Latest Odisha News

BREAKING NEWS

Browsing Category

ଫିଚର

ମାସକୁ ଟେଲିଫୋନ ବିଲ୍ ଆସିଲା ଦେଢ କୋଟିରୁ ଅଧିକ: ଘାବରେଇ ଗଲେ ଯୁବତୀ

ଫ୍ଲୋରିଡା: ବର୍ତ୍ତମାନ ଡ଼ିଜିଟାଲର ଯୁଗ । ପ୍ରତିଦିନ କାମ ପାଇଁ ଆମକୁ ଅଧିକରୁ ଅଧିକ ମୋବାଇଲ ଉପରେ ନିର୍ଭର କରିବାକୁ ପଡ଼ୁଛି । ବିଶେଷକରି ଫୋନ କଲ,ଏସ୍‌ଏମ୍‌ଏସ୍ ଓ ନେଟ୍ ପ୍ୟାକର ଆବଶ୍ୟକତା ବଢୁଥିବାରୁ ଏହାକୁ ଆମେ ଗୁରୁତ୍ୱ ଦେଉଛୁ । କିନ୍ତୁ ଭାବନ୍ତୁ ଏତେ ସବୁ କାମ କରିବା ପାଇଁ ଆପଣ ଖର୍ଚ୍ଚ…

ମଣ୍ଡିରେ ଦର ବୁଝିଲେ ରାହୁଲ, କ୍ଷମତାକୁ ଆସିଲେ ଦାମ କମାଇବେ!

ଭୁବନେଶ୍ୱର: ଦେଶର ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ରାଜନୈତିକ ଗୋଟିଚାଳନା କରିଛନ୍ତି। ଭୋର ୪ ଟା ରେ ରାହୁଲ ଆଜାଦପୁର ମଣ୍ଡି ପହଂଚିବା ସହ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ମଣ୍ଡିରେ ସେ ସବୁଜ ପନିପରିବା ବିକ୍ରେତାଙ୍କ ସହ ପରିବା…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଏବେ ବି ପରିଚୟ ଅପେକ୍ଷାରେ ଭୁବନେଶ୍ୱର ଏମ୍ସରେ ୨୯ ଶବ

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା ପରେ ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ମାସ ବିତିବ । ହେଲେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୯ ଜଣଙ୍କ ମୃତଦେହ ୨ ମାସ ପରେ ବି ସତ୍କାର ହୋଇ ପାରିନି । ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୯ଟି ମୃତଦେହ ଥିବା ବେଳେ ସେମାନେ ସେମାନଙ୍କ…

ବିମାନବନ୍ଦରରେ ବୋମା ଗୁଜବ, ମହିଳାଙ୍କ ବିରୋଧରେ ମାମଲା ରୁଜୁ

ଥିରୁଭାନନ୍ତପୁରମ୍: କୋଚି ବିମାନବନ୍ଦରରେ ବୋମା ଗୁଜବ। ଏଠାରେ ଜଣେ ମହିଳା ନିଜ ବ୍ୟାଗରେ ବୋମା ରଖିଥିବା ଗୁଜବ ସୃଷ୍ଟି ହେବା ପରେ ଆତଙ୍କ ଦେଖାଦେଇଥିଲା। ଫଳରେ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଏକ ଘଣ୍ଟା ବିଳମ୍ବ କରିଥିଲା। ମହିଳାଙ୍କ ବୋମା ଦାବି ମିଥ୍ୟା ହେବା ପରେ ପୋଲିସ…

୬ ଫୁଟ ୩ ଇଞ୍ଚ ପ୍ରେମିକାକୁ ୫ ଫୁଟ୍ ୮ ଇଞ୍ଚ ପ୍ରେମିକ: ଲୋକେ ବୁଲି ବୁଲି ଚାହୁଁଛନ୍ତି

ବ୍ରିଟେନ: ଯୁବକଙ୍କର ଉଚ୍ଚତା କିଛି ବିଶେଷ ନୁହେଁ, କିନ୍ତୁ ତାଙ୍କ ଗର୍ଲଫ୍ରେଣ୍ଡ ବହୁତ ଡ଼େଙ୍ଗା । ଯେତେବେଳେ ଦୁହେଁ ଏକାଠି ବାହାରକୁ ଯାଆନ୍ତି, ଲୋକମାନେ ଉପରୁ ତଳ ପର୍ଯ୍ୟନ୍ତ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ବୁଲି ବୁଲି ଚାହାଁନ୍ତି । ସେମାନଙ୍କ ଉଚ୍ଚତାରେ ଏତେ ପାର୍ଥକ୍ୟ ଯେ, ଏହି ଯୋଡ଼ି ଏବେ…

ବିଜେଡିର ‘ମାଆଙ୍କୁ ସମ୍ମାନ’ ନାରାକୁ ମିଛ କହି ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ୱର: ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ ଓ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା ନେଇ ନିଷ୍ପତ୍ତି ନେବା ପରେ ବର୍ଷିଛି କଂଗ୍ରେସ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ…

ଅଗଷ୍ଟ ୮ରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା, ୧୦ରେ ପ୍ରଧାନମନ୍ତ୍ରୀ ରଖିବେ ଜବାବ; ପ୍ରସ୍ତାବକୁ ବିରୋଧ…

ନୂଆଦିଲ୍ଲୀ: ବିରୋଧି ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଅଗଷ୍ଟ ୮ ତାରିଖ ଆଲୋଚନା ଆରମ୍ଭ ହେବ । ଏହା ପରେ ଅଗଷ୍ଟ୯ କିମ୍ବା ୧୦ରେ  ଚର୍ଚ୍ଚା ହେବ । ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଜବାବ ରଖିବେ । ସଂସଦରେ ବିରୋଧୀ ଦଳର ନୋ-ଟ୍ରଷ୍ଟ ମୋସନ ଆଣିଲେ…

ମଣିପୁର ହିଂସା ମାମଲା: ପୀଡିତାଙ୍କ ବୟାନ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁର ଭାଇରାଲ ଭିଡିଓ ମାମଲାରେ ଯୌନ ଉତ୍ପୀଡନ ପୀଡିତା ଏବଂ ଉଲଗ୍ନ କରି ବୁଲାଇଥିବା ମହିଳାଙ୍କ ବୟାନ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାପୂର୍ବରୁ ମହିଳାଙ୍କ ବିବୃତ୍ତି ରେକର୍ଡ ନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। କାରଣ…

୨ ଦିନ ଅତିପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ୨ ଦିନ ଅତି ପ୍ରବଳ ବର୍ଷା ହେବ । ଆଜି ପାଇଁ ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ,…

ଦିଲ୍ଲୀରେ ସମ୍ବଲପୁରୀ ଛିଟା: ସମ୍ବଲପୁରୀ ପୋଷାକ ପିନ୍ଧି ଶୁଭେଚ୍ଛା ଜଣାଇଲେ ବିଜେପି ନେତା

ଭୁବନେଶ୍ୱର:ଆଜି ସମ୍ବଲପୁର ଦିବସ । ଖାଲି ସମ୍ବଲପୁର ନୁହେଁ,  ଦିଲ୍ଲୀ ବି ଦେଖିବାକୁ ମିଳିଛି ଆଜି ସମ୍ବଲପୁରୀ ଛିଟା । ଆଜି ତିନି ଜଣ ବରିଷ୍ଠ  ମନ୍ତ୍ରୀଙ୍କୁ ସମ୍ବଲପୁରୀ ପରିଧାନରେ ଦେଖିବାକୁ ମିଳିଛି । ଏହି ତିନି ମନ୍ତ୍ରୀ ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, ଶିକ୍ଷାମନ୍ତ୍ରୀ…