Latest Odisha News

BREAKING NEWS

Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ଟାଟା ନାନୋକୁ ସୋଲାର କାରରେ ବଦଳାଇଦେଲେ ଏହି ବ୍ୟକ୍ତି, ମାତ୍ର ୩୦ ଟଙ୍କା ଖର୍ଚ୍ଚରେ ଯାଇପାରୁଛନ୍ତି ୧୦୦ କିଲୋମିଟର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ସରକାର ମଧ୍ୟ ବୈଦ୍ୟୁତିକ ଯାନକୁ କିଭଳି ଅଧିକରୁ ଅଧିକ ଚଳାଇହେବ ସେନେଇ ବିଭିନ୍ନ ଯୋଜନା କରୁଛନ୍ତି । ରୋଡ ଟ୍ୟାକ୍ସ ଛାଡ ସହ ସବସିଡି ଦେଇ ଲୋକଙ୍କୁ ବୈଦ୍ୟୁତିକ ଯାନ ବ୍ୟବହାର କରିବାକୁ ସରକାର ଆକର୍ଷିତ…

ହୋଣ୍ଡା ଲଞ୍ଚ କଲା ୧୦୦ ସିସିର ସାଇନ, ସ୍ପ୍ଲେଣ୍ଡର ଓ ପ୍ଲାଟିନାକୁ ଦେବ କଡା ଟକ୍କର

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ହୋଣ୍ଡା ଶେଷରେ ୧୦୦ସିସିର ସାଇନ ଲଞ୍ଚ କରିଛି ​​। ଭାରତୀୟ ବଜାରରେ ଏହି ବାଇକ୍ ହିରୋ ସ୍ପ୍ଲେଣ୍ଡର ଏବଂ ବଜାଜ ପ୍ଲାଟିନାକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି । ଏହାପୂର୍ବରୁ, ହୋଣ୍ଡାର ସାଇନ ୧୨୫ସିସିରେ ଆସୁଥିବାବେଳେ ଏବେ ହୋଣ୍ଡା ସାଇନ ୧୦୦…

ବିଶ୍ୱର ସବୁଠାରୁ ଦାମୀ ଘଣ୍ଟା ବାବଦରେ ଜାଣିଛନ୍ତି କି?

ଆଜିକାଲି ସମସ୍ତେ ସ୍ମାର୍ଟ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଆଉ ସ୍ମାର୍ଟ ଘଣ୍ଟାର ଅଧିକ ଲୋକପ୍ରିୟତା ଯୋଗୁଁ ଦିନକୁ ଦିନ ହାତଘଣ୍ଟାର ଚାହିଦା କମିବାରେ ଲାଗିଛି । ତେବେ ଏବେ ବି ଏମିତି କିଛି ଅଛନ୍ତି ଯେଉଁମାନେ ହାତଘଣ୍ଟା ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି, ଆଉ ଏଥିପାଇଁ ଲକ୍ଷ ଲକ୍ଷ…

ଆପଣଙ୍କ ପୁରୁଣା ଟିଭି ହୋଇପାରିବ ସ୍ମାର୍ଟ ଟିଭି, ଲଗାନ୍ତୁ ଏହି ଡିଭାଇସ

ନୂଆଦିଲ୍ଲୀ: ବଜାରରେ ଦରଦାମ ଯେତେବେଲେ ପକେଟ ଉପରେ ବୋଝ ପାଲଟିଛି ସେତେବେଳେ ନୂଆ ଲାଇଫଷ୍ଟାଇଲରେ ବଞ୍ଚିବା ଭାରି କଷ୍ଟ। କିନ୍ତୁ ଯାହା ହେଲେ ବି ସମୟ ସହ ତାଳ ଦେଇ ଚାଲିବାକୁ ହେବ। କାରଣ ଆଜିର ସ୍ମାର୍ଟଫୋନ୍ ଯୁଗରେ ଆଉଟଡେଟେଡ ହେଲେ ଲାଭ କମ୍ ଘାଟା ଅଧିକ। ଏପରି ସମୟରେ ଏକ ଡିଭାଇସ ଆସିଛି।…

ଇ-ସାଇକେଲ ଲଂଚ କଲା କାର ନିର୍ମାତା ‘ଅଡ଼ି’

ନ୍ୟୁୟର୍କ: ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଇ-ସାଇକେଲକୁ ନେଇ କ୍ରେଜ୍ ବଢ଼ିବାରେ ଲାଗିଛି । ବିଶେଷ କରି ଡିଜାଇନ ସାଙ୍ଗକୁ ଅଳ୍ପ ପରିଶ୍ରମରେ ଏହି ସାଇକେଲ ଚଳାଇହେଉଥିବାରୁ ଏବେ ଅଧିକାଂଶ ଯୁବପିଢ଼ି ଇ-ସାଇକେଲକୁ ଆପଣାଉଛନ୍ତି । ଏହାକୁ ନଜରରେ ରଖି କାର ନିର୍ମାତା ଅଡି ଏହାର ଇ-ସାଇକେଲ ଲଂଚ…

ବିନା ଫୋନରେ ଚାର୍ଜର ଲଗାଇ ଛାଡ଼ିଦେବା ଯୋଗୁଁ ଖର୍ଚ୍ଚ ହୁଏ କି ବିଦ୍ୟୁତ?

ଆପଣ ଅନେକ ସମୟରେ ମୋବାଇଲ ଫୋନ ଚାର୍ଜ କରିବା ପରେ ଚାର୍ଜରକୁ ସେମିତି ଲଗାଇ ଛାଡିଦେଇଥାନ୍ତି । ବହୁତ ସମୟ ଯାଏଁ ସୁଇଚ ବନ୍ଦ କରିନଥାନ୍ତି । ତେବେ କେବେ ଭାବିଛନ୍ତି କି ମୋବାଇଲ ଫୋନ ନ ଲାଗିଥିଲେ ବି ଚାର୍ଜର ବିଦ୍ୟୁତ ଅପଚୟ କରିଥାଏ । ଆଜି ଆମେ ଆପଣଙ୍କୁ ମୋବାଇଲ ଫୋନ ଓ ଚାର୍ଜର ସହ ଜଡିତ…

ଏହି ମୋଡରେ ଚଲାନ୍ତୁ ଏସି, କମିଯିବ ବିଦ୍ୟୁତ ବିଲ

ଯଦି ଆପଣଙ୍କ ଘରେ କିମ୍ବା ଅଫିସରେ ଏସି ଅଛି, ତେବେ ଆପଣ ନିଶ୍ଚୟ ଦେଖିଥିବେ ଯେ ଏସିରେ ଅନେକ ମୋଡ୍ ଥାଏ | ତେବେ ଏସି ବା ଏୟାର କଣ୍ଡିସନରରେ ଏମିତି ଏକ ମୋଡ୍ ମଧ୍ୟ ଅଛି, ଯେଉଁଥିରେ ଏସି ଚଳାଇବା ଦ୍ୱାରା ବିଦ୍ୟୁତ ବିଲ କମିଯାଇଥାଏ | ବାସ୍ତବରେ ଏସିରେ ଡ୍ରାଏ ମୋଡ୍, ହିଟ ମୋଡ୍ ଏବଂ କୁଲିଙ୍ଗ…

ବସ୍ ନା ଟ୍ରେନ୍ ? ବିଶ୍ୱର ପ୍ରଥମ “ଡୁଆଲ୍ ମୋଡ୍‌” ଗାଡି

ଭୁବନେଶ୍ୱର: ଅଗ୍ରଗତି କରୁଛି ସାରା ବିଶ୍ୱ । ପ୍ରତିଦିନ ସାମ୍ନାକୁ ଆସୁଛି ନୂଆନୂଆ ଉଦ୍ଭାବନ । ଖାସ କରି ଗାଡି ନିର୍ମାଣ କ୍ଷେତ୍ରରେ ଦେଖିବାକୁ ମିଳୁଛି ଭଳିକିଭଳି ପରିବର୍ତ୍ତନ । ଏହି ଧାରାରେ ଅତ୍ୟାଧୁନିକ ମାନସିକତା ରଖୁଥିବା ଜାପାନ ଆଣିଛି ବିଶ୍ୱର ପ୍ରଥମ ଡୁଆଲ୍ ମୋଡ୍ ଗାଡି । ଗତ…

ଭାରତର ଦୃତତ୍ତମ ଇଲେକ୍ଟ୍ରିକ୍ ହାଇପର୍ କାର “Ekonk”

ଭୁବନେଶ୍ୱର: ଭାରତୀୟ ଇଲେକ୍ଟ୍ରିକ୍ ମୋଟର ଯାନ ନିର୍ମାଣ କମ୍ପାନୀ ଭାଜିରାନୀ ଅଟୋମୋଟିଭ ଲଂଚ କଲା ଦେଶର ଦୃତତ୍ତମ ସିଙ୍ଗଲ୍ ସିଟର୍ ଇଲେକ୍ଟ୍ରିକ୍ ହାଇପର୍ କାର ଇକୋଙ୍କ । ସ୍ପେସ୍ ସିପ୍ ଭଳି ମଡେଲରେ ନିର୍ମିତ ଏହି କାରର ଓଜନ ମାତ୍ର ୭୩୮ କି.ଗ୍ରା ରହିଛି । ଭାରତୀୟ ପୁରାଣ ଅନୁଯାୟୀ ଇକୋଙ୍କର…