Latest Odisha News

BREAKING NEWS

Browsing Category

ଫିଚର

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ; ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ଵର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ମହାମହିମଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯିବ । ପରେ ସେଠାରୁ ରାଜଭବନ…

ହୀରାକୁଦରେ ବଢୁଛି ଜଳସ୍ତର: ଖୋଲିଲା ଆଉ ତିନି ଗେଟ

ସମ୍ବଲପୁର: ହୀରାକୁଦ ଜଳସ୍ତର ବଢୁଛି । ଗତକାଲି ୫ଟି ଗେଟ ଖୋଲିଥିବାବେଳେ ଆଜି ଆଉ ତିନୋଟି ଗେଟ ଖୋଲାଯାଇଛି ।  ଫଳରେ ଏବେ  ମୋଟ ୮ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ମହାନଦୀ ଜଳସ୍ତର ବୃଦ୍ଧି ପାଇବା ସହ ହରାକୁଦ ଜଳ ଭଣ୍ଡାରରେ…

ଲାଗୁ ହେଲା ଟ୍ୱିଟରର ନୂଆ ଲୋଗୋ, ବଦଳିଲା ଟ୍ୱିଟରର ନାଁ ଓ ଠିକଣା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଇତିହାସ ପାଲଟିଲା ଟ୍ବିଟର ଲୋଗୋ। ଆଜିଠୁ ଲାଗୁ ହେଲା ସୋସିଆଲ ମିଡିଆ ଟ୍ୱିଟରର ନୂଆ ଲୋଗୋ। ବଦଳିଲା ଟ୍ୱିଟରର ନାଁ ଓ ଠିକଣା। ଟ୍ବିଟରର ବାର୍ଡ ଲୋଗୋ ପରିବର୍ତ୍ତନ କଲେ ଟ୍ବିଟର ମାଲିକ ଏଲନ ମସ୍କ। ଏମିତି କି ସେ ଟ୍ୱିଟର ନାଁକୁ ମଧ୍ୟ ସଂପୂର୍ଣ୍ଣ ହଟାଇବାକୁ ନିଷ୍ପତ୍ତି…

ଆସନ୍ତୁ ଜାଣିବା କିଏ କହିଲେ ହ୍ରିତିକ ପରେ ବୀର ଦାସଙ୍କୁ ମୁଁ ଦୁଷ୍କର୍ମ କରିଛି…ଏହା କେବେ ହେଲା

ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ଘର ଏବେ ଉତ୍ସବ ମୁଖରିତ ରହିଛି । ତାଙ୍କ ଭାଉଜ ମାଆ ହେବାକୁ ଯାଉଥିବାରୁ କଙ୍ଗନା ବେଶ ଖୁସି ଅଛନ୍ତି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଖବର କଙ୍ଗନାଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ଏଥିରେ ଲେଖା ହୋଇଥିଲା ରିଭଲଭର ରାନୀ…

ପ୍ରେମ ପାଇଁ ରାଜସ୍ଥାନରୁ ପାକିସ୍ଥାନ; ମିଛ କହି ଯାଇଥିବା ଅଭିଯୋଗ କଲେ ସ୍ଵାମୀ

ଜୟପୁର: ପ୍ରେମ ପାଇଁ ସୀମା ପାର୍ । ପ୍ରେମିକକୁ ଭେଟିବାକୁ ସରହଦ ଡେଇଁ ପାକିସ୍ତାନରେ ପହଞ୍ଚିଛନ୍ତି ରାଜସ୍ଥାନର ମହିଳା । ଜୟପୁର ଯିବା ନାଁରେ ଘରୁ ବାହାରିଥିବା ବେଳେ ଏବେ ସେ ପାକିସ୍ତାନରେ । ଫେସବୁକରେ ପ୍ରେମ ପରେ ପାକିସ୍ତାନ ଖୈବର ପଙ୍ଖତୁନଖ୍ଵାର ଯୁବକଙ୍କୁ ଭେଟିବାକୁ ସୀମା ପାର ହୋଇ…

ଜମ୍ମୁ କଶ୍ମୀରରେ ଆକ୍ସନ ମୋଡରେ ସେନା: ୫୦ ଦିନରେ ୨୧ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଏବେ ଆକ୍ସନ ମୋଡରେ ସୁରକ୍ଷା କର୍ମୀ । ଗତ କିଛି ଦିନ ହେବ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ଖବର ନିୟମିତ ଘଟୁଥିବା ଦେଖିବାକୁ ମିଳୁଛି । ଗତ ୨ ଦିନ ମଧ୍ୟରେ ସୁରକ୍ଷା କର୍ମୀ ପୁଞ୍ଛ ଜିଲ୍ଲାରେ ୬ ଆତଙ୍କୀଙ୍କୁ ନିପାତ କରି ସାରିଲେଣି । ଏକ ରିପୋର୍ଟ…

ସୁଦାନ ଏୟାରପୋର୍ଟରେ ବିମାନ ଦୁର୍ଘଟଣାଗ୍ରସ୍ତ, ୯ ମୃତ, ବର୍ତ୍ତିଗଲା ଶିଶୁ

ସୁଦାନ: ସୁଦାନରେ ଗତ ରାତିରେ ଏକ ଭୟଙ୍କର ବିମାନ ବିସ୍ଫୋରଣ ହୋଇ ୯ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ସୈନିକ ଥିବା ଜଣାଯାଇଛି। ତେବେ ସୌଭାଗ୍ୟବଶଃତ ଉକ୍ତ ସମୟରେ ବିମାନରେ ଥିବା ଏକ ଛୋଟ ଶିଶୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି । ସୂଚନା ମୁତାବକ, ଗତ ରାତିରେ ସୁଦାନ ଏୟାରପୋର୍ଟରୁ ଏକ…

ପାକିସ୍ଥାନରେ ରହିଛି ଅନେକ ହିନ୍ଦୁ ମନ୍ଦିର: ଯେଉଁଠି ପୂଜା କରିଥାନ୍ତି ମୁସଲମାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସଂସ୍କୃତି,ଧର୍ମ ଏବଂ ମନ୍ଦିର ପାଇଁ ଆମ ଦେଶ ଭାରତ ସାରା ବିଶ୍ଵରେ ପରିଚିତ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମର ପଡ଼ୋଶୀ ଦେଶ ପାକିସ୍ଥାନ, ଯାହା ଏକ ମୁସିଲିମ୍ ବହୁଳ ଦେଶ ଅଟେ, ସେଠାରେ ବି ଏମିତି କିଛି ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଅଛି ଯାହା ବିଷୟରେ ଆପଣ…

ପତ୍ନୀ ଓ ଭଣଜାଙ୍କୁ ଗୁଳି ମାରିବା ପରେ ନିଜେ ଆତ୍ମହତ୍ୟା କଲେ ଆସିଷ୍ଟାଣ୍ଟ ପୋଲିସ କମିଶନର

ପୁଣେ: ପୁଣେରୁ ଆସିଛି ଏକ ଦୁଃଖଦ ଖବର । ଜଣେ ବରିଷ୍ଠ ପୋଲିସ ଅଫିସର ନିଜ ପତ୍ନୀ ଏବଂ ଭଣଜାଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଛନ୍ତି । ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସକାଳୁ ସକାଳୁ ଏହି ଘଟଣା ଜଣାପଡିବା ପରେ ସାରା ପୁଣେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ମିଳିଥିବା ସୂଚନା…

ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଦିନକରେ ପ୍ରକାଶ ପାଇବ ୭୫ ରାୟ

କଟକ: ଆସନ୍ତା ୨୬ ତାରିଖରେ ଓଡିଶା ହାଇକୋର୍ଟ ପ୍ରତିଷ୍ଠାକୁ ୭୫ ବର୍ଷ ପୂରିବାକୁ ଯାଉଛି। ଆଉ ଏଥିପୂର୍ବରୁ ୨୪ ତାରିଖ ସୋମବାର ହାଇକୋର୍ଟରେ ଗୋଟିଏ ବେଞ୍ଚରେ ୭୫ଟି ରାୟ ପ୍ରକାଶ ପାଇବାକୁ ଯାଉଛି। ଏହି ରାୟ ପ୍ରକାଶ ହେଲେ ଚିର ସ୍ମରଣୀୟ ରହିବ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି। ହାଇକୋର୍ଟର…