Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ, ବିଭିନ୍ନ ଜିଲ୍ଲାରେ ସୁରକ୍ଷା କଡାକଡି

ମାଲକାନଗିରି; ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି। ଆଜିଠୁ ଅଗଷ୍ଟ ୩ ତାରିଖ ଯାଏଁ ସହିଦ ସପ୍ତାହ ପାଳିବେ ମାଓବାଦୀ। ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ଲାଲବାହିନୀ। ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ…

ଆଜି ବିଶ୍ଵ ହେପାଟାଇଟିସ୍ ଦିବସ: ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ହେପାଟାଇଟିସ୍-ବି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ଵ ହେପାଟାଇଟିସ୍ ଦିବସ । ପ୍ରତି ବର୍ଷ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ୨୮ ଜୁଲାଇକୁ ବିଶ୍ଵ ହେପାଟାଇଟିସ୍ ଦିବସ ଭାବରେ ପାଳନ କରାଯାଏ । ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିନର ମୁଖ୍ୟ ଲକ୍ଷ । ଏହି ଅବସରରେ ଭାରତ ସରକାର ୨୮…

ପୁଣି ଏକ ବଡ଼ ଅଘଟଣ: ହ୍ରଦରେ ଡଙ୍ଗା ଓଲଟି ୨୧ ମୃତ

ମାନିଲା: ଫିଲିପାଇନ୍ସରେ ଭୟଙ୍କର ଦୁର୍ଘଟଣା। ରାଜଧାନୀ ମାନିଲାର ପୂର୍ବରେ ଅବସ୍ଥିତ ରିଜାଲ ରାଜ୍ୟର ଏକ ହ୍ରଦରେ ଡଙ୍ଗା ବୁଡ଼ି ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଜୋରରେ ପବନ ହେବାରୁ ମୋଟର ଡଙ୍ଗାଟି ଓଲଟି ପଡ଼ିଥିଲା। ଫିଲିପାଇନ୍ସ କୋଷ୍ଟଗାର୍ଡ (ପିସିଜି) ର ମୁଖପାତ୍ର ଏବଂ ପୋଲିସ ଏହି ସୂଚନା…

କେବଳ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋଲାଯାଏ ଏହି ମନ୍ଦିର: ଜାଣନ୍ତୁ ଏହାର ରହସ୍ୟ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ଏମିତି ବହୁତ ସ୍ଥାନ ଅଛି ଯାହାକି ଆଜି ପର୍ଯ୍ୟନ୍ତ ରହସ୍ୟ ଘରେ ମଧ୍ୟରେ ଲୁଚି ଅଛି । ଯାହାର କିଛି ରହସ୍ୟ ଉଜାଗାର ହୋଇସାରିଛି ତ ଅନ୍ୟ ପଟେ ଅନ୍ୟ କିଛି ରହସ୍ୟ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ଏମିତି ଏକ ରହସ୍ୟମୟ ମନ୍ଦିର ଉତ୍ତରାଖଣ୍ଡର ଚମୋଲି…

ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା: ୪୭ ମୃତ, ୫୭ରୁ ଅଧିକ ଗୁରୁତର

କାବୁଲ: ଆଫଗାନିସ୍ତାନର ବନ୍ୟାର ତାଣ୍ଡବ। ଥମିବାର ନା ନେଉ ନାହିଁ ଏହି ବନ୍ୟା। ଦିନକୁ ଦିନ ଏଠାରେ ବନ୍ୟାର ପରିସ୍ଥିତ ଭୟାବହ ହେବାରେ ଲାଗିଛି। ଆଫଗାନିସ୍ତାନର ୧୧ଟି ପ୍ରୋଭିନ୍ସରେ ପ୍ରଳୟଙ୍କାରୀ ବନ୍ୟା ସୃଷ୍ଟି ହୋଇଛି। ଗତ ଏକ ସପ୍ତାହରେ ବନ୍ୟାରେ ପାଖାପାଖି ୪୭ ଜଣଙ୍କର ଜୀବନ ଗଲାଣି ଏବଂ…

ଅଜବ ଏ ରିଲ୍‌ସ ନିଶା, ଆଇଫୋନ କିଣିବାକୁ ୮ ମାସର ପୁଅକୁ ବିକିଦେଲେ ବାପା-ମାଆ

କୋଲକାତା: ସୋସିଆଲ ମିଡିଆ ଏବେ ଅନେକ ଲୋକଙ୍କ ଦୈନିନ୍ଦିନ ଜୀବନର ଅବଚ୍ଛେଦ୍ୟ ଅଂଶ ପାଲଟି ଗଲାଣି। ଆଜିକାଲି ଯୁବପିଢିଙ୍କର ଇନଷ୍ଟାଗ୍ରାମରେ ରିଲ୍‌ସ ଭିଡିଓ ବନେଇ ପୋଷ୍ଟ କରିବା ଏକ ନିଶା ପାଲଟିଲାଣି। ହେଲେ ପଶ୍ଚିମବଙ୍ଗର ଏକ ଦମ୍ପତିଙ୍କ ଏଭଳି ନିଶା କଥା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ।…

ଖାଦ୍ୟରେ ସାମିଲ୍ କରନ୍ତୁ କଞ୍ଚା ଲଙ୍କା, ଦୂର ହେବ ଏହି ସବୁ ରୋଗ…..

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଛି ଲୋକଙ୍କୁ ସ୍ପାଇସି ଖାଦ୍ୟ ପସନ୍ଦ। ସେଥିପାଇଁ ଏମାନେ ଖାଦ୍ୟରେ ଲଙ୍କାକୁ ସାମିଲ୍‌ କରନ୍ତି। ଆଉ ଲଙ୍କା ଭିତରେ କଞ୍ଚା ଲଙ୍କା ପ୍ରାୟ ସମସ୍ତଙ୍କର ପସନ୍ଦ। କଞ୍ଚା ଲଙ୍କାକୁ ଆପଣ ଯେଉଁଥିରେ ବି ପକାଇ ରାନ୍ଧନ୍ତୁ ଏହା ସ୍ୱାଦକୁ ଦୁଇ ଗୁଣା କରିଦେବ। ପାଟିକୁ ରାଗ…

ମଶା କାମୁଡାରେ ଡହଳ ବିକଳ ଲୋକେ, ରାଜଧାନୀରୁ ଦିନକରେ ୪୩ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ମାଡିଚାଲିଛି ଡେଙ୍ଗୁ। ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଜଳାଳୟ ପାଲଟିଛି ମଶାଙ୍କ ଘର। ରାଜଧାନୀର ବିଭିନ୍ନ ସ୍ଥାନରେ ଜମିରହୁଛି ପାଣି। ଏଥିଯୋଗୁଁ ଡେଙ୍ଗୁ ମଶାଙ୍କ ବଂଶ ବିସ୍ତାର ଦୃତଗତିରେ ବୃଦ୍ଧି ପାଇଚାଲିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୪୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ…

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କ ଖାଇବା ଥାଳିରେ ରୁଟିରେ ଅସରପା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ ରୁଟିରେ ଏକ ଅସରପା ଲାଗିଥିବା ଦେଖିବାକୁ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଇଆରସିଟିସି କ୍ୟାଟରିଂ ଷ୍ଟାଫ୍ ଏହି ଖାଦ୍ୟ ପରିବେଷଣ କରିଥିଲେ। ଭୋପାଳରୁ ଗ୍ୱାଲିୟର ଯାଉଥିବା ବେଳେ ଏପରି ଏକ…

ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଅନୂଦିତ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ: ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି । ଏହି କଥାକୁ ନୂଆ ପୀଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ…