୨୯ ଏବଂ ୩୦ ରେ ମଣିପୁର ଗସ୍ତ କରିବେ। ତେବେ ଏନେଇ ବିଜେପି ସାଂସଦ ରବି କିଷାନ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ…

କର୍ଣ୍ଣାଟକ ରାଜ୍ୟପାଳଙ୍କୁ ନନେଇ ଚାଲିଗଲା ଏୟାର ଏସିଆର ବିମାନ, ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗ

ବେଙ୍ଗାଲୁରୁ: ପ୍ରୋଟୋକଲରେ ଗୁରୁତର ତୃଟି। ଗୁରୁବାର କର୍ଣ୍ଣାଟକ ରାଜ୍ୟାପାଳଙ୍କୁ ନନେଇ ଚାଲିଗଲା ଏୟାର ଏସିଆର ବିମାନ। ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ ବିମାନବନ୍ଦର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୨ ରୁ…

ଶୋଇବା ଘର କେମିତି ହେବା ଆବଶ୍ୟକ । ଜାଣନ୍ତୁ କ’ଣ କହୁଛନ୍ତି ବାସ୍ତୁବିତ୍…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ଵାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଶୋଇବା। ଶୋଇବା ଘର ଏପରି ଏକ ସ୍ଥାନ, ଯେଉଁଠି ପାଦଦେବା ମାତ୍ରେ ଲାଗେ ଦୁନିଆର ସବୁ ସୁଖ ଗୋଟିଏ ପାଖରେ ତ ଶୋଇବା ଘର ଗୋଟିଏ ପାଖରେ, ତେଣିକି ସେ ଘର କୁଡିଆ ହେଉ କି ମହଲ। ଏପରିକି ଯେତେବେଳେ ସୁଖୀ ଦାମ୍ପତ୍ୟ କଥା ଉଠେ ସେତେବେଳେ ମଧ୍ୟ…

ନାବାଳକଙ୍କୁ ବଳି ଦିଆ ଯାଇଥିବା ସନ୍ଦେହ, ପୋଲିସ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୁଳ: ପୁଅର ଦେହ ସବୁବେଳେ ଖରାପ ହେଉଥିଲା । ତେଣୁ ମାଆ ନେଇଥିଲା ଠାକୁରାଣୀଙ୍କ ପାଖକୁ । ପୂଜାର୍ଚ୍ଚନା କରିବା ସହ ମାଆପୁଅ ସେଠି ରାତିରେ ରହିଥିଲେ । ହେଲେ ସକାଳ ହେଲା ବେଳକୁ ମାଆ ପାଖରେ ପୁଅ ନଥିଲା । ଆଉ ଘଟଣାର ୬ ଦିନ ପରେ ନିକଟସ୍ଥ ଜଙ୍ଗଲରୁ ମିଳିଛି ପୁଅର ଝୁଲନ୍ତା ମୃତଦେହ । ହେଲେ…

ଅଗଷ୍ଟ ପହିଲାରୁ  ଆରମ୍ଭ ହେବ ‘ଢାଇ ଅକ୍ଷର ପତ୍ର’ ପ୍ରତିଯୋଗିତା

ଭୁବନେଶ୍ୱର:ଢାଇ ଅକ୍ଷରର ପତ୍ର । କିଏ ଲେଖିବ କେମିତି ? ଏ ନେଇ ଅଗଷ୍ଟ ପହିଲାରେ ଡାକ ବିଭାଗ ପକ୍ଷରୁ ଢାଇ ଅକ୍ଷର ପତ୍ରଲିଖନ ପ୍ରତିଯୋଗିତା ଆୟୋଜିତ ହେଉଛି। ‘ଡିଜିଟାଲ ଇଣ୍ଡିଆ ଫର ନ୍ୟୁ ଇଣ୍ଡିଆ’ ବା   ’ନୂତନ ଭାରତ ପାଇଁ ଡିଜିଟାଲ ଭାରତ’ ବିଷୟବସ୍ତୁକୁ ନେଇ ହେବ ଏହି ପ୍ରତିଯୋଗିତା ।…

ସବକମିଟି ବୈଠକରେ ବାହାରିଲାନି ନିଷ୍କର୍ସ: ମହାପ୍ରଭୁଙ୍କ ବନକଲାଗି ନୀତି ନେଇ ପୁଣି ହତାଶ ଭକ୍ତ

ପୁରୀ:ଝାଉଁଳି ଗଲାଣି ମହାପ୍ରଭୁଙ୍କ ଶ୍ରୀମୁଖ । କେବେ ହେବ ଶୃଙ୍ଗାର..କେବେ ଝଲସିଉଠିବ ସେ କଳାବଦନ ? ଏମିତି ଆଶା ଆଉ ଆଶଙ୍କା ଭିତରେ ଥିବା ଭକ୍ତଙ୍କୁ  ଲାଗିଛି ବଡ ଝଟକା । ନିଜ ଜିଦରେ ଅଟଳ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ।  ଅଟକି ରହିଛି ମହାପ୍ରଭୁଙ୍କ ବନକଲାଗି ନୀତି । ଏ…

ଗାଁ ରାସ୍ତାରେ ଆଣ୍ଠୁଏ କାଦୁଅ: ଅଭିନବ ଉପାୟରେ ପ୍ରତିବାଦ କଲେ ମହିଳା

ମୟୁରଭଞ୍ଜ: ଅଭିନବ ପ୍ରତିବାଦ । ଗାଁ ରାସ୍ତାରେ ଧାନ ଗଛ ରୋଇଲେ ଉତ୍ତ୍ୟକ୍ତ ଲୋକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଳା କପ୍ତିପଦା ବ୍ଲକ ଘୁଣ୍ଟିବିଲ ଗାଁରେ । ପାଣ୍ଡୁଛକ ଠାରୁ ଘୁଣ୍ଟିବିଲ କୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଆଣ୍ଠୁଏ କାଦୁଅ । ଗାଁ ଭିତରକୁ ଯିବାକୁ ହେଲେ…

ଅଙ୍ଗନବାଡ଼ିରେ ପଶିଲା ଶିଆଳ, ୧୨ ଆହତ

ବାଲେଶ୍ଵର: ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ ଗୋଡ଼େଇ କାମୁଡ଼ିଲା ଶିଆଳ । ଶିଆଳ କାମୁଡିବାରୁ ୧୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ସୋର ଡାଲଙ୍ଗ ଗାଁରେ ଘଟିଛି ଏହି ଘଟଣା ଘଟିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଓଏସଏସସି ପ୍ରଶ୍ନପତ୍ର ଲିକର ଗୁମର ଖୋଲିଲା ମାଷ୍ଟରମାଇଣ୍ଡ: ଯାଞ୍ଚ ବେଳେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଭୁବନେଶ୍ୱର:ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଛନ୍ତି ମାଷ୍ଟରମାଇଣ୍ଡ ବିଶାଲ କୁମାର ଚୌରାସିଆ  । ସାମ୍ନାକୁ ଆସିଛି ବିଶାଲଙ୍କ କଳାକାରନାମା । ପ୍ରଥମ ଥର ପାଇଁ ଏପରି କାମ କରିନାହାନ୍ତି ବିଶାଲ । ଏହା ପୂର୍ବରୁ ମଧ୍ୟ ଏପରି ପ୍ରଶ୍ନପତ୍ର ଲିକ କରିଛନ୍ତି…

ଆଉ ୬ଟି ଗେଟ ବନ୍ଦ କଲା ହୀରାକୁଦ, ୨ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ । ଏବେ ୨ଟି ଗେଟ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ । ବାମ ପାର୍ଶ୍ଵରେ ଗୋଟେ ଓ ଡାହାଣ ପାର୍ଶ୍ଵରେ ଗୋଟେ ଗେଟ ଦେଇ ହେଉଛି ଜଳ ନିଷ୍କାସନ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିବା କାରଣରୁ ୬ଟି ସୁଇସ୍ ଗେଟକୁ ବନ୍ଦ କରିଛନ୍ତି ହୀରାକୁଦ…