Latest Odisha News

BREAKING NEWS

Browsing Category

ଫିଚର

୬ ବର୍ଷର ପିଲା ପ୍ରସ୍ତୁତ କଲା ନିଜ ପାଇଁ ଟାଇମ୍ ଟେବୁଲ: ଦେଖିଲେ ହସି ହସି ଗଡ଼ିଯିବେ

ଆଜିକାଲି ସବୁକିଛି ପରି ପିଲାମାନଙ୍କର ଶିକ୍ଷାକୁ ନେଇ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ପିଲାମାନେ ଘରର ଅନୁଶାସନ ଅନୁସରଣ କରୁଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କ ପାଇଁ ଏକ ଉପଯୁକ୍ତ ଟାଇମ୍ ଟେବୁଲ ପ୍ରସ୍ତୁତ କରିବାର ଆବଶ୍ୟକତା ପଡ଼ୁଛି । କେବେକେବେ ବାପାମାଆ ପିଲାମାନଙ୍କ ପାଇଁ ଏହି…

ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବ ଭାରତର ୨୩ ବର୍ଷରୁ କମ ଫୁଟବଲ ଟିମ

ନୂଆଦିଲ୍ଲୀ: ଭାରତର ୨୩ ବର୍ଷରୁ କମ ପୁରୁଷ ଏବଂ ମହିଳା ଫୁଟବଲ ଟିମ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବେ । କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ଭାରତୀୟ ଫୁଟବଲ ଟିମ ଏବେ ୧୮ତମ ସ୍ଥାନରେ ରହିଛି । ଏସିଆଡ ଫର୍ମାଟ ଅନୁସାରେ ୨୩ ବର୍ଷରୁ କମ ଟିମ ସହ ୩ଜଣ…

ରାହୁଲଙ୍କ ପାଦରେ ପାଦ ମିଶାଇବ ବିଜେପି!

ଭୁବନେଶ୍ୱର: ଅନ୍ୟତମ ପ୍ରମୁଖ ଦକ୍ଷିଣ ରାଜ୍ୟ ତାମିଲନାଡୁରେ ବିଜେପି ନିଜର ସ୍ଥିତି ଦୃଢ଼ କରିବାକୁ ବଡ଼ ଯୋଜନା କରିଛି। ଏକମାତ୍ର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ହାରିଯିବା ପରେ ଏବେ ଦକ୍ଷିଣରେ ନିଜର ସ୍ଥିତିକୁ ଜାହିର କରିବାକୁ ଦଳ ଯୋଜନା କରୁଛି। ସେଥିପାଇଁ ତାମିଲନାଡୁରେ ଦଳ ରାଜ୍ୟବ୍ୟାପୀ…

ଏନଡିଏର ତିନି ଶକ୍ତିଶାଳୀ ଦଳ ଇଡି, ସିବିଆଇ, ଆୟକର ବିଭାଗ: ଉଦ୍ଧବ

ମୁମ୍ବାଇ: ଭାରତୀୟ ଜନତା ପାର୍ଟିକୁ କଟାକ୍ଷ କରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନଡିଏରେ ତିନି ଶକ୍ତିଶାଳୀ ଦଳ କିଏ ବୋଲି କହିଛନ୍ତି। କଟାକ୍ଷ କରିବାକୁ ଯାଇ ଉଦ୍ଧବ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ଏବଂ ସିବିଆଇ 'କେବଳ ତିନିଟି ଶକ୍ତିଶାଳୀ ଦଳ'…

ରାଜସ୍ଥାନରେ ରେଡ଼ ଡାଏରୀ, କଂଗ୍ରେସକୁ ଖସାଇବ, ମୋଦିଙ୍କୁ ହସାଇବ!

ଭୁବନେଶ୍ୱର: ଗେହଲଟ ସରକାରରୁ ବହିସ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଗୁଢାଙ୍କ ରେଡ଼ ଡାଏରୀକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ତାଙ୍କୁ ଜେଲକୁ ପଠାଇଲେ କିମ୍ବା ଗୁଳି କଲେ ମଧ୍ୟ ରାଜସ୍ଥାନରେ ଗେହଲଟ ସରକାରର ଦୁର୍ନୀତି ବିରୋଧରେ ଆନ୍ଦୋଳନ…

ଆବଶ୍ୟକ ପ୍ରମାଣପତ୍ର ନଥାଇ ଗାଡି ଗଡାଉଥିଲେ ସାବଧାନ, ଆପେ ଆପେ କଟିଯିବ ଚାଲାଣ!

ଭୁବନେଶ୍ୱର: ବାରମ୍ବାର ସଚେତନତା ଓ ବିଭିନ୍ନ ସମୟ ସୀମା ବୃଦ୍ଧି ସତ୍ତ୍ୱେ ଓଡ଼ିଶାରେ ଗାଡ଼ି ଚାଳକ ଓ ଅନ୍ୟ ଗାଡ଼ି ମାଲିକମାନେ ଟ୍ରାଫିକ୍ ନିୟମ ପାଳନ କ୍ଷେତ୍ରରେ ଅସାବଧାନତା ଅବଲମ୍ବନ କରୁଥିବା ପରି ମନେ ହେଉଛି। ବିଭିନ୍ନ ସରକାରୀ ତଥ୍ୟକୁ ବିଶ୍ଳେଷଣ କଲେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି।…

ମୁଁ ବି ନକ୍ସଲ ଓ ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଥିଲି :ବିବେକ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସର୍ବଦା ତାଙ୍କ ବୟାନ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ କହିଛନ୍ତି, ମୁଁ ବି ନକ୍ସଲ ଓ ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଥିଲି । ମାତ୍ର ପରେ ମୋ ବିଚାରଧାରାରେ ପରିବର୍ତନ ଆସିଥିଲା । ସର୍ବଦା ବିରୋଧ ଓ ସମାଲୋଚନା…

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ବୁଧବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଟୋନି। ନବୀନ ନିବାସରେ ଉଭୟ ନେତା ପ୍ରାୟ ଏକ ଘଣ୍ଟା ଧରି କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆଲୋଚନା…

ବିଦ୍ୟୁତ୍ ପଳାଇବାରୁ ମହାକାଶ କେନ୍ଦ୍ର ସହ ତୁଟିଗଲା ନାସାର ସମ୍ପର୍କ

ୱାଂଶିଟନ୍: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସାରୁ ବିଦ୍ୟୁତ କଟିଯିବା ଫଳରେ ମଙ୍ଗଳବାର ମିଶନ କଣ୍ଟ୍ରୋଲ୍ ଓ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା । ମହାକେଶ କେନ୍ଦ୍ରକୁ ମିଶନ କଣ୍ଟ୍ରୋଲରୁ କମାଣ୍ଡ ଦିଆ ଯାଇ ପାରି ନଥିଲା । ଅନ୍ତରୀକ୍ଷରେ ଥିବା ୭…

‘ଅପମାନ’: ସଂସଦରେ କଂଗ୍ରେସ ସଭାପତି ଖଡ଼ଗେ କହୁଥିଲେ, ବନ୍ଦ ହୋଇଗଲା ମାଇକ୍

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ମଣିପୁର ହିଂସା ପ୍ରସଙ୍ଗ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦର କାରଣ ପାଲଟିଛି। ଏହାର କାରଣ ହେଉଛି ଯେ ଅଧିବେଶନ ଆରମ୍ଭରୁ ଅଦ୍ୟାବଧି ଗୋଟିଏ ଦିନ ବି ହୋଇ ନାହିଁ ଯେତେବେଳେ ଗୃହର ପ୍ରକ୍ରିୟା ସ୍ଥଗିତ ରଖାଯାଇ ନାହିଁ। ବୁଧବାର ମଧ୍ୟ ମଣିପୁରରେ ହୋଇଥିବା…