Latest Odisha News

BREAKING NEWS

Browsing Category

ଫିଚର

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ: କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର:ରାଜ୍ୟରେ ଆରମ୍ଭ ହୋଇ ଯାଇଛି ସ୍ୱାଧୀନତା ଦିବସ ପ୍ରସ୍ତୁତି । କିଏ କେଉଁଠି କରିବ ପତାକା ଉତ୍ତୋଳନ ସେ ନେଇ ତାଲିକା ପ୍ରସ୍ତୁତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ । ଏହା ବ୍ୟତୀତ ରାଜ୍ୟର ୩୦…

ଏନ୍‌ଏମ୍‌ସି ପକ୍ଷରୁ ଜାରି ହେଲା ନୂତନ ନିୟମ, ଔଷଧ ବିଜ୍ଞାପନ କରିପାରିବେ ନାହିଁ ଡାକ୍ତର

ନୂଆଦିଲ୍ଲୀ: ଡାକ୍ତରଙ୍କ ପାଇଁ ଜାରି ହେଲା ନୂତନ ନିୟମ। ଏଣିକି ଡାକ୍ତରମାନେ କୌଣସି ଔଷଧ କିମ୍ବା କମ୍ପାନୀର ବିଜ୍ଞାପନ କରିପାରିବେ ନାହିଁ। ଯଦି ଏପରି ମାମଲା ସାମ୍ନାକୁ ଆସେ, ତେବେ ଉକ୍ତ ଡାକ୍ତରଙ୍କ ଲାଇସେନ୍ସ ରଦ୍ଦ କରାଯିବ। ଏନେଇ ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି…

ପ୍ରଧାନମନ୍ତ୍ରୀଙ୍କୁ ୪୦ ବିଧାୟକଙ୍କ ଚିଠି: ମଣିପୁରରୁ ଆସାମ ରାଇଫଲ୍ସକୁ ଫେରାଇ ନେବାକୁ ଦାବି

ଇମ୍ଫାଲ: ମଣିପୁରରୁ ଆସାମ ରାଇଫଲ୍ସକୁ ଫେରାଇ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି। ମୋଦୀଙ୍କୁ ଚିଠି ଲେଖିଲେ ମଣିପୁରର ୪୦ ବିଧାୟକ। ଆସାମ ରାଇଫଲ୍ସକୁ ଫେରାଇ ଅନ୍ୟ କେନ୍ଦ୍ରୀୟ ବଳ ମୁତୟନ କରିବା ପାଇଁ ଏହି ଚିଠି ଜରିଆରେ ଦାବି କରାଯାଇଛି। କେବଳ ବିଧାୟକ ନୁହେଁ ବରଂ ପୋଲିସ ଡିପାର୍ଟମେଣ୍ଟ…

Gadar-2 vs OMG-2: ସୁପର ଫ୍ରାଇଡେରେ ସୁପର ଧମାକା, ରିଲିଜ ହୋଇଛି ଦୁଇ ଦୁଇଟି ଫିଲ୍ମ

ମୁମ୍ବାଇ: ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଗଦର-୨ ଏବଂ ଓଏମଜି-୨ । ସୁପର ଫ୍ରାଇଡେରେ ସୁପର ଧମାକା କରିବେ ସନ୍ନି ଦେଓଲ୍ ଓ ଅକ୍ଷୟ କୁମାର । ୨୧ ବର୍ଷ ପରେ ଗଦରର ସିକ୍ୱେଲରେ ନଜର ଆସିଛନ୍ତି ସନ୍ନି ଦେଓଲ । ସେହିପରି ଅକ୍ଷୟ କୁମାରଙ୍କ ମହାଦେବ ଅବତାରକୁ OMG 2ରେ ଦେଖିବେ ଦର୍ଶକ ।…

ନେପାଳରୁ ଭାରତ ଆସିବ ଟମାଟୋ, ୭୦ ଟଙ୍କାକୁ ଖସିବ ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି। ଦର ନିୟନ୍ତ୍ରଣ ପାଇଁ ନେପାଳରୁ ଟମାଟୋ ଆମଦାନୀ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି। ସେ କହିଛନ୍ତି, ନାଫେଡ୍ ଚଳିତ ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀ ଏନସିଆରରେ କିଲୋ ପିଛା ୭୦…

୩ ନୂଆ ରୁଟ୍‌ରେ ଗଡ଼ିବ ମୋ ବସ୍

ଭୁବନେଶ୍ଵର: ୩ ନୂଆ ରୁଟରେ ଗଡ଼ିବ ମୋ ବସ୍ । କ୍ରୁଟ ପକ୍ଷରୁ ସୁଆଣ୍ଡୋ, ଜଟଣୀ ଓ ନିଆଳିକୁ ମୋ ବସ୍ ସେବା ଯୋଗାଇ ଦିଆଯିବ। ରୁଟ ନଂ ୬୪ରେ ମୋ ବସ୍ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ବରମୁଣ୍ଡା ବସ୍‌ଷ୍ଚାଣ୍ଡ ଦେଇ ଜଟଣୀ ଗେଟ୍ ପର୍ଯ୍ୟନ୍ତ ଯିବ। ସେହିପରି ରୁଟ ନଂ ୬୩ରେ ଗାଡ଼ି ବରମୁଣ୍ଡା…

ପଣ୍ୟ କାରବାରରେ ପୁଣି ରେକର୍ଡ କଲା ପାରାଦୀପ ବନ୍ଦର, ୧୨୯ ଦିନରେ ହାସଲ କଲା ଟାର୍ଗେଟ୍

ପାରାଦୀପ: ପୁଣି ସଫଳତା ହାସଲ କଲା ପାରାଦୀପ ବନ୍ଦର। ପଣ୍ୟ ବେପାରରେ ଆଉଥରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି। ଦେଶର ସବୁ ବୃହତ ବନ୍ଦର ମଧ୍ୟରେ ଚଳିତ କ୍ୱାର୍ଟରରେ ପାରାଦୀପ ବନ୍ଦର ସର୍ବାଧିକ ପଣ୍ୟ କାରବାର କରିଛି। ଅଗଷ୍ଟ ୮ ତାରିଖ ସୁଦ୍ଧା ବନ୍ଦର ୫୦.୧୬ ମିଲିୟନ୍ ମେଟ୍ରିକ୍ ଟନ୍…

ଆଜି ‘ଇଣ୍ଡିଆ’ ର ରାଜନୈତିକ ସମ୍ମିଳନୀ, ଯୋଗ ଦେଲେ ୧୭ ଦଳର ହଜାରେରୁ ଅଧିକ ନେତା

ଭୁବନେଶ୍ୱର: ଟଙ୍କପାଣି ରୋଡରେ ଥିବା ଗ୍ରାଣ୍ଡ କନଭେନସନ୍ ସେଣ୍ଟରରେ ମିଳିତ ବିରୋଧୀ ଦଳ ବା ଇଣ୍ଡିଆ ପକ୍ଷରୁ ରାଜନୈତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୧୦ଟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଲେ ୧୭ଟି ଦଳର ହଜାରେରୁ ଅଧିକ ନେତା। ଜୁଲାଇ ୨୬ରେ କଂଗ୍ରେସ…

‘ଭୂମି ସମ୍ମାନ’ ପାଇଥିବା ୧୯ଟି ଜିଲ୍ଲାକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜମି ରେକର୍ଡର ଶତପ୍ରତିଶତ କମ୍ପ୍ୟୁଟରୀକରଣ ବା ଡିଜିଟାଇଜେସନ ପାଇଁ 'ଭୂମି ସମ୍ମାନ' ପାଇଥିବା ଓଡ଼ିଶାର ୧୯ଟି ଜିଲ୍ଲାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର…

ବଦଳିବ ଏୟାର ଇଣ୍ଡିଆ ବିମାନର ପରିପାଟି, କାହିଁକି ହେଲା ପରିବର୍ତ୍ତନ?

ନୂଆଦିଲ୍ଲୀ: ବଦଳିବ ଦେଶର ଅଗ୍ରଣୀ କର୍ପୋରେଟ ସଂସ୍ଥା ଟାଟା ଗ୍ରୁପ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆ ବିମାନର ପରିପାଟି। ଏଥିସହ ନିଜ ଲୋଗୋର ପରିବର୍ତ୍ତନ କରିବା ସହିତ ବିମାନର ରୂପରେଖ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ନିକଟରେ ୪୭୦ଟି ନୂଆ ବିମାନ କିଣିବାକୁ ଅର୍ଡର ଦେଇ ଐତିହାସିକ…