Latest Odisha News

BREAKING NEWS

Browsing Category

ଫିଚର

ଘରେ ରଖିଛନ୍ତି କି ଶଙ୍ଖ ? ତେବେ ଜାଣନ୍ତୁ ଏହାର ମହତ୍ଵ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରେ ପ୍ରତିଦିନ ଶଙ୍ଖ ଧ୍ୱନି ଶୁଣାଯାଏ, ତେବେ ଆପଣଙ୍କ ଘରେ ବଡ ପରିବର୍ତ୍ତନ ଦେଖିବାକୁ ମିଳେ। ଦୈନିକ ଦୁଇରୁ ଚାରିଥର ଶଙ୍ଖ ବାଜିବା ଦ୍ୱାରା ଆପଣଙ୍କ ଘର ପରିବେଶ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିଥାଏ। ସେଥିପାଇଁ ଘରେ ଶଙ୍ଖ…

ବିଶ୍ୱର ଧନୀ ବ୍ୟକ୍ତିଙ୍କୁ ବଡ ଝଟକା: ଟୁଇଟର ହେଡକ୍ୱାର୍ଟରରୁ ହଟାଇ ଦିଆଗଲା ‘X’ ଲୋଗୋ

ସାନ ଫ୍ରାନସିସ୍କୋ : ପୁଣି ଚର୍ଚ୍ଚାରେ ଟୁଇଟର । ଟୁଇଟର ମାଲିକ ଏଲନ ମସ୍କ କିଛି ଦିନ ଦଳେ ଟୁଇଟରରୁ ଏହାର ଲୋଗୋ ନୀଳ ଚଢେଇକୁ ହଟାଇ X ରଖିଥିଲେ । ଏହା ପରଠାରୁ  କମ୍ପାନୀର ପ୍ରତି ଜାଗାରେ X ଲୋଗୋ ଲଗାଇବା ପାଇଁ ପ୍ରୋସେସିଂ ଜାରି ରହିଥିଲା । ଏହି ପ୍ରୟାସ ଭିତରେ ଟୁଇଟରର ପୂର୍ବ ହେଡ…

ତୁଟିଲା ବନକଲାଗି ନୀତି ବିବାଦ, ଆସନ୍ତା ୯ରେ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆସନ୍ତା ୯ତାରିଖରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି। ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ନୀତି ଥିବାରୁ କାଲି ବନକଲାଗି ହେବନି । ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ନିଆଯାଇଛି । ଖବର ଅନୁଯାୟୀ, ଦୀର୍ଘ ଏକ ମାସ ଧରି…

ଫିଲ୍ମ ‘ହେ ରାମ୍’ର ଶୁଭ ମହୁରତ

ଭୁବନେଶ୍ଵର: ବିଦିଶା କ୍ରାଫ୍ଟ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ହେ ରାମ୍’ର ଶୁଭମହୁରତ୍ l ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି l ଏହି ଶୁଭମହୁରତରେ ବିଦିଶା କ୍ରାଫ୍ଟର ପ୍ରଯୋଜକ ବିଜୟ କାଣ୍ଡୋଇ, ନିର୍ଦେଶକ ବାସୁଦେବ ବରାଡ଼,…

କଲଭର୍ଟ ଭୁଶୁଡି ୫ ମୃତ୍ୟୁ ମାମଲା: ୩ ଯନ୍ତ୍ରୀ ନିଲମ୍ବିତ, ଠିକାଦାରଙ୍କ ନାଁରେ ମାମଲା

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ ଉପରସଜା ଗ୍ରାମରେ କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣାରେ ଗ୍ରାମ୍ୟ ନିର୍ମାଣ ବିଭାଗର ତିନି ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ସେମାନେ ହେଲେ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ…

ପୁନେରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ବୋମା ତିଆରି ପାଇଁ ଲୁଚାଇ ରଖିଥିଲେ ରାସାୟନିକ ସାମଗ୍ରୀ

ପୁନେ: ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍‌କୁ ମିଳିଛି ସଫଳତା। ପୁନେରୁ ରାସାୟନିକ ସାମଗ୍ରୀ ସହ ଲାବରେଟୋରୀ ଉପକରଣ ଜବତ କରିଛି ମହାରାଷ୍ଟ୍ର ଏଟିଏସ୍‌। ଗତ ମାସ ୧୮ ତାରିଖରେ ୨ ସନ୍ଦିଗ୍ଧ ଆତଙ୍କବାଦୀକୁ ପୁନେ ପୋଲିସ କୋଥରୁଦ୍‌ ଅଞ୍ଚଳରୁ ଗିରଫ କରିଥିଲା। ପଚରାଉଚୁରା ବେଳେ ସେମାନଙ୍କ ମଧ୍ୟରୁ…

ରାଜଧାନୀର ବର୍ଷା ୭୧ ବର୍ଷର ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱର:ରାଜଧାନୀର ବର୍ଷା ରେକର୍ଡ ଭାଙ୍ଗିଲା । ଭୁବନେଶ୍ୱରରେ ଅଗଷ୍ଟମାସର ବର୍ଷା ୭୧ ବର୍ଷର ରେକର୍ଡ ଭାଙ୍ଗିଛି।  ଟୁଇଟ କରି ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି । ୧୯୫୨ରେ ଅଗଷ୍ଟରେ ସର୍ବାଧିକ ବର୍ଷା ହୋଇଥିଲା । ହେଲେ ୨୦୨୩ ଅଗଷ୍ଟମାସର ବର୍ଷା ସେହି ରେକର୍ଡ …

ଲୋକସଭାରେ ଆଗତ ହେଲା ଦିଲ୍ଲୀ ଅଧ୍ୟାଦେଶ ବିଲ୍‌, ସମର୍ଥନ କଲା ବିଜେଡି

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ଅଧ୍ୟାଦେଶ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଗୃହରେ ଆଗତ କରିଛନ୍ତି। ଆଉ ବିଲ୍‌କୁ ସମର୍ଥନ ଜଣାଇଛି ବିଜେଡି। ଏହାସହ ବିଜେଡି ବିରୋଧୀ ଦଳର ନୋ-ଟ୍ରଷ୍ଟ ମୋସନକୁ ବିରୋଧ କରିବ…

ଅବିସ୍ମରଣୀୟ ମୁହୂର୍ତ୍ତ: ଲୋକମାନ୍ୟ ତିଳକ ସମ୍ମାନରେ ସମ୍ମାନିତ ହେଲେ ମୋଦୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁନେ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଠାରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ତଥା ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଲୋକମାନ୍ୟ ତିଳକ ପୁରସ୍କାରରେ…

ପୁଣି ମଝି ଚିଲିକାରେ ମୃତ୍ୟୁର ତାଣ୍ଡବ; ବଜ୍ରପାତରେ ଚାଲିଗଲା ମତ୍ସଜୀବୀଙ୍କ ଜୀବନ

ପୁରୀ: ମଝି ଚିଲିକାରେ ମୃତ୍ୟୁର ତାଣ୍ଡବ ।  ପେଟପାଟଣା ପାଇଁ ପୁଣି ବାଜି ପଡିଲା  ଜୀବନ । ମାଛ ଧରିବା ପାଇଁ  ଗତକାଲି ଚିଲିକାକୁ ଯାଇ ବାପ-ପୁଅ ଜୀବନ ହାରିଥିଲେ । ବଜ୍ରପାତରେ ଚାଲି ଯାଇଥିଲା ଦୁଇ ଜୀବନ । ଆଜି ପୁଣି ଜଣେ ମତ୍ସ୍ୟଜୀବୀଙ୍କର ବଜ୍ରପାତରେ  ମୃତ୍ୟୁ ଘଟିଛି । ଏହି ଖବର ସାରା…