Latest Odisha News

BREAKING NEWS

Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ଭାରତରେ ଲଞ୍ଚ ହେଲା ରିୟଲମି ଏକ୍ସ୫୦ପ୍ରୋ ୫ଜି ସ୍ମାର୍ଟଫୋନ, ମିଳିବ ଦୁଇଟି ସେଲ୍ଫି କ୍ୟାମେରା

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ' ରିୟଲମି' ତାର ନୂଆ ୫ଜି ସ୍ମାର୍ଟଫୋନ ରିୟଲମି ଏକ୍ସ୫୦ପ୍ରୋ କୁ ଆଜି ୨୪ ଫେବୃଆରୀ ରେ ଲଞ୍ଚ କରିଛି | ହେଲେ ଦେଶରେ ଏହାର ନେଟୱର୍କ ଉପଲବ୍ଧ ନାହିଁ | ରିୟଲମି ଭାରତରେ ତାର ସବୁଠୁ ମହଙ୍ଗା ଓ ପ୍ରଥମ ୫ଜି ସ୍ମାର୍ଟ ଫୋନ ଲଞ୍ଚ କରିଛି |…

ହ୍ୱାଟ୍ସଆପରେ ଆସିଲା ନୂଆ ଅପଡେଟ୍ ଫିଚର୍‌, ଜାଣନ୍ତୁ…

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ସ ହ୍ୱାଟ୍ସଆପରେ ଯୋଡି ହୋଇଛି ନୂଆ ଫିଚର୍ । ଏହାର ଡାର୍କ ମୋଡରେ କମ୍ପାନୀ ପକ୍ଷରୁ କିଛି ନୂଆ ଅପଡେଟ୍ ଜାରି କରାଯାଇଛି । ଖାସ୍ କରି ଆଇଫୋନ୍ ତଥା ଆପେଲ୍ ଗ୍ରାହକଙ୍କ ଲାଗି ଏହି ଅପଡେଟ୍ ଜାରି କରାଯାଇଛି । ଯାହାଫଳରେ ଏବେ ଡାର୍କମୋଡରେ ସାମିଲ ହୋଇଛି…

ଭାରତ ବଜାରରେ ସାଓମିର ଇଲେକ୍ଟ୍ରିକ ଟୁଥ ବ୍ରସ, ଜାଣନ୍ତୁ ଏହାର ମୂଲ୍ୟ ଓ ବ୍ୟବହାର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିଛି ସାଓମିର ନୂଆ ଇଲେକ୍ଟ୍ରିକ ଟୁଥ ବ୍ରସ । ଚୀନ୍‌ର ଟେକ୍‌ କମ୍ପାନୀ ସାଓମି ଭାରତରେ ଏମ୍‌ଆଇ ଇଲେକ୍ଟ୍ରିକ୍‌ ଟୁଥବ୍ରଶ୍‌ ଟି୩୦୦ ଲଞ୍ଚ୍‌ କରିଛି। ଏହାର ଦାମ୍‌ କମ୍ପାନୀ ୱେବସାଇଟରେ ୧୨୯୯ ଟଙ୍କା ରହିଛି। କିପରି କିଣିବେ: ଏହି ଇଲେକ୍ଟ୍ରିକ…

ଆସିଲା ଜିଓର ନୂଆ ପ୍ରିପେଡ୍ ପ୍ଲାନ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ଲାଗି ଜିଓ ତା’ର ପ୍ରିପେଡ୍ ପ୍ଲାନରେ ସମାନ୍ୟ ପରିବର୍ତ୍ତନ କରି ଆଣିଛି ନୂଆ ଆକର୍ଷଣୀୟ ଅଫର । ଯେଉଁଥିରେ ପ୍ରତିଦିନ ୟୁଜର୍ସଙ୍କୁ ମିଳିପାରିବ ୧.୫ ଜିବି ଯାଏଁ ଡାଟା। ଜିଓ ପକ୍ଷରୁ ୨୦୨୦ ପ୍ଲାନକୁ ବଦଳା ଯାଇ ୨୧୨୧ ପ୍ଲାନ୍ କରାଯାଇଛି । ଜାଣନ୍ତୁ, ଏହି ନୂତନ…

ଭାରତରେ ଲଞ୍ଚ ହେଲା ହୋଣ୍ଡା ଫୋର୍ଜା ୩୦୦; ରୟାଲ ଏନଫିଲଡ଼କୁ ଦେବ ଟକ୍କର !

ହୋଣ୍ଡା ଫୋର୍ଜା ୩୦୦ କୁ କମ୍ପାନୀ ପ୍ରଥମେ ଗୁରୁଗ୍ରାମରେ ପ୍ରସ୍ତୁତ କରିଥିଲା | ହୋଣ୍ଡା ଏହି ବିଷୟରେ କୌଣସି ଖୁଲାସା କରିନାହିଁ, ହୋଣ୍ଡା ଫୋର୍ଜା ୩୦୦ ଭାରତ ରେ ସିବିୟୁ ( କଂପଲିଟଲି ବିଲଟ ୟୁନିଟ ) ରେ ପ୍ରସ୍ତୁତ କରି ଆଣିବ ଅବା ସିକେଡି ( କଂପଲିଟଲି ନାକ ଡାଉନ) ମଧ୍ୟମରେ ଆଣିବ | ହୋଣ୍ଡା…

ନୂଆ ବିଏସ ୬ ହିରୋ ସ୍ପ୍ଲେଣ୍ଡର: ଜାଣନ୍ତୁ କିପରି ଲୁକ-ଷ୍ଟାଇଲରେ, ମାଇଲେଜରେ ଦମଦାର !

ଦୁନିଆର ସବୁଠୁ ବଡ଼ ଦୁଇଚକିଆ ଗାଡି ନିର୍ମାତା କମ୍ପାନୀ ହିରୋ ମୋଟୋକୋପ ବଜାରକୁ ନିଜର ନୂଆ ମୋଟରସାଇକେଲ ସ୍ପ୍ଲେଣ୍ଡର ପ୍ଲସ କୁ ବିଏସ୬ ଇଞ୍ଜିନ ସହ ଅପଡେଟ କରି ଲଞ୍ଚ କରିଛି | ନୂଆ ବିଏସ୬ ହିରୋ ସ୍ପେଣ୍ଡର କୁ କମ୍ପାନୀ ବହୁତ କିଛି ପରିବର୍ତ୍ତନ କରିଛି | ଯାହାଦ୍ୱାରା ବାଇକ ମୂଲ୍ୟ…

ଚଳିତ ବର୍ଷ ଗେମିଂର ମଜା ହେବ ଦ୍ୱିଗୁଣ : ୫ ହରର ଗେମ୍ ରିଲିଜ ହେବ

ନୂଆଦିଲ୍ଲୀ: ଅନଲାଇନ ଗେମିଂର ଶୌକିନ ରଖୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ୫ ହରର ଗେମ୍ ରିଲିଜ ହେବ । ଏହି ଗେମ୍ କମ୍ପାନୀଙ୍କ ମତରେ ଏହା ପବଜୀ ଓ କଲ ଅଫ ଡ୍ୟୁଟିକୁ ପଛରେ ପକାଇଦେବ । ତାଲିକାର ଶୀର୍ଷରେ ରହିଛି ଡାଇଙ୍ଗ ଲାଇଟ-୨ । ପୂର୍ବ ସଂସ୍କରଣ ତୁଳନାରେ ଅନେକ ନୂତନ…

ଜାନୁୟାରୀରେ ୪ଜି ଡାଉନଲୋଡ ସ୍ପିଡ଼ ଚାର୍ଟରେ ଜିଓ ସର୍ବାଗ୍ରେ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ଜାନୁୟାରୀ ମାସରେ ସେକେଣ୍ଡ ପ୍ରତି ୨୦.୯ ମେଗାବିଟ (ଏମବିପିଏସ) ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଅନ୍ୟ ସମସ୍ତ ଟେଲିକମ ଅପରେଟରମାନଙ୍କ ଠାରୁ ଯଥେଷ୍ଟ ଆଗରେ ରାହିଥିବା ଭାରତୀୟ…

ଏହି ଉପାୟରେ ଜାଣନ୍ତୁ ଆପଣଙ୍କ କଲ ରେକର୍ଡ଼ିଂ ହେଉଛି କି ନାହିଁ…

ଭୁବନେଶ୍ୱର: ଅନେକ ସମୟରେ ଆମେ ଅନେକ ଧୋକାଧାରୀର ଶିକାର ହୁଅନ୍ତି । ତେବେ ଚୋର ଯେତେ ଚାଲାଖ ହେଲେ ମଧ୍ୟ ଧାରା ପଡିବା ପାଇଁ କିଛି ନା ବାଟ ସେ ଛାଡି ଦେଇଥାଏ । ତେବେ ଅନେକ ସମୟରେ ଆମେ ଶୁଣିଥାଉ ଲୋକଙ୍କ ଇଚ୍ଛା ବିରୁଦ୍ଧରେ କେହି ସେମାନଙ୍କ କଲ୍ ରେକର୍ଡ଼ କରୁଥାଏ । ଯାହାକୁ ପରେ ହୁଏତ…

ଯୁବ ପିଢ଼ୀଙ୍କ ଚାକିରୀ ଖାଉଛି ରୋବୋଟ

ନୂଆଦିଲ୍ଲୀ:ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଏବେ ଯୁବ ପିଢ଼ୀଙ୍କ ଚାକିରୀ ଅତ୍ୟାଧୁନିକ ରୋବୋଟ ଖାଉଛି । କରୋନା ଭାଇରସକୁ ରୋକିବା ପାଇଁ ଚୀନ ସରକାର ରୋଗୀଙ୍କ ପାଖକୁ ରୋବୋଟ ପଠାଇ ଚିକିତ୍ସା ସୁବିଧା ଯୋଗାଉଛି । ରିପୋର୍ଟ ମୁତାବକ ଏଥିଯୋଗୁ ୨୦୦୦୦ ବ୍ୟକ୍ତି ସେମାନଙ୍କ ଚାକିରୀ ହରାଇ ସାରିଲେଣି…