Latest Odisha News

BREAKING NEWS

Browsing Category

ଫିଚର

ଏସିଆନ ଚାମ୍ପିୟନଶିପ ଟ୍ରଫି ହକି: ଭାରତ-ଜାପାନ ମ୍ୟାଚ ଡ୍ର

ଚେନ୍ନାଇ: ଚଳିତ ଏସିଆନ ଚାମ୍ପିୟନଶିପ ହକିରେ ଶୁକ୍ରବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ-ଜାପାନ ମ୍ୟାଚ ଡ୍ରରେ ଶେଷ ହୋଇଛି । ଉଭୟ ଦଳ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ପ୍ରଥମ ମ୍ୟାଚରେ ଜାପାନ ପରାଜିତ ହୋଇଥିବାରୁ ଦଳ ଏହି ମୁକାବିଲାରୁ କିଛି ପଂଏଟ ଆଶା କରୁଥିଲା,…

ବିଧାୟକ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା

କଟକ : ଏକ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସମୟରେ ହାଜର ନ ହେବାରୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ବିଧାୟକ ହାଜର ହେବା ପାଇଁ ଅଧିକ ସମୟ ମାଗିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି କୋର୍ଟ…

ବିଜେବି ସ୍ୱୟଂଶାସିତ କଲେଜରେ ଛାତ୍ରଙ୍କ ମଧ୍ୟରେ ବଚସାରୁ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ୱର: ଶୁକ୍ରବାର ଦିନ ଭୁବନେଶ୍ୱର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଙ୍ଘର୍ଷ ହୋଇଥିଲା, ଯେଉଁଥିରେ ତିନି ଜଣ ଯୁକ୍ତ-3 ଛାତ୍ର ଆହତ ହୋଇଛନ୍ତି। କଲେଜ ପରିସରରେ ହୋଇଥିବା ବଚସାରୁ ଏହି ଗଣ୍ଡଗୋଳ ସୃଷ୍ଟି ହୋଇଥିବା କୁହାଯାଉଛି, ଯାହା…

ରେଳ ମାନଚିତ୍ରରେ ଯୋଡ଼ି ହେବ ଦେବଗଡ଼ ! ବାରକୋଟ-ଝାରସୁଗୁଡ଼ା ରେଳ ଲାଇନ୍ ପାଇଁ ହେବ ଚୂଡ଼ାନ୍ତ ସର୍ଭେ

ଭୁବନେଶ୍ୱର: ପ୍ରଥମଥର ପାଇଁ ରେଲୱେ ସହ ଯୋଡ଼ି ହେବାକୁ ଯାଉଛି ଦେବଗଡ଼ ଜିଲ୍ଲା । ବାରକୋଟ-ଝାରସୁଗୁଡ଼ା ମଧ୍ୟରେ ନୂତନ ରେଳ ଲାଇନ୍ ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ଅନୁମୋଦନ କରିଛି ଭାରତୀୟ ରେଳବାଇ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ଅନୁମତି ମିଳିଥିବା…

ଚେସ:ବିଶ୍ୱନାଥ ଆନନ୍ଦଙ୍କ ରେକର୍ଡ ଭାଙ୍ଗିଲେ ଗୁକେଶ

ନୂଆଦିଲ୍ଲୀ: ଉଦୀୟମାନ ଚେସ ତାରକା ଡି ଗୁକେଶ ଭାରତର ମହାନ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥ ଆନନ୍ଦଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ବାକୁ ଚେସ ଚାମ୍ପିୟନଶିପର ଦ୍ୱିତୀୟ ରାଉଣ୍ଡରେ ସେ ଆଜରବୈଜାନର ମସ୍ରାଦ୍ଦିନ ଇସ୍କାଣ୍ଡ୍ରୋଭଙ୍କୁ ପରାସ୍ତ କରିଥିଲେ । ଏଥିସହ ସେ ଫିଡେ ଲାଇଭ ୱାର୍ଲ୍ଡ ରେଟିଂରେ…

ବାଇକ୍‌ରେ ଦୁଇ ଯୁବତୀଙ୍କ ଖୁଲମ୍‌ଖୁଲା ରୋମାନ୍ସ

ବାଇକ୍‌ରେ ପ୍ରେମୀ ଯୁଗଳ ରୋମାନ୍ସ କରିବାର ଭିଡ଼ିଓ ଆପଣ ନିଶ୍ଚୟ ଦେଖିଥିବେ । ହେଲେ ଦୁଇ ଯୁବତୀ ବାଇକ୍‌ରେ ଖୁଲମ୍‌ଖୁଲା ରୋମାନ୍ସ କରିବାର ଦେଖିଛନ୍ତି? ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ଜଣ ଯୁବତୀ ବାଇକରେ ରୋମାନ୍ସ କରୁଛନ୍ତି । ଏହାକୁ ଦେଖିଲେ ଲାଗୁଛି…

ଶିମିଳିପାଳରେ ବିରଳ ବାଘ, କାହିଁକି ଏହାର ରଙ୍ଗ କଳା ?

ଶିମିଳିପାଳ: ସୋସିଆଲ ମିଡିଆରେ ଏକ ବିରଳ ବାଘର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିରଳ ଅନ୍ୟ ବାଘଙ୍କ ଅପେକ୍ଷା ଭିନ୍ନ। କାରଣ ଏହି ବାଘରେ ରହିଛି ଅଧିକ ମେଲାନିନ। ଜଙ୍ଗଲରେ ରହୁଥିବା ବାଘଙ୍କର ଚେହେରା ଅପେକ୍ଷା ଏହା କଳା ରଙ୍ଗର। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ମନୋଜ ପାଣ୍ଡେ…

ଲା଼ଞ୍ଚ ନେଇ ଗିରଫ ହେବା ପରେ ନିଲମ୍ବିତ ହେଲେ ଦଶମନ୍ତପୁର ଆଇଆଇସି

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି) ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ଜୁଲାଇ ୨୮ ତାରିଖରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ…

କାଚ ପରିି ମାଛ: ଯିଏ ଦେଖୁଛି ସିଏ ତାଜୁବ

ଦୁନିଆରେ ଅନେକ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯାହାକୁ କି ବେଳେବେଳେ ଆଖିରେ ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଜୀବ ଦେଖିବାକୁ ମିଳୁଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ସେମିତି ସୋସିଆଲ ମିଡ଼ିଆରେ ଏପରି ଏକ ମାଛର ଭିଡ଼ିଓ…

ହରିୟାଣା ହିଂସା ସମ୍ପର୍କୀତ ବିବାଦୀୟ ଟୁଇଟ ନେଇ ମୁହଁ ଖୋଲିଲେ ଗୋବିନ୍ଦା

ନୂଆଦିଲ୍ଲୀ: ହରିୟାଣା ହିଂସା ଉପରେ ଫିଲ୍ମଷ୍ଟାର ଗୋବିନ୍ଦାଙ୍କ ଏକ ବିବାଦୀୟ ଟୁଇଟ ଚର୍ଚ୍ଚାର କାରଣ ସାଜିଥିଲା । ଏବେ ଏହି ଟୁଇଟ ସମ୍ପର୍କରେ ସେ ମୁହଁ ଖୋଲିଛନ୍ତି । ଗୋବିନ୍ଦା କହିଛନ୍ତି, ମୋ ଟୁଇଟର ଆଇଡି ହ୍ୟାକ ହୋଇଯାଇଥିଲା । ମୁଁ ଏ ସମ୍ପର୍କରେ ମୁମ୍ବାଇ ସାଇବର କ୍ରାଇମ ନିକଟରେ ଅଭିଯୋଗ…