Latest Odisha News

BREAKING NEWS

Browsing Category

ଫିଚର

ମିଛ ତଥ୍ୟ ଦେଇ ଚାକିରିରୁ ବିଦା ହେଲେ ସହକାରୀ ଯନ୍ତ୍ରୀ

ବିଜେପୁର: ମିଛ ସାକ୍ଷୀ ଦେବା ପଡ଼ିଲା ମହଙ୍ଗା । ଚାକିରିରୁ ବିଦା ହେଲେ ବିଜେପୁର RWSS ସହକାରୀ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ନାଏକ । ସମ୍ବଲପୁରର ଏକ ଭିଜିଲାନ୍ସ ମାମଲାର ବିଚାର ସମୟରେ ମିଛ ସାକ୍ଷୀ ଦେବାକୁ ନେଇ ବରଗଡ ବିଜେପୁର RWSS ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ନାଏକଙ୍କୁ ଚାକିରିରୁ…

EOW ପଞ୍ଝାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ଵୟମ୍ ପ୍ରକାଶ ପରିଡା

ଭୁବନେଶ୍ବର: ବ୍ୟାଙ୍କ ଲୋନ୍ ଦେବା ନାଁରେ ବଡ଼ ଧରଣର ଠକେଇ ମାମଲା । ବନ୍ଧା ହେଲେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ଵୟମ୍ ପ୍ରକାଶ ପରିଡା । ସ୍ୱୟମଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ତାଙ୍କ ନାଁରେ ୧ କୋଟି ୯ ଲକ୍ଷ ଟଙ୍କାର…

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ; ରାସ୍ତାକଡରେ କୁନି ଝିଅକୁ ଫୋପଡି ପଳାଇଲା ଦୁର୍ବୃତ୍ତ

ପାରାଦ୍ଵୀପ : ଜଟାଧାର ମୁହାଣ ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଘରୁ ଉଠାଇ ନେଇ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ‌ଅଭିଯୋଗ । ସେତିକି ନୁହେଁ, ଏ ନରରାକ୍ଷସ କୁନିି ଶିଶୁକନ୍ୟାକୁ ଘରଠାରୁ ଦୂରରେ ଫିଙ୍ଗି ଦେଇ ଫେରାର ହୋଇଯାଇଛି । ମିଳିଥିବା ଖବର ଅନୁସାରେ,   ବାପା-ମା ଙ୍କ…

ରକୀ ଔର ରାନୀ କି ପ୍ରେମ କାହାନୀ ରିଲିଜ ପରେ କରନଙ୍କୁ ପରୋକ୍ଷରେ ସମାଲୋଚନା କଲେ କଙ୍ଗନା

ମୁମ୍ବାଇ: ରଣବୀର ସିଂ ଓ ଆଲିୟା ଭଟ୍ଟ ଅଭିନୀତ ରକୀ ଔର ରନୀ କି ପ୍ରେମ କାହାନୀ ରିଲିଜ ହୋଇଯାଇଛି । ପ୍ରଥମ ଦିବସରେ ଫିଲ୍ମ ଉତ୍ସାହଜନକ କଲେକ୍ସନ କରି ନାହିଁ । ଇତି ମଧ୍ୟରେ କୁଇନ କଙ୍ଗନା ରାନାୱତଙ୍କ ସୋସିଆଲ ମିଡିଆ ମେସେଜ ଚର୍ଚ୍ଚାର କାରଣ ସାଜିଛି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ…

ମିଳିମିଶି ଲାଞ୍ଚ ନେଉଥିଲେ ଆଇଆଇସି ଓ ଏଏସ୍ଆଇ: ମାଡ଼ି ବସିଲା ଭିଜିଲାନ୍ସ

ଜୟପୁର: ରକ୍ଷକ ହୋଇ ଭକ୍ଷକ ସାଜିଥିଲେ । ଲୋକଙ୍କୁ ସୁରକ୍ଷା ଦେବା ଦାୟିତ୍ୱ । ହେଲେ ଟଙ୍କା ଲୋଭରେ ସୁରକ୍ଷା ବିପନ୍ନ କଲେ ।  ମିଳିମିଶି ଲାଞ୍ଚ ନେଉଥିଲେ । ରେଡ ହାଣ୍ଡରେ ଧରିଲା ଭିଜିଲାନ୍ସ  । ଏବେ ଜାଲରେ ପଡିଛନ୍ତି ଦଶମନ୍ତପୁର ଆଇଆଇସି ଓ ଏଏସଆଇ ଉଭୟେ। ସାମାନ୍ୟ ମାମଲାର ରଫା ଦଫା…

ରାହୁଲଙ୍କ ବାହାଘର ପାଇଁ ଝିଅ ଖୋଜିବାକୁ କହିଲେ ସୋନିଆ

ନୂଆଦିଲ୍ଲୀ:କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋନିପତର କିଛି ମହିଳା ଚାଷୀଙ୍କ ସହ ସାକ୍ଷାତର ଏକ   ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ମହିଳା ଜଣେ ମହିଳା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ମହିଳା ଚାଷୀ ଜଣକ ସୋନିଆଙ୍କୁ…

ତେଲେଙ୍ଗାନାରେ ବର୍ଷା ବିତ୍ପାତ: ୧୮ ମୃତ, ୧୨ ନିଖୋଜ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। କିଛି ସ୍ଥାନରେ ପରିସ୍ଥିତି ଏମିତି ହୋଇଛି ଯେ ସେନା ହେଲିକପ୍ଟର ଏବଂ ଏନ୍‌ଡିଆରଏଫ୍‌ ଦ୍ଵାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେଲେଙ୍ଗାନାର ଜୟଶଙ୍କର ଭୁପାଲପାଲ୍ଲି ଜିଲ୍ଲା ଅଧୀନସ୍ଥ…

୨୦୨୪ ଟି୨୦ ବିଶ୍ୱକପ ତାରିଖ ଘୋଷିତ

ନୂଆଦିଲ୍ଲୀ: ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟର ତାରିଖ ଆଜି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଆମେରିକା ଓ ୱେଷ୍ଟଇଣ୍ଡିରେ ଏହା ୪ରୁ ୩୦ ଜୁନ ପର୍ଯ୍ୟନ୍ତ ଖେଳାଯିବ । ୧୦ଟି ସହରରେ ୨୭ ଦିନ ଧରି ୨୦ ଟିମ ମଧ୍ୟରେ ୫୫ଟି ମୁକାବିଲା ହେବ । ୧୪୭ ବର୍ଷ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଆମେରିକା…

ସାମ୍ନାକୁ ଆସିଲା ଗୋପାଳ ଜମାନବନ୍ଦୀର ଦସ୍ତାବିଜ: ନବଙ୍କ ବାହୁବଳି ସାମ୍ରାଜ୍ୟର କଲା ପର୍ଦ୍ଦାଫାଶ

ଭୁବନେଶ୍ୱର:ନବ ଦାସ ବହୁତ ଅନ୍ୟାୟ କରୁଥିଲା । ଧମକଚମକ ଦେଉଥିଲା ।  ସରକାରୀ କର୍ମଚାରୀ ହେଉ ବାନ ପୋଲିସ, ସମସ୍ତଙ୍କୁ ଧମକ ଦେଇ କାମ ଆଦାୟ କରୁଥିଲା । ଗୁଣ୍ଡାଗିରି କରୁଥିବା ତା ପିଲାମାନେ ଗିରଫ ହେଲେ ସେମାନଙ୍କୁ ଛାଡିଦେବା ପାଇଁ ଚାପ ପକାଉଥିଲା । ଜମାନବନ୍ଦୀବେଳେ ମନ୍ତ୍ରୀ ନବଦାସଙ୍କ…

ମଣିପୁର ଗସ୍ତରେ ଇଣ୍ଡିଆ ମେଣ୍ଟର ସଦସ୍ୟ, ପୂର୍ବରୁ ରାହୁଲ ଗାନ୍ଧୀ ଘଟଣାସ୍ଥଳକୁ ଯାଇଥିଲେ

ନୂଆଦିଲ୍ଲୀ: ମଣିପୁର ଗସ୍ତରେ ଇଣ୍ଡିଆ ମେଣ୍ଚର ସଦସ୍ୟ। ଆଜି ଓ ଆସନ୍ତାକାଲି ଦୁଇ ଦିନ ହିଂସା ସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବେ। ମଣିପୁର ହିଂସା ପ୍ରସଙ୍ଗ ସଂସଦର ଉଭୟ ଗୃହରେ ପ୍ରତିଦିନ ବିତର୍କ ହେଉଛି। ଏହି କାରଣରୁ ଲୋକସଭାର ପ୍ରକ୍ରିୟା ପ୍ରତିଦିନ ସ୍ଥଗିତ ରଖାଯାଉଛି। ବିରୋଧୀ…