Latest Odisha News

BREAKING NEWS

Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ଭାରତରେ ଲଞ୍ଚ ହେଲା iQOO Neo 10R; ଗେମିଙ୍ଗ ପାଇଁ ରହିଛି ଖାସ୍ ଫିଚର

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଗେମିଙ୍ଗ  ପସନ୍ଦ ଏବଂ ଏକ ନୂଆ ପାଓ୍ବାରଫୁଲ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବହୁତ ଭଲ ଖବର ଆସିଯାଇଛି । ଅଗ୍ରଣୀ ମୋବାଇଲ୍ ଫୋନ୍ କମ୍ପାନୀ iQOO ଏହାର ନୂତନ ସ୍ମାର୍ଟଫୋନ୍ iQOO Neo 10R ଭାରତରେ ଆଜି ଲଞ୍ଚ କରିଛି । ଏହାର…

BMW C400 GT: ଷ୍ଟାଇଲିସ୍ ଲୁକ୍, ସ୍ମାର୍ଟ ଫିଚର ଓ ବୁଲେଟ୍ ଅପେକ୍ଷା ଅଧିକ ପାଓ୍ବାରଫୁଲ!

ଭୁବନେଶ୍ବର: ବିଳାସପୂର୍ଣ୍ଣ ମୋଟରସାଇକେଲ ନିର୍ମାତା BMW Motorrad India ନିଜର ମ୍ୟାକ୍ସି ସ୍କୁଟର BMW C400 GT ର 2025 ମଡେଲ ଲଞ୍ଚ କରିଛି । ଏହାର ମୂଲ୍ୟ ୧୧.୫୦ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍) ରହିଛି, ଯାହା ବର୍ତ୍ତମାନର ମଡେଲ ତୁଳନାରେ ମାତ୍ର ୨୫,୦୦୦ ଟଙ୍କା ମହଙ୍ଗା । ଏହାର…

iPhone 14,15 ଓ 16ରେ ମିଳୁଛି ୧୦ହଜାର ଟଙ୍କାର ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର୍‌ ଲାଭ

ଯଦି ଆପଣ ବହୁତ ଦିନ ଧରି ଆପଲର ଆଇଫୋନ କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହା ଏକ ବଡ଼ ସୁଯୋଗ। ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଏହି ସେଲ ଆରମ୍ଭ ହୋଇଛି। ଯେଉଁଥିରେ ଆପଣ କେବଳ ଆପଲ ସ୍ମାର୍ଟଫୋନ ନୁହେଁ ବରଂ ଅନ୍ୟ ବ୍ରାଣ୍ଡର ସ୍ମାର୍ଟଫୋନ ଉପରେ ମଧ୍ୟ ବିପୁଳ ରିହାତି ପାଇବେ। ଏହି…

୧୦ହଜାରରୁ କମ୍ ମୂଲ୍ୟରେ ଭାରତରେ ଲଞ୍ଚ ହେଲା POCO M7 5G

ନୂଆଦିଲ୍ଲୀ: POCO ନିଜର M ସିରିଜ ସ୍ମାର୍ଟଫୋନ୍ M7 5G ଲଞ୍ଚ କରିଛି । କମ୍ ମୂଲ୍ୟରେ ଏକ ଭଲ ଫୋନ୍ ଖୋଜୁଥିବା ୟୁଜୁରଙ୍କୁ ଏହି ଫୋନ ଆକର୍ଷିତ କରିବ । ଏହି ଫୋନଟି ସ୍ନାପଡ୍ରାଗନ 4 ଜେନ୍‌ 2 ଚିପସେଟ୍‌, 5ଜି ନେଟୱର୍କ ସପୋର୍ଟ, 5160mAh ବ୍ୟାଟେରୀ, 50MP ପ୍ରାଇମେରି କ୍ୟାମେରା ସହ ଆସିଛି ।…

Tecno Spark Slim: ଦୁନିଆର ସବୁଠୁ ପତଳା ଫୋନ, ଜାଣନ୍ତୁ ଫିଚର

ଭୁବନେଶ୍ବର: ବର୍ତ୍ତମାନ, ଟେକ୍ନୋ ସ୍ପାର୍କ ସ୍ଲିମ୍ (Tecno Spark Slim) ସ୍ମାର୍ଟଫୋନ୍ ଚର୍ଚ୍ଚାରେ ରହିଛି । ଏହା ଦୁନିଆର ସବୁଠାରୁ ପତଳା ଫୋନ୍ ହେବାକୁ ଯାଉଛି । କମ୍ପାନୀ ଏହି ଆଗାମୀ ଫୋନକୁ ମୋବାଇଲ ୱାର୍ଲ୍ଡ କଂଗ୍ରେସ MWC 2025 (୩-୬ମାର୍ଚ୍ଚ) ରେ ପ୍ରଦର୍ଶିତ କରିବାକୁ ଯାଉଛି । ଏହି…

ଖୁବ୍ ଶୀଘ୍ର ବଜାରକୁ ଆସିବ ବଜେଟ୍ ଫ୍ରେଣ୍ଡେଲି ଜିଓ ଇ-ସାଇକେଲ୍

ନୂଆଦିଲ୍ଲୀ: ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇଲେକ୍ଟ୍ରିକ୍ ଯାନ (ଇଭି) ବଜାରରେ ପ୍ରବେଶ କରିବାକୁ ଯାଉଛି। ଜିଓ ନିକଟରେ ଏକ ଇଲେକ୍ଟ୍ରିକ୍ ସାଇକେଲ୍ ମଡେଲ୍ ଆଣିଛି । ଯାହା ଥରେ ଚାର୍ଜିଂ କଲେ ୮୦ ରୁ ୧୦୦ କିଲୋମିଟର ଦୂରତା ଅତିକ୍ରମ କରିବାରେ ସହାୟକ ହୋଇଥାଏ । ଜିଓ…

ଆସିଗଲା 200MP କ୍ୟାମେରା ଥିବା Xiaomi 15 Ultra ସ୍ମାର୍ଟଫୋନ୍; ଜାଣନ୍ତୁ ପ୍ରାଇସ

ନୂଆଦିଲ୍ଲୀ: ସାଓମି (Xiaomi) ନିଜର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍ Xiaomi 15 Ultraକୁ ଲଞ୍ଚ କରିଛି । ସାଓମି ପୁଣିଥରେ ନିଜର ଲାଟେଷ୍ଟ ସ୍ମାର୍ଟଫୋନ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କମ୍ପାନୀ ଅନେକ ଦମଗାର ଫିଚର ସହିତ Xiaomi 15 Ultra କୁ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍…

ବଜାରକୁ ଆସିଲା ରୟାଲ୍ ଏନଫିଲ୍ଡ ର ନୂଆ Guerrilla 450

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ବାଇକ୍ କୁ ଯୁବବର୍ଗ ବେଶ୍ ପସନ୍ଦ କରନ୍ତି । କମ୍ପାନୀ ନିଜର ଲୋକପ୍ରିୟ ବାଇକ୍ ଗୁରିଲା 450 (Royal Enfield Guerrilla 450 )ପାଇଁ ଏକ ନୂଆ ପିକ୍ସ ବ୍ରୋଞ୍ଜ୍ (Peix Bronze) ରଙ୍ଗ ଆଣିଛି, ଯାହା କେବଳ ମିଡ୍ ସ୍ପେକ୍ ଡ୍ୟାସ୍ ଭାରିଆଣ୍ଟରେ ମିଳିବ । ଏହାର…

ଏହି ଦିନ ହେବ Infinix Note 50 ସିରିଜର ଲଞ୍ଚ, ଜାଣନ୍ତୁ ଫିଚର..

ଭୁବନେଶ୍ବର: ଇନଫିନିକ୍ସ ନିଜର ନୂଆ ମିଡ୍ ରେଞ୍ଜର ସ୍ମାର୍ଟଫୋନ୍ ଇନଫିନିକ୍ସ ନୋଟ୍ 50 (Infinix Note 50) ସିରିଜର ଲଞ୍ଚ ତାରିଖ ପ୍ରକାଶ କରିଛି । ଇନଷ୍ଟାଗ୍ରାମରେ ଅଫିସିଆଲ୍ ଟିଜର ପୋଷ୍ଟର ଅନୁଯାୟୀ, ଇନଫିନିକ୍ସ ଇଣ୍ଡୋନେସିଆ ବଜାରରେ ଆଗାମୀ ମାର୍ଚ୍ଚ ୩ରେ ଇନଫିନିକ୍ସ ନୋଟ୍ 50 ସିରିଜ୍…

ଆଜିଠାରୁ iPhone 16eର ପ୍ରି-ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆପଣ ଆଜି ସନ୍ଧ୍ୟା ୬:୩୦ରୁ ଆପଲର ଲାଟେଷ୍ଟ ଆଇଫୋନ୍ 16e ମଡେଲ୍ ର ପ୍ରି-ବୁକ୍ କରିପାରିବେ । ଏହି ଫୋନର ଡେଲିଭରି ୨୮ ଫେବୃଆରୀରୁ ଆରମ୍ଭ ହେବ। iPhone16eକୁ ବ୍ଲାକ୍ ଏବଂ ହ୍ବାଇଟ୍ କଲର ଅପ୍ସନରେ ଲଞ୍ଚ କରାଯାଇଛି । iPhone 16e ଭାରତରେ ପ୍ରାରମ୍ଭିକ ମୂଲ୍ୟରେ ୫୯,୯୦୦…