Latest Odisha News

BREAKING NEWS

Browsing Category

ଫିଚର

ଡ଼େଲିଭରି ବୟଙ୍କଠାରୁ ପାର୍ସଲ ନେଲା ଶିମ୍ପାଞ୍ଜି , ଦେଲା ଟଙ୍କା

ୠଷ: ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ଗଭୀର । ଯଦିଓ ପଶୁମାନେ ମଣିଷର ଶବ୍ଦ ବୁଝିପାରନ୍ତି ନାହିଁ, କିନ୍ତୁ ମଣିଷ ସେମାନଙ୍କୁ ଏପରି ପ୍ରଶିକ୍ଷଣ ଦେଇଥାନ୍ତି ଯେ ପଶୁମାନେ ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବେ କରିପାରନ୍ତି । ଏବେ ଏକ ଭାଇରାଲ୍ ଭିଡିଓରେ ଏହି ତାଲିମର ଏକ ଅନନ୍ୟ ଉଦାହରଣ…

ୟୁ ଟ୍ୟୁବରେ ଲିକ ହେଲା ଆଦିପୁରୁଷ, ୨.୩ ମିଲିୟନ ଲୋକ ଦେଖି ସାରିଲେଣି

ମୁମ୍ବାଇ: ବକ୍ସ ଅଫିସରେ ପ୍ରଭାସ, କୃତି ସେନନ ଓ ସୈଫ ଅଲି ଖାଁ ଅଭିନୀତ ଆଦିପୁରୁଷ ଆଶାନୁରୂପ ବ୍ୟବସାୟ କରିପାରି ନାହିଁ । ମହାକାବ୍ୟ ରାମାୟଣ ଉପରେ ଆଧରିତ ଏହି ଫିଲ୍ମକୁ ମେକର୍ସ ପକ୍ଷରୁ ଯେଉଁ ଭଳି ଭାବେ ପରିବେଷଣ କରାଯାଇଥିଲା ତାହା ଦର୍ଶକଙ୍କୁ ପସନ୍ଦ ଆସି ନ ଥିଲା । ଏବେ ପାଇରସୀ ୱେବସାଇଟ…

ମୂଷାର ମୃତ୍ୟୁ ପରେ ଅସ୍ଥି ଧରି ବିଶ୍ୱ ଭ୍ରମଣରେ ବାହାରିଲେ ମହିଳା

ବ୍ରିଟେନ: ନିଃସର୍ତ୍ତ ଭାବେ ପରସ୍ପରକୁ ଭଲ ପାଇବା ଏମିତି ଏକ ସମ୍ପର୍କ ଯାହାକୁ ସାରା ଜୀବନ କେହି ବି ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହଁନ୍ତି । ନିଜ ପ୍ରିୟ ସମ୍ପର୍କୀୟଙ୍କୁ ଭଲ ପାଇବା ଓ ସେମାନଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିବା ଘଟଣାର ଅନେକ ଉଦାହରଣ ରହିଛି । କେବଳ ମଣିଷ ମଣିଷ…

ଆଶେସ ସିରିଜ: ଅଷ୍ଟ୍ରେଲିଆକୁ ହରାଇଲା ଇଂଲଣ୍ଡ

ଲିଡ୍ସ: ଏଠାରେ ଅନୁଷ୍ଠିତ ଆଶେସ କ୍ରିକେଟ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡ ୩ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଠ ସିରିଜ ୨-୧ ସ୍ଥିତିକୁ ଆସିଛି । ସିରିଜ ଏବେ ରୋମାଂଚକ ସ୍ଥିତିରେ ପଂହଚିଛି । ଅଷ୍ଟ୍ରେଲିଆ ପ୍ରଥମ ୨ଟି ଟେଷ୍ଟରେ ବିଜୟ ହାସଲ କରିଥିଲା । ୨୫୧…

ଟି୨୦ ସିରିଜ: ହରମନପ୍ରୀଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶକୁ ହରାଇଲା ଭାରତ

ମୀରପୁର: ହରମନପ୍ରୀତ କୌରଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ୭ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୫ ୱିକେଟ ହରାଇ ୧୧୪ ରନ କରିଥିଲା । ଶୋରନା ଅଖତାର ୨୮, ସାଥୀ ରାଣୀ ୨୨ ଓ…

ଏହି ଗ୍ରାମରେ ପୁରୁଷଙ୍କ ପ୍ରବେଶ ମନା, ବଂଶ ବୃଦ୍ଧି ପାଇଁ ମହିଳା ବାହାରକୁ ଯାଆନ୍ତି

ନୂଆଦିଲ୍ଲୀ: ବିଚିତ୍ରମୟ ପୃଥିବୀ । ଆଉ ଏହାଠାରୁ ବଡ ବିଚିତ୍ର ଲୋକଙ୍କ ଚଳଣି । ଆପଣମାନେ କେବେ ବିଶ୍ୱାସ କରିବେ ଯେ, ଏପରି ଏକ ଗ୍ରାମ ଅଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ମନା । ଆଫ୍ରିକାର କେନିୟାରେ ଏହି ଗ୍ରାମ ରହିଛି । ଏହାର ନାମ ଉମୋଜୋ । ବଂଶ ବୃଦ୍ଧି ପାଇଁ ମହିଳାମାନେ ଆବଶ୍ୟକ ବାହାରକୁ…

ଅଢେଇ ମିନିଟ୍‌ରେ ଭାଙ୍ଗିଲେ ୩୦୦ ନଡ଼ିଆ, କଲେ ବିଶ୍ୱ ରେକର୍ଡ଼

ହରିୟାଣା: ଅଢେଇ ମିନିଟ୍‌ରେ ଭାଙ୍ଗିଲେ ୩୦୦ ନଡ଼ିଆ । ତାହାପୁଣି କୌଣସି ହାତୁଡ଼ିରେ ନୁହେଁ, ହାତରେ । ଆଉ ବିଶ୍ୱ ରେକର୍ଡ଼ ବି କରିଲେ । ଏହା ଅବିଶ୍ୱାସ ଲାଗୁଥିଲେ ବି ଘଟଣାଟି ସତ । ହରିୟାଣାର ଆଦିଲ ନାମକ ଜଣେ ବ୍ୟକ୍ତି ଏପରି କରି ଚର୍ଚ୍ଚାକୁ ଆସିଛନ୍ତି । ହରିୟାଣାର ନୁହ ଜିଲା ହିରମାଥାଲା…

ବାହୁବଲୀ-୩ର ଟ୍ରେଲର ଲିକ୍ : ମୋଟା ମହିଳାଙ୍କୁ କାନ୍ଧରେ ଉଠାଇଲେ ଯୁବକ

ଆଜିକାଲି ସୋସିଆଲ ମିଡିଆ ଏକ ରୋଜଗାରର ମାଧ୍ୟମ ପାଲଟିଛି । ଆଉ ଯୁବପିଢି ଆକର୍ଷଣୀୟ କଣ୍ଟେଟ ପ୍ରସ୍ତୁତ କରି ଭିଡ଼ିଓ ବନାଉଛନ୍ତି ଏବଂ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ…

ପ୍ରେମ ସଭିଙ୍କ ପାଇଁ, ଘୃଣା କାହା ପାଇଁ ନୁହେଁ-କୋରାନ ପ୍ରଦର୍ଶନୀରେ ଏମିିତି ବାର୍ତ୍ତା ବାଣ୍ଟିଲେ ଅହମଦିୟା ମୁସଲିମ…

ଭୁବନେଶ୍ୱର:  ଅହମଦିୟା ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଭୁବନେଶ୍ୱର ମସଜିଦ ହମଦ ୟୁନିଟ୍ ୪ ଠାରେ ଏକ କୋରାନ ପ୍ରଦର୍ଶନୀର ଆୟୋଜନ କରାଯାଇଛି ।  ଆଧ୍ୟାତ୍ମିକ ଗୁରୁ ହଜରତ ମିର୍ଜା ମସରୁର ଅହମଦଙ୍କ ଆଦେଶ ଅନୁଯାୟୀ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀ ମାଧ୍ୟମରେ ପବିତ୍ର…

ଗୁଜରାଟରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର

ଭୁବନେଶ୍ୱର: କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର  ରାଜ୍ୟସଭା ନିର୍ବାଚନରେ ଗୁଜରାଟରୁ ନାମାଙ୍କନ ପତ୍ର ଦାଖଲ କରିବେ । ଜୟଶଙ୍କରଙ୍କ ରାଜ୍ୟସଭା କାର୍ଯକାଳ ଅଗଷ୍ଟ ମାସରେ ଶେଷ ହେବ । ତେଣୁ ଏହା ପୂର୍ବରୁ ସେ ରାଜ୍ୟସଭା ନିର୍ବାଚନରେ ସେ ଭାଗ ନେଇ ପାରନ୍ତି ବୋଲି କୁହାଯାଉଛି ।…