Latest Odisha News

BREAKING NEWS

Browsing Category

ଫିଚର

ଅବିସ୍ମରଣୀୟ ମୁହୂର୍ତ୍ତ: ଲୋକମାନ୍ୟ ତିଳକ ସମ୍ମାନରେ ସମ୍ମାନିତ ହେଲେ ମୋଦୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁନେ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଠାରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ତଥା ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଲୋକମାନ୍ୟ ତିଳକ ପୁରସ୍କାରରେ…

ପୁଣି ମଝି ଚିଲିକାରେ ମୃତ୍ୟୁର ତାଣ୍ଡବ; ବଜ୍ରପାତରେ ଚାଲିଗଲା ମତ୍ସଜୀବୀଙ୍କ ଜୀବନ

ପୁରୀ: ମଝି ଚିଲିକାରେ ମୃତ୍ୟୁର ତାଣ୍ଡବ ।  ପେଟପାଟଣା ପାଇଁ ପୁଣି ବାଜି ପଡିଲା  ଜୀବନ । ମାଛ ଧରିବା ପାଇଁ  ଗତକାଲି ଚିଲିକାକୁ ଯାଇ ବାପ-ପୁଅ ଜୀବନ ହାରିଥିଲେ । ବଜ୍ରପାତରେ ଚାଲି ଯାଇଥିଲା ଦୁଇ ଜୀବନ । ଆଜି ପୁଣି ଜଣେ ମତ୍ସ୍ୟଜୀବୀଙ୍କର ବଜ୍ରପାତରେ  ମୃତ୍ୟୁ ଘଟିଛି । ଏହି ଖବର ସାରା…

ଅକ୍ଟୋବରରେ ପଡ଼ୁଛି ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ, ପରାଗ ବେଳେ କରନ୍ତୁ ନାହିଁ ଏହି କାମ

ଓଡ଼ିଶା ସମ୍ବାଦ ବ୍ୟୁରୋ; ହିନ୍ଦୁ ଧର୍ମରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣର ବିଶେଷ ଗୁରୁତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ପ୍ରଭାବ ଆମ ମନୁଷ୍ୟ ସମାଜରେ ମଧ୍ୟ ରହିଥାଏ । ପ୍ରତିବର୍ଷ ପ୍ରାୟ ୨ ଟି ଚନ୍ଦ୍ରଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ପଡ଼ିଥାଏ। ତେବେ ଚଳିତ ବର୍ଷ ପ୍ରଥମ…

ରତ୍ନଭଣ୍ଡାର ସୁରକ୍ଷିତ, ରହିଛି ଦେଢ କୁଇଣ୍ଟାଲ ସୁନା: ସତ୍ୟପାଠରେ ତଥ୍ୟ ରଖିଲେ ସରକାର

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସୁରକ୍ଷିତ ଅଛି । ରତ୍ନଭଣ୍ଡାର ଶେଷଥର ପାଇଁ ୧୯୭୮ ମସିହାରେ ଖୋଲା ଯାଇଥିଲା । ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରର ରତ୍ନଭଣ୍ଡାର ସୁରକ୍ଷା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ ବେଳେ ଏମିତି ତଥ୍ୟ ରଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।…

ଶ୍ରୀ କୃଷ୍ଣଙ୍କ ଭକ୍ତ ହେଲେ ମୁସଲିମ ମହିଳା, ବୃନ୍ଦାବନକୁ କଲେ ନିଜର ବାସସ୍ଥଳ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ଯେ, ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମରେ ଯିଏ ପଡିଛି ସେ ସବୁକିଛି ଭୁଲିଯାଇଛି । ସେ ରାଧା ହୁଅନ୍ତୁ କି ମୀରା, ଦେବକି ହୁଅନ୍ତୁ କି ଯଶୋଦା, ଭକ୍ତ ସୁଦାମ ହୁଅନ୍ତୁ କି ମାଣିକ ଗଉଡୁଣୀ , ସମସ୍ତେ ପ୍ରଭୁଙ୍କ ପ୍ରେମରେ ନିଜକୁ ଭିନ୍ନ ଭିନ୍ନ ରୂପରେ ହଜାଇ ଦେଇଥିଲେ…

ମାଛ ଧରିବା ପାଇଁ ପକାଇଥିଲେ ଜାଲ; ପଡିଲା ମାଳ ମାଳ ସାପ

ପୁରୀ:ମାଛ ମାରିବା ପାଇଁ ପକାଇଥିଲେ ଜାଲ । ସକାଳୁ ସକାଳୁ ଦେଖିବାକୁ ଆସିଲେ ଜାଲରେ କେତେ ମାଛ ପଡିଛି । ହେଲେ ମାଛ କ’ଣ ନେବେ... ଜାଲରେ ମାଛ ବଦଳରେ ପଡିଛି ମାଳ ମାଳ ସାପ । ଏମିତି ଦୃଶ୍ୟ ଦେଖିବାକୁ  ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡ ବଳଭଦ୍ର ପୁର ଗ୍ରାମରେ । ଏହି ଗ୍ରାମ…

ବିନା କଟ ଆଉ ଏ ସାର୍ଟିଫିକେଟରେ ପାସ ହେଲା ଓଏମଜି ୨

ମୁମ୍ବାଇ: ଓଏମଜି ୨ ରିଲିଜକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରିପୋର୍ଟ ମୁତାବକ ଓଏମଜି ୨କୁ ସେନ୍ସର ବୋର୍ଡ ବିନା କଟ ଓ ଏ ସାର୍ଟିଫିକେଟରେ ପାସ କରାଇଛି । ଅଧିକାରୀମାନେ ଅନେକ ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି । ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକା କରୁଥିବା ବେଳେ…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ, ଭାରତ ପାଇଁ ‘କର ବା ମର’ ପରିସ୍ଥିତି

ନୂଆଦିଲ୍ଲୀ: ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ । ଉଭୟ ଦଳ ପାଇଁ କର ବା ମର ସ୍ଥିତି । ମ୍ୟାଚ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବେ ଉଭୟ ଦଳ । ସନ୍ଧ୍ୟା ୭ଟାରୁ ଖେଳ ଆରମ୍ଭ ହେବ । ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ୧-୧ରେ ବରାବର ରହିଛି । ଦ୍ୱିତୀୟ ମ୍ୟାଚରେ ଅଧିନାୟକ…

ନିଷ୍ପତ୍ତି ବଦଳାଇଲା ବିଜେପି : ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଆଉ କରିବନି ଟାର୍ଗେଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ । ବିରୋଧୀ ନିଜ ରଣକୌଶଳକୁ ନେଇ ଲାଗି ରହିଥିବାବେଳେ ଶାସକ ଦଳ ବି ମୁକାବିଲା ପାଇଁ ପ୍ରସ୍ତୁତ ହେଲେଣି । ଏକା ବିଜେପିକୁ ହରାଇବା ପାଇଁ ଏକ ହୋଇଛନ୍ତି ସବୁ ବିରୋଧୀ । ଗଢିଛନ୍ତି ନୂଆ ମେଣ୍ଟ ଇଣ୍ଡିଆ ବା ଇଣ୍ଡିଆନା…

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ; ଆଗାମୀ ୩ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ସବୁଆଡେ ବେହାଲ ଜନଜୀବନ । ଏପଟେ  ବଙ୍ଗୋପସାଗରରୁ ସୃଷ୍ଟ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି । ଉତ୍ତରପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହୋଇଛି । ଏହା ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରୂପ…