Latest Odisha News

BREAKING NEWS

Browsing Category

ଫିଚର

ଖାଲି ପେଟରେ ଘିଅ ସେବନ କେତେ ଦୂର ଠିକ୍, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସ୍ଲିମ୍ ଫିଗର ପାଇଁ ଯୁବପିଢି ଡାଏଟ୍ ଚାର୍ଟ ଅନୁସରଣ କରନ୍ତି। ତେଣୁ ଆଜିର ଦିନରେ ଏକ ଟ୍ରେଣ୍ଡ ଚାଲିଛି 'ଯେଉଁମାନେ ପତଳା, ସେମାନେ ଫିଟ୍'। ଏହି ଧାରାକୁ ଅନୁସରଣ କରି ଆଜିର ଯୁବପିଢ଼ି ନିଜକୁ ପତଳା ରଖିବା ଏବଂ ଓଜନ ନିୟନ୍ତ୍ରଣ କରିବା ପାଇଁ ଘିଅ ଏବଂ…

ବିଜେପି ରାଜ୍ୟ ଅଧ୍ୟକ୍ଷ ବଦଳିରେ କ୍ଷୁବ୍ଧ ହେଲେ ସମର୍ଥକ: କୀଟନାଶକ ପିଇଦେଲେ ଜିଲ୍ଲା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ୨୦୨୪ ପୂର୍ବରୁ ଭାରତୀୟ ଜନତା ପାର୍ଟି ସଂଗଠନ ସଜାଡୁଛି । ଏଥିପାଇଁ ୪ଟି ରାଜ୍ୟରେ ନୂଆ ଅଧ୍ୟକ୍ଷ ନିଯୁ୍କ୍ତି କରିଛି । ଏହି ପରିପ୍ରେକ୍ଷୀରେ ତେଲେଙ୍ଗାନା ରାଜ୍ୟ ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ପାଇଛନ୍ତି କେନ୍ଦ୍ର ମନ୍ତ୍ରୀ କିଶନ ରେଡ୍ଡି । ସଞ୍ଜୟ ବନ୍ଦୀଙ୍କୁ ପଦରୁ ହଟାଇ ତାଙ୍କ…

ହେଲମେଟ୍ ପିନ୍ଧି ରୋଗୀଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର

ବଲାଙ୍ଗିର: ଗାଡ଼ି ଚଲାଉ ନାହାନ୍ତି ବରଂ ଡାକ୍ତର ରୋଗୀ ଦେଖୁଛନ୍ତି, ହେଲମେଟ୍ ପିନ୍ଧି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଣ୍ଡମୁଦ ସ୍ୱାସ୍ଥ୍ୟକେନ୍ଦ୍ରରେ । ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ହେଲମେଟ୍ ପିନ୍ଧି ରୋଗୀ ଦେଖିବାକୁ ବାଧ୍ୟ ହେଉଛନ୍ତି ଡାକ୍ତର…

ରାଜଧାନୀରୁ ନିଖୋଜ ଛାତ୍ର ଟିଟିଲାଗଡରୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର

ଭବନେଶ୍ୱର: ଟିଟିଲାଗଡରୁ ଉଦ୍ଧାର ହେଲେ ରାଜଧାନୀରୁ  ନିଖୋଜ ଛାତ୍ର । ଗତକାଲି ଠାରୁ ୨ ନାବାଳକ ଛାତ୍ର ସ୍କୁଲ ଯାଇ ନିଖୋଜ ହାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି  ନ ପାଇବା ପରେ ଚନ୍ଦକା ଥାନାର ଦ୍ୱାରସ୍ଥ  ହୋଇଥିଲେ । ପୋଲିସ ସେମାନଙ୍କୁ  ଆଜି ଟିଟିଲାଗଡରୁ ଠାବ କରିଛି ।…

ରତ୍ନଭଣ୍ଡାର ଖୋଲିବା ମାମଲା, ପୁରୀ ଗଜପତି ମହାରାଜାଙ୍କ ସହ ୩ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ୪ ଜଣଙ୍କୁ ନୋଟିସ୍ କରିଛନ୍ତି କୋର୍ଟ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ୩ ଜଣ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା…

ଗୀତା କପରୁଙ୍କ ଜନ୍ମଦିନ, ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଗୀତା ମାଆ

ମୁମ୍ବାଇ: ଆଜି ପ୍ରସିଦ୍ଧ କୋରିଓଗ୍ରାଫର ଗୀତା କପୁରଙ୍କ ୫୦ତମ ଜନ୍ମଦିନ। ୧୯୭୩ ମସିହା ଜୁଲାଇ ୫ ତାରିଖ ଦିନ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତଙ୍କ ପ୍ରିୟ ଗୀତା ମାଆଙ୍କ ଯାତ୍ରା ସହଜ ନଥିଲା। ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ ପ୍ରସିଦ୍ଧ କୋରିଓଗ୍ରାଫର ଯାତ୍ରା…

ଲାଞ୍ଚ ନେଉଥିଲେ ଆରଆଇ; ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଲାଞ୍ଚ ନେବାବେଳେ ଧରାପଡିଲେ ରାଜସ୍ୱ ନିରୀକ୍ଷକ । ୨୫ ହଜାର ଟଙ୍କା ପାଇଁ ଏବେ  ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ । ଲାଞ୍ଚ ନେବାବେଳେ  ମାଲକାନଗିରି ତହସିଲ ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି ।…

ରାଜଧାନୀରୁ ଛାତ୍ର ନିଖୋଜ: ଗତକାଲିଠୁ ସ୍କୁଲ ଯାଇ ଘରକୁ ଫେରି ନାହାନ୍ତି

ଭବନେଶ୍ୱର: ରାଜଧାନରୁ ଛାତ୍ର ନିଖୋଜ । ୨ ନାବାଳକ ଛାତ୍ର ସ୍କୁଲ ଯାଇ ନିଖୋଜ ହାଇ ଯାଇଛନ୍ତି  । ଗତକାଲିଠାରୁ ସ୍କୁଲ ଯାଇ ଘରକୁ ଫେରି ନାହାନ୍ତି ଏହି ଦୁଇ ଛାତ୍ର । ପିଲାଙ୍କୁ ଖୋଜି ଆଣିବା ପାଇଁ ପରିବାର ଲାେକେ ଚନ୍ଦକା ଥାନାର ଦ୍ୱାରସ୍ଥ ହୋଇ ନେହୁରା ହୋଇଛନ୍ତି । ନିଖୋଜ ଛାତ୍ର…

ବୌଦ୍ଧରେ ବିଜେପି କର୍ମୀଙ୍କ ନାରା-‘ପାଣ୍ଡିଆନ୍ ଫେରିଯାଅ’

ବୌଦ୍ଧ: ପ୍ରଥମେ ଜଗତସିଂହପୁର, ତା ପରେ ସୁବର୍ଣ୍ଣପୁର ଏବଂ ଆଜି ବୌଦ୍ଧରେ ୫ଟି ସଚିବଙ୍କୁ ବିରୋଧ ।  ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକର୍ତ୍ତାମାନେ ବୁଧବାର କଳା ପତାକା ପ୍ରଦର୍ଶନ କରି ୫ଟି ସଚିବଙ୍କ ବୌଦ୍ଧ ଗସ୍ତକୁ ବିରୋଧ କରିଛନ୍ତି । ଏଥିସହିତ  ବିଜେପି…