Latest Odisha News
Browsing Category

ସ୍ୱାଧିନତା ଦିବସ

Independence Day

ସ୍ୱାଧୀନତା ସଂଗ୍ରାମ ଲଢ଼େଇରେ ଅଜଣା, ଅଶୁଣା ହୋଇ ରହି ଯାଇଥିବା ବୀରପୁରୁଷମାନେ

ପୁରୀ:କିଛି ହାତଗଣତି ମହାପୁରୁଷ ଭାରତକୁ ସ୍ୱାଧୀନ କରିଛନ୍ତି ଭାବିବା ଭୁଲ । ମହାତ୍ମା ଗାନ୍ଧୀ, ସୁବାସ ବୋଷ, ଜବାହାରଲାଲ ନେହେରୁଙ୍କ ପରି ମହାପୁରୁଷ ଆଢ଼ୁଆଳରେ ରହି ଯାଇଛନ୍ତି ଅନେକ ବୀର ପୁରୁଷ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ । ରାନୀ ଗାଇଡିନିଲୁ: ବ୍ରିଟିଶ ସରକାର ବିରୋଧରେ ରାନୀ…

ସ୍ୱାଧିନତା ଦିବସ ୨୦୨୦: ମହାନ ନାୟକଙ୍କ କାହାଣୀ !

ଭୁବନେଶ୍ୱର: ସାରା ଦେଶରେ କରୋନା ମହାମାରୀର ଚଡକ । ହେଲେ ବି ଅଣ୍ଟା ସଳଖି ଛିଡା ହୋଇ ଭାରତ ପ୍ରତିବର୍ଷ ଭଳି ପାଳିବ ସ୍ୱାଧିନତା ଦିବସ । ୧୯୪୭, ଅଗଷ୍ଟ୧୫ରେ ଭାରତ ହାସଲ କରିଥିଲା ସ୍ୱାଧିନତା । ହେଲେ ଏହି ଧାରାରେ ବଳିପଡିଥିଲେ ଅନେକ ମହାନ ନାୟକ, ବୀର ସୁପୁତ୍ର ଓ ସେନା ନାୟକ । ୨୦୦ ବର୍ଷର…

କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ, ଜାଣନ୍ତୁ

ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ପାଳନ ହୁଏ ସ୍ୱାଧୀନତା ଦିବସ । ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯିବ । ତେବେ କେଉଁ ଜିଲ୍ଲାରୁ କିଏ ପତାକା ଉତ୍ତୋଳନ କରିବେ ଆସନ୍ତୁ ଜାଣିବା । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…

ସ୍ୱାଧୀନତା ଦିବସର ୧୦ ଅଜଣା କଥା, ଜାଣନ୍ତୁ

ନୂଆଦିଲ୍ଲୀ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ କବଳରୁ ମୁକ୍ତି ପାଇଥିଲା ଭାରତ । ଦୀର୍ଘ ୨ଶହ ବର୍ଷର ସଂଗ୍ରାମ ପରେ ପ୍ରଥମ କରି ଭାରତ ଚାଖିଥିଲା ସ୍ୱାଧୀନତାର ସ୍ୱାଦ । ଏଥିପାଇଁ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ବଳିଦାନ ଦେବାକୁ ପଡିଥିଲା । ସ୍ୱାଧୀନତା ସଂଗ୍ରମୀଙ୍କ ସଂଗ୍ରାମ, କଠିନ…

ଦେଶର ପ୍ରଥମ ସ୍ୱାଧୀନତା ଦିବସ ପାଳନ ବେଳେ କେଉଁଠି ଥିଲେ ଗାନ୍ଧିଜୀ !

ଭୁବନେଶ୍ୱର: ଦେଶ ସ୍ୱାଧୀନ ହେବା ସହିତ ୧୯୪୭ ମସିହା ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ ହୋଇଥିଲା । ଦେଶ ସ୍ୱାଧୀନତା ପାଇଁ ମଙ୍ଗ ଧରିଥିବା ମହାତ୍ମାଗାନ୍ଧି କିନ୍ତୁ ଉତ୍ସବରେ ନିଜକୁ ସାମିଲ କରି ନଥିଲେ । ୨୦୦ ବର୍ଷ ଧରି ଦେଶରେ ରାଜୁତି କରୁଥିବା ଇଂରେଜମାନଙ୍କୁ ବିତାଡିତ କରିବାରେ ନିଜର…

ସ୍ୱାଧୀନତା ଦିବସ: ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କର ବି ରହିଛି ପ୍ରମୁଖ ଯୋଗଦାନ

ଭୁବନେଶ୍ୱର: ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇବା ତଥା ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଯୋଗଦାନ ଖୁବ୍ ରହିଛି । ଯେଉଁମାନେକି ଏକଜୁଟ୍ ହୋଇ ଭାରତୀୟ ମାଟିରୁ ବ୍ରିଟିଶ ମାନଙ୍କୁ ତଡିବାରେ ସଫଳ ହୋଇଥିଲେ । ସ୍ୱାଧୀନତା ପାଇବା ପାଇଁ ପୁରୁଷ ମାନଙ୍କ ସହ…