Latest Odisha News

BREAKING NEWS

Browsing Category

ଫିଚର

ଅଗଷ୍ଟ ୨୩ରେ ଆସୁଛି ଆଉ ଏକ ଲଘୁଚାପ ! ଆସନ୍ତା ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲାେ ୱାର୍ଣ୍ଣିଂ

ଭୁବନେଶ୍ୱର:  ଗତକାଲି  ସକ୍ରିୟ ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ପାଶ୍ୱବର୍ତ୍ତୀ  ପଶ୍ଚିମବଙ୍ଗ ଓ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳକର ସକ୍ରିୟ ରହିଛି । ଏହା ଆଗାମୀ ୨ ରୁ୩ ଦିନ ଭିତରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡିଶା -ଉତ୍ତର ଛତିଶଗଡ…

ବାରିପଦା ମେଡିକାଲରେ ଅଗ୍ନିକାଣ୍ଡ, ପ୍ରସୂତୀ ବିଭାଗରେ ଲାଗିଲା ନିଆଁ

ବାରିପଦା: ବାରିପଦା ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ । ମେଡିକାଲର ତୃତୀୟ ମହଲାରେ ଥିବା ପ୍ରସୂତୀ ବିଭାଗରେ ଲାଗିଛି ନିଆଁ । ତୃତୀୟ ମହଲାର ICU ଓ ଅନ୍ୟାନ୍ୟ ୱାର୍ଡରେ ଥିବା ସମସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବିଭାଗ । ନିଆଁ…

ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

ଭୁବନେଶ୍ୱର: ପ୍ରଫେସର ସବିତା ପ୍ରଧାନ ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି। ଶୁକ୍ରବାର ଦିନ ସାବିତା ପ୍ରଧାନଙ୍କୁ ପୁରୀ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ଦେଲେ କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ୍। କୁଳପତି ଭାବେ ପ୍ରଫେସର ସବିତାଙ୍କୁ ୨ ବର୍ଷ…

ସାମ୍ବାଦିକଙ୍କ ଘରେ ପଶି ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ପାଟନା: ବିହାରର ଅରରିୟାଠାରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସାମ୍ବାଦିକଙ୍କ ନାଁ ବିମଳ କୁମାର ଯାଦବ । ବିମଳ ‘ଦୈନିକ ଜାଗରଣ’ର ସାମ୍ବାଦିକ ବୋଲି ଜଣାପଡିଛି । ଘଟଣା ଆଜି ସକାଳ ଘଟିଛି । ୪ ଜଣ ବ୍ୟକ୍ତି ତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ଏହି…

ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ ଫ୍ୟାନ୍, ହଷ୍ଟେଲ ମାନଙ୍କରେ ଆରମ୍ଭ ହେଲା କାମ

କୋଟା: ଏଣିକି ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ ଫ୍ୟାନ୍। ହଷ୍ଟେଲରେ ଆତ୍ମହତ୍ୟା ବଢୁଥିବାରୁ ଏହାକୁ କମାଇବା ପାଇଁ ଉଦ୍ୟମ ହୋଇଛି। ରାଜସ୍ଥାନ କୋଟାର ହଷ୍ଟେଲ ମାନଙ୍କରେ ସ୍ପ୍ରିଙ୍ଗ ଫ୍ୟାନ୍ ଲଗାଇବା କାମ ଆରମ୍ଭ ହୋଇଛି। ରାଜସ୍ଥାନର କୋଟା ଏକଦା ଜେଇଇ-ନିଟ୍ (JEE-NEET) ପରୀକ୍ଷା ପ୍ରସ୍ତୁତି…

ହ୍ଵାଟ୍ସଆପ ଆଣିଲା ନୁଆ ଫିଚର୍: ଏଣିକି ପଠାଇ ପାରିବେ HD ଫଟୋ

ନୂଆଦିଲ୍ଲୀ: ବିଶ୍ଵର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପରେ ସେୟାର କରିହେବ ହାଇ କ୍ବାଲିଟି ଫଟୋ । ଆପରେ ଫଟୋ ସେୟାରିଂରେ ଉନ୍ନତି ଆଣିବା ପାଇଁ ହ୍ବାଟ୍ସଆପ ଏକ ନୂତନ ଫିଚର ଯୋଡିଛି, ଯାହା ସାହାଯ୍ୟରେ ଆପଣ HD ଫଟୋ ସେୟାର କରିପାରିବେ । ମେଟାର ସିଇଓ ମାର୍କ ଜୁକରବର୍ଗ ଇନଷ୍ଟାଗ୍ରାମ…

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରଥିବା ୪ ଶିକ୍ଷକ ବହିଷ୍କୃତ

ବଲାଙ୍ଗୀର: ହରଡଘଟଣାରେ ନକଲି ଶିକ୍ଷକ । ନକଲି ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ।ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ମାମଲାରେ ୪ଜଣଙ୍କୁ ବହିଷ୍କାର କରାଯାଇଛି । ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଏହି ୪ ନକଲି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।…

ଭିସ୍ତାରା ଫ୍ଲାଇଟରେ ବୋମା ଭୟ: ଦିଲ୍ଲୀ ବିମାନ ବନ୍ଦରରେ ଛାନଭିନ

ନୂଆଦିଲ୍ଲୀ: ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ । ଏପରି ଧମକ ଶୁଣିବା ପରେ ଚାରିଆଡେ ଖେଳିଗଲା ହଇଚଇ । ଦିଲ୍ଲୀ ଏୟାରପୋର୍ଟରେ ଆଜି ଏପରି ଘଟଣା ଦେଖିବାକୁ ମିଳିଥିଲା । ଆଜି ସକାଳୁ ସକାଳୁ ଦିଲ୍ଲୀ-ପୁଣେ ଫ୍ଲାଇଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା । ୮ଟା ୫୩ ମିନିଟରେ…

କିଙ୍ଗ କୋହଲି : କ୍ରିକେଟ ପଡିଆରେ ୧୫ ବର୍ଷର ରାଜୁତି ଜାରୀ

ଭାରତର ମହାନ ଖେଳାଳି ବିରାଟ କୋହଲିଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ୧୫ ବର୍ଷ ପୂରଣ ହୋଇଛି । କିଙ୍ଗ କୋହଲି ପଡିଆରେ ଏବେ ବି ରାଜୁତି ଜାରୀ ରଖିଛନ୍ତି । ୧୫ ବର୍ଷ ତଳେ ଡାମ୍ବୁଲାରେ କ୍ୟାରିୟର ଆରମ୍ଭ କରିଥିବା ଏହି ଛୋଟ ପିଲାଟି ଦିନେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ…

ଆକାଶରୁ ଖସିଲା ମାଛ, କଟିଗଲା ବିଜୁଳି

ନୂଆଦିଲ୍ଲୀ:ଅନ୍ଧାର ଭିତରେ କିଛି ସମୟ ପାଇଁ ହଜିଗଲା ଆମେରିକାର ଏକ ସହର | ଆକାଶରୁ ଖସିଲା ମାଛ ଓ ଆମେରିକାର ନ୍ୟୁଜର୍ସି ସହରରେ କଟିଗଲା ବିଜୁଳି | ଆକାଶରୁ ଗୋଟାଏ ମାଛ ଖସିବା କାରଣରୁ ଆମେରିକାର ନ୍ୟୁଜର୍ସି ସହର ଅନ୍ତଗର୍ତ ସେରିଭିଲି ଅଞ୍ଚଳରେ ବିଜୁଳି କଟିଯାଇଥିଲା । ଗତ ଶନିବାର ଦିନ…