Latest Odisha News

BREAKING NEWS

Browsing Category

ଫିଚର

ମାଛକୁଣ୍ଡ ପୋଲିସକୁ ସଫଳତା: ୧୧୨ କେଜି ଗଞ୍ଜେଇ ଜବତ, ବାଇକ ସହ ୫ ଗିରଫ

କୋରାପୁଟ: ପୁଣି ମାଛକୁଣ୍ଡ ପୋଲିସକୁ ମିଳିଲା ବଡ ସଫଳତା। ମାଲକାନଗିରି ଜିଲ୍ଲାରୁ ଜୟପୁରକୁ ଗଞ୍ଜେଇ ଚାଲାଣ ବେଳେ ଅନକାଡେଲି ଅଞ୍ଚଳରେ ମାଡିବସିଲା ମାଛକୁଣ୍ଡ ପୋଲିସ। ଘଟଣାରେ ୧୧୨ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ବାଇକରେ ଗଞ୍ଜେଇ…

ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ପୁରୀ: ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର । ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର। ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀବାସୀଙ୍କ ପାଇଁ ଏହି ଦ୍ୱାର ଖୋଲାଯାଇଛି । ପଶ୍ଚିମଦ୍ୱାର ଆଜି ଖୋଲିବା ପରେ ପୁରୀ ବାସିନ୍ଦା ପରଚିୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି…

ପେଟ୍ରୋଲ ଡିଜେଲର ନୂତନ ଦର ଜାରି, କେତେ ବଢିଲା ପ୍ରମୁଖ ସହରରେ ପେଟ୍ରୋଲ ରେଟ୍ ?

ନୂଆଦିଲ୍ଲୀ: ଜାରି ହେଲା ପେଟ୍ରୋଲ ଡିଜେଲର ନୂତନ ଦର। ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ତେବେ ସପ୍ତାହର ପ୍ରଥମ ଦିନରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। ଆଜି ବି ପେଟ୍ରୋଲ ଡିଜେଲର ଦର ସ୍ଥିର ରହିଛି। ଗତ…

ରାଜଧାନୀର ଫ୍ଲାଏ ବୋମିଖାଲ ଓଭର ବ୍ରିଜ ତଳକୁ ପାର୍କିଂ ଅଞ୍ଚଳ ଚିହ୍ନଟ କଲା ବିଏମସି

ଭୁବନେଶ୍ୱର: ବ୍ୟସ୍ତବହୁଳ କଟକ-ପୁରୀ ରାଜ୍ୟ ରାଜପଥରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବୋମିଖାଲ ରୋଡ୍ ଓଭରବ୍ରିଜ୍ ଅଧୀନରେ ଥିବା ଅଞ୍ଚଳକୁ ପାର୍କିଂସ୍ଥଳ ଭାବେ ଘୋଷଣା କରିଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ଗଣମାଧ୍ୟମକୁ ସୂଚନା…

ମାତୃତ୍ୱ ଛୁଟିକୁ ଅନୁମତି ନଦେବା ମୌଳିକ ଅଧିକାରର ପରିପନ୍ଥୀ: ହାଇକୋର୍ଟ

କଟକ: ମାତୃତ୍ୱ ଛୁଟିକୁ ଅନୁମତି ନଦେବା ମହିଳାଙ୍କୁ ସମ୍ମାନ ସହ ବଞ୍ଚିବାର ମୌଳିକ ଅଧିକାରର ପରିପନ୍ଥୀ। ଓଡ଼ିଶା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି। ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକ ମହିଳା ମାତୃତ୍ବ ଛୁଟିପାଇବାକୁ ହକଦାର। ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଜଣେ…

ବିରଳ ଅସ୍ତ୍ରୋପଚାର: କଟା ହାତକୁ ଜୀବନ୍ତ ରଖିବାକୁ ଗୋଡରେ ଲଗାଇଲେ ଡ଼ାକ୍ତର

ଚୀନ୍‌: ସାଧାରଣତଃ ଡାକ୍ତରମାନଙ୍କୁ ଦୁନିଆରେ ଈଶ୍ୱରଙ୍କ ମାନ୍ୟତା ଦିଆଯାଇଛି । କାରଣ ସେମାନେ ହିଁ ଶେଷ ମୁହର୍ତ୍ତରେ ରୋଗୀର ଜୀବନ ରକ୍ଷା କରନ୍ତି । କିନ୍ତୁ ଚୀନର ଏକ ଡ଼ାକ୍ତରୀଦଳ ଗୋଟିଏ ପାଦ ଆଗକୁ ଯାଇ ଏପରି କିଛି ଚମତ୍କାରିତା କରି ଦେଖାଇଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ…

ହୁ ହୁ ହୋଇ ଜଳିଗଲା ବିୟର ଭର୍ତ୍ତି ଟ୍ରକ

ବଲାଙ୍ଗୀର: ହୁ ହୁ ହୋଇ ଜଳିଗଲା ବିୟର ଭର୍ତ୍ତି କଣ୍ଟେନର ବା ବଡ଼ ଟ୍ରକ। ରବିବାର ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ବିୟର ନଷ୍ଟ ହୋଇଯାଇଛି। ଟ୍ରକଟି ଆନ୍ଧ୍ରପ୍ରଦେଶର ଶ୍ରୀ ସିଟିରୁ ବିୟର କ୍ୟାନ ଭର୍ତ୍ତି କରି ବେଲପଡାସ୍ଥିତ ଏକ ପ୍ଲାଣ୍ଟକୁ ଆସୁଥିଲା। ତେବେ କୌଣସି କାରଣରୁ ଟ୍ରକଟି…

ମିଲଖା ସିଂ, ପିଟି ଉଷା ପାଇବେ ଏସଜେଏଫଆଇ ମେଡାଲ

ଅହମ୍ମଦାବାଦ: ଫ୍ଲାଇଙ୍ଗ ଶିଖ ମିଲଖା ସିଂ ଏବଂ ପିଟି ଉଷାଙ୍କୁ ୨୦୨୨ ବର୍ଷ ପାଇଁ ସମ୍ମାନଜନକ ଏସଜେଏଫଆଇ ମେଡାଲ ପ୍ରଦାନ କରାଯିବ । ଗୁଜରାଟର ସ୍ପୋର୍ଟ୍ସ କ୍ଲବରେ ଆୟୋଜିତ ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟସ ଫେଡେରେଶନ ଅଫ ଇଣ୍ଡିଆର ସାଧାରଣ ବୈଠକରେ ସମ୍ପର୍କରେ ନିଷ୍ପତି ହୋଇଥିଲା । ପୂର୍ବରୁ ବିଜୟ…

ସମ୍ବଲପୁରୀ ହସ୍ତତନ୍ତକୁ ଜିଆଇ ମାନ୍ୟତା ଦେବାକୁ ପ୍ରସ୍ତୁତି ଆରମ୍ଭ କଲା କେନ୍ଦ୍ର

ସମ୍ବଲପୁର: କେନ୍ଦ୍ର ସରକାର ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ ଉତ୍ପାଦକୁ ଜିଆଇ ଟ୍ୟାଗ୍ ଦେବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶନିବାର ସମ୍ବଲପୁରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଏକ କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରଣାଳୟର ବୟନଶିଳ୍ପ କମିଶନର ରୋପ ରାଶି ଏହି…

ବୟସ୍କଙ୍କ ପାଇଁ ଏୟାରବ୍ୟାଗ: ଦେବ ତାଙ୍କୁ ସୁରକ୍ଷା , ତଳେ ପଡ଼ିଲେ ଭାଙ୍ଗିବ ନାହିଁ ହାଡ଼

ଚୀନ: ସାଧାରଣତଃ ବୟସ ବଢିଲେ ମଣିଷର ହାଡ ଦୁର୍ବଳ ହୋଇଯାଏ । ମଣିଷ ନିଜ ଉପରେ ନିୟନ୍ତ୍ରଣ ହରାଇଥାଏ । ଯଦି ବାର୍ଦ୍ଧକ୍ୟ ଅବସ୍ଥାରେ କେହି ଅସାବଧାନତା ଯୋଗୁ ତଳେ ପଡ଼ିଯାଆନ୍ତି, ସଙ୍ଗେ ସଙ୍ଗେ ସେମାନଙ୍କର ହାଡ଼ ଭାଙ୍ଗି ଯାଇଥାଏ । ଆଉ ବୃଦ୍ଧାବସ୍ଥାରେ ଏହି ଭଙ୍ଗା ହାଡ଼କୁ ଯୋଡ଼ିବା ପ୍ରାୟତଃ ସମ୍ଭବ…