Latest Odisha News

BREAKING NEWS

Browsing Category

ଫିଚର

ଏହି ନଦୀରେ ପାଣି ବଦଳରେ ରହିଛି ପଥର

ମସ୍କୋ: ଏହି ଦୁନିଆ ବଡ ବିଚିତ୍ର । ଅନେକ ରହସ୍ୟ ଏବେ ବି ଉଜାଗର ହୋଇପାରୁନି । ଭାରତରେ ୨୦୦ରୁ ଊର୍ଦ୍ଧ୍ୱ ନଦୀର ଉତ୍ପତି ସମ୍ପର୍କରେ ଅନେକ କାହାଣୀ ରହିଛି । ତେବେ ରୁଷରେ ଏ ଭଳି ଏକ ନଦୀ ଅଛି ଯେଉଁଠାରେ ପାଣି ବଦଳରେ ପଥର ରହିଛି । ଏହା ବିଶ୍ୱାସ ନ ହେଲେ ବି ସତ । ଏହି ନଦୀ ପ୍ରାୟ ୬…

ମଣିପୁର ବର୍ବରତା ଭିଡିଓ ଭାଇରାଲ୍ ପରେ ୪ ଅଭିଯୁକ୍ତ ଗିରଫ  

ଇମ୍ଫାଲ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବର୍ବରତାର ଭିଡିଓ ଭାଇରାଲ୍ ପରେ ମଣିପୁର ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ । ସକାଳେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଏବେ ଗିରଫ କରାଯାଇଛି ।…

ବର୍ଷେ ପାଇଁ ସମ୍ବଲପୁରରେ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ

ସମ୍ବଲପୁର: ସହରରେ ଶାନ୍ତି ବଜାୟ ରଖିବାକୁ ବଡ଼ ନିଷ୍ପତ୍ତି । ସମ୍ବଲପୁରରେ ଏକ ବର୍ଷ ଯାଏ କୌଣସି ଧାର୍ମିକ ଶୋଭାଯାତ୍ରା ହେବ ନାହିଁ । ଆଜି ବସିଥିବା ଶାନ୍ତି କମିଟି ବୈଠକରେ ଏକ ବର୍ଷ ଲାଗି ସମ୍ବଲପୁରରେ କୌଣସି ଧାର୍ମିକ ଶୋଭାଯାତ୍ରା ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲ…

ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରୀ ଓ ବିଳମ୍ବ କାମ ପାଇଁ ସରୁନି ଓଡ଼ିଶାର ୪ଟି ଏନ୍ଏଚ୍ ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ୱର: ଢେଙ୍କାନାଳରେ ଧିମେଇ ଚାଲିଛି ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ । ଗୋଟିଏ କି ୨ଟି ନୁହେଁ ଢେଙ୍କାନାଳରେ ୪ଟି ଜାତୀୟ ରାଜପଥ ନିର୍ମାଣ ମନ୍ଥର ଗତିରେ ଚାଲିଛି । ଆଉ ବିଳମ୍ବିତ ନିର୍ମାଣର କାରଣ ହେଉଛି ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ସହ ଠିକାଦାରଙ୍କ ମନ୍ଥର ଗତିରେ…

ଫିଫା ର‌୍ୟାଙ୍କିଙ୍ଗ : ୯୯ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଫିଫା ର‌୍ୟାଙ୍କିଙ୍ଗରେ ସୁନୀଲ ଛେତ୍ରୀ ନେତୃତ୍ୱାଧୀନ ଭାରତୀୟ ଦଳ ୯୯ତମ ସ୍ଥାନରେ ରହିଛି । ୨୦୧୮ ପରଠାରୁ ପ୍ରଥମ ଥର ଭାରତ ୧୦୦ ର‌୍ୟାଙ୍କରୁ ଉପରକୁ ଉଠିଛି । କ୍ରୋଏସିଆର କୋଚ ଆଇଗର ଷ୍ଟିମାକଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳର ପ୍ରଦର୍ଶନରେ ସୁଧାର ଘଟିଛି । ନିକଟରେ ଭୁବନେଶ୍ୱରରେ…

ବିଗ ବଜେଟ ସାଇକୋଲୋଜିକାଲ ଥ୍ରୀଲରରେ ଏକତ୍ର ଅଭିନୟ କରିବେ କଙ୍ଗନା, ବିଜୟ ସେତୁପତି

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଓ ସାଉଥର ଲୋକପ୍ରିୟ କଳାକାର ବିଜୟ ସେତୁପତି ଏକ ବିଗ ବଜେଟ ଫିଲ୍ମରେ ଏକତ୍ର ଅଭିନୟ କରିବେ । ଅହିଂସା ଏଂଟରଟେନମେଂଟ ଓ ଟ୍ରିଡେଂଟ ଆର୍ଟ୍ସ ପକ୍ଷରୁ ଏହି ଫିଲ୍ମ ନିର୍ମାଣ କରାଯାଉଛି । ଏହି ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମର ନିର୍ଦ୍ଦେଶକଙ୍କ ନାମ ଘୋଷଣା…

ବିନା ସର୍ତ୍ତରେ ରାହୁଲଙ୍କ ହାତ ଧରିବେ ଶର୍ମିଳା!

ଭୁବନେଶ୍ୱର: କଂଗ୍ରେସର ନୂଆ ଫଣ୍ଡା ଏକତା। ନିଜ ଭିତରେ ଲଢେଇ ନ କରି ସମସ୍ତେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବାକୁ ଦଳ ସବୁଠୁ ଅଧିକ ଧ୍ୟାନ ଦେଉଛି। ତେଲେଙ୍ଗାନାରେ ଏହାର ବଡ଼ ପ୍ରତିଫଳନ ଦେଖିବାକୁ ମିଳିଛି। ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ ଦଳୀୟ ନେତାଙ୍କୁ ମ୍ୟାନେଜ କରି ଗୋଟିଏ…

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଥାନାରେ କନେଷ୍ଟବଳ ଅଟକ

ପାରଳାଖେମୁଣ୍ଡି: ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ । ଗିରଫ ହେଲେ ପୋଲିସ କନେଷ୍ଟବଳ । ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ଗିରଫ କନେଷ୍ଟବଳ ଜଣଙ୍କ ହେଉଛନ୍ତି ତ୍ରିନାଥ ସାହୁ । ସେ ମୋହନା ଥାନାରେ…

ଆଇନ ଜାଲରେ ‘ଇଣ୍ଡିଆ’

ଭୁବନେଶ୍ୱର: ଗଠନ ହେବାଠାରୁ ବିବାଦ ଇଣ୍ଡିଆର ପିଛା ଛାଡୁନି। ମିଳିତ ବିରୋଧୀ ମେଣ୍ଟର ନୂଆ ନାଁ ଇଣ୍ଡିଆ ରଖାଯିବା ପରେ ବିଜେପି ଏହାକୁ ତୀଵ୍ର ବିରୋଧ କରିଛି। ଇଣ୍ଡିଆ ନାଁ ପଞ୍ଜିକୃତ ହୋଇପାରିବ କି ନାହିଁ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ସେପଟେ ଠିକ ଏଭଳି ସମୟରେ ବିରୋଧୀ ମେଣ୍ଟର ନାଁ…

ଦୋନୋ ଫିଲ୍ମ ମାଧ୍ୟମରେ ମନୋରଞ୍ଜନ ଦୁନିଆରେ ପାଦ ଥାପିବେ ସୂରଜଙ୍କ ପୂଅ ଅବନୀଶ ବଡଜାତ୍ୟା

ମୁମ୍ବାଇ: ପାରିବାରିକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ରାଜଶ୍ରୀ ପ୍ରଡକ୍ସନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମହାନ ନିର୍ଦ୍ଦେଶକ ସୂରଜ ବଡଜାତ୍ୟାଙ୍କ ପୁଅ ଅବନୀଶ ଏହି ବ୍ୟାନର ତଳେ ମନୋରଞ୍ଜନ ଦୁନିଆରେ ପାଦ ଥାପିବେ । ସେ ନିର୍ଦ୍ଦେଶକ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିବାକୁ…