Latest Odisha News

BREAKING NEWS

Browsing Category

ଫ୍ୟାସନ

ଫ୍ୟାଶନ୍ ଟ୍ରେଣ୍ଡରେ ଲଙ୍ଗ୍ ବୁଟ୍ସ…

ଭୁବନେଶ୍ୱର: ଏବେ ମଡ଼ର୍ଣ୍ଣ ଲୁକ୍ସ ପାଇଁ ଲଙ୍ଗ୍ ବୁଟ୍ସକୁ ମହିଳାମାନେ ବେଶ୍ ପସନ୍ଦ କରିବାର ଦେଖାଯାଉଛି । ଯେକୌଣସି ସମୟରେ ପାଦକୁ ଆରାମ ଦେବା ପାଇଁ ମୋଜା ତ ପିନ୍ଧିବା ନିହାତି ଆବଶ୍ୟକ । କିନ୍ତୁ ଯଦି ଆପଣ ଲଙ୍ଗ୍ ବୁଟ୍ସ୍ ପିନ୍ଧୁଛନ୍ତି ତେବେ କେତେଗୁଡ଼ିଏ ଷ୍ଟାଇଲ୍ ପ୍ରତି ବିଶେଷ ଧ୍ୟାନ…

ଟ୍ରାଡ଼ିସନାଲ୍ ପଞ୍ଜାବୀ ସାଲୱାର୍ ସୁଟ୍ : ଲାଟେଷ୍ଟ୍ ଆରାମଦାୟକ ଆଉଟଫିଟ୍

ଭୁବନେଶ୍ୱର: ଫ୍ୟାଶନ୍ କହିଲେ ଏବେର ଆରାମଦାୟକ ଆଉଟଫିଟ୍ ବୁଝିବାକୁ ପଡ଼ିବ । ତେବେ କିଛିଟା ଟ୍ରାଡ଼ିସନାଲ୍ କପଡ଼ା କୌଣସି ବିଶେଷ ଅବସରରେ ପିନ୍ଧିବାର ସୁଯୋଗ ମିଳେ । ସାଲୱାର୍ ସୁଟ୍ କଥା ପଡ଼ିଲେ ପ୍ରଥମତଃ ପଞ୍ଜାବୀ ସୁଟ୍ ପ୍ରତି ସମସ୍ତଙ୍କର ବିଶେଷ ଆକର୍ଷଣ ଥାଏ । ଏହା ଯେକୌଣସି ଫିଗର୍କୁ ବି…

କେଶର ଯତ୍ନ ଲାଗି କିଛି ଘରୋଇ ଟିପ୍ସ…

ଭୁବନେଶ୍ୱର: ବର୍ଷା ହେଉ କି ଖରା ସବୁ ସମୟରେ କେଶ ମୂଳ କୁଣ୍ଡେଇ ହେବା ସାଧାରଣ କଥା । ଅଧିକାଂଶ ଲୋକଙ୍କୁ ଲାଗେ ଯେ ଉକୁଣୀ କିମ୍ବା ରୁପି ଯୋଗୁଁ ଏପରି ହୁଏ । କିନ୍ତୁ କେଶମୂଳ ଶୁଷ୍କ, ସାମ୍ପ୍ୟୁ, ଖାଦ୍ୟ-ପାନୀୟରେ ଅନିୟମିତତା, କେଶରୁ ଝାଳ ବାହାରିବା, ଜୀବାଣୁ ସଂକ୍ରମଣ ଯୋଗୁଁ କେଶ ମୂଳ…

ସମ୍ବଲପୁରୀ ପଶାପାଲି ଶାଢ଼ୀ: ଉତ୍କୃଷ୍ଟ ଓଡ଼ିଆ କଳା କାରିଗରୀର ନମୁନା

ଓଡ଼ିଶାର ପରିପାଟୀ ଶୈଳୀ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର । ଆଉ ଏହାର ସମସ୍ତ ଶ୍ରେୟ ହେଉଛି ବାନ୍ଧ କାରୁକାର୍ଯ୍ୟର । ବିଭିନ୍ନ ପ୍ରକାର ସୂତା ବସ୍ତ୍ରରେ ବାନ୍ଧ କାମ କରାଯାଇ ଆକର୍ଷଣୀୟ କରାଯାଇଥାଏ । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଏହି ତନ୍ତ ବିଦ୍ୟା ଜଡ଼ିତ । ବିଭିନ୍ନ ମନ୍ଦିରର ସ୍ଥାପତ୍ୟକୁ…

ଓଡ଼ିଆ ଝିଅ ଲାବଣ୍ୟା ଦାସ ମାଲେସିଆରେ ଜିତିଲେ ‘ମିସ୍ ୟୁନିଭର୍ସ ଟିନ୍ ଟୁରିଜିମ ଆମ୍ବାସଡ଼ର ୨୦୧୮’ ଟାଇଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରୀ ଲାବଣ୍ୟା ଦାସ ମାଲେସିଆରେ ଅନୁଷ୍ଠିତ ହୋଇଥିବା ‘ମିସ୍ ଟୁରିଜିମ ଆମ୍ବାସଡ଼ର ୟୁନିଭର୍ସ ଟିନ୍ ୨୦୧୮’ ଟାଇଟଲ୍ ଜିତି ସମଗ୍ର ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏହା ଓଡ଼ିଶା ଲାଗି…

ସିନ୍ଦୂର – ଶାରୀରିକ ସୁସ୍ଥତାର ମହାଷୌଧି…

ବାହାଘର ପରେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବାର ପରମ୍ପରା ହିନ୍ଦୁ ଧର୍ମରେ ପ୍ରଚଳିତ । ଏହା ସଧବାର ପ୍ରତୀକ ଏବଂ ପ୍ରତ୍ୟେକ ବିବାହିତ ମହିଳା ପାଇଁ ଏହାଠାରୁ ମୂଲ୍ୟବାନ୍ ଜିନିଷ ଆଉ କିଛି ନାହିଁ । ତେବେ ଆପଣ କ’ଣ ଜାଣନ୍ତି ସିନ୍ଦୂର ସ୍ୱାସ୍ଥ୍ୟ ପାଇଁ ବହୁ ବିଶେଷତ୍ୱ ବହନ କରିଥାଏ ! -…

ଜାଣନ୍ତୁ ଶରୀର ପାଇଁ କେତେ ଉପକାରୀ ହଳଦୀ ତେଲ

ଦୈନନ୍ଦିନ ଜୀବନରେ ଆମେ ହଳଦୀକୁ ମସଲା ତଥା ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାଉ । ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆମ ଭିତରୁ ଅନେକ ହଳଦୀର ତେଲ ସମ୍ପର୍କରେ ଜାଣିନଥିବେ, ଖାଲି ଯେ ହଳଦୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ ତା ନୁହେଁ, ଏହାର ତେଲ ମଧ୍ୟ ବହୁ ଲାଭଦାୟକ…

ଉନ୍ମୋଚିତ ହେଲା ରାଜଧାନୀର ପ୍ରଥମ ଫ୍ୟାଶନ ପତ୍ରିକା ‘ପଶ୍ ଆଫେୟାର’

ଭୁବନେଶ୍ୱର : ଓଡ଼ିଶାରୁ ପ୍ରଥମକରି ଲଞ୍ଚ୍ ହେଲା ଫ୍ୟାଶନ ପତ୍ରିକା ‘ପଶ୍ ଆଫେୟାର’ । ରାଜଧାନୀର ଦୁଇ ଜଣାଶୁଣା ଫ୍ୟାଶନ୍ ଡ଼ିଜାଇନର୍ ଦିନେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ରୋଶନ ସାହୁ ଏହି ପତ୍ରିକାଟିକୁ ଭିନ୍ନ ଶୈଳୀରେ ପ୍ରକାଶିତ କରିଛନ୍ତି । ଏହି ଦୁଇ ଫ୍ୟାଶନ ଡ଼ିଜାଇନର୍ ସେମାନଙ୍କର…

ଥାଇଲାଣ୍ଡ ‘ଆନ୍ତର୍ଜାତିକ ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ପ୍ରତିଯୋଗିତା: ଓଡ଼ିଆ ଝିଅ ଲାବଣ୍ୟା ଜିତିଲେ ୩ଟି ପୁରସ୍କାର

ଭୁବନେଶ୍ୱର : ଲାବଣ୍ୟା ଦାସ । କୁନି ଝିଅଟିଏ । ଏପଟେ ପାଠପଢା ସେପଟେ ଦୁନିଆକୁ ଜିତିବାର ପଣ । ଭୁବନେଶ୍ୱର ଡ଼ିଏଭି ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଲାବଣ୍ୟା ଆଖିରେ ଅନେକ ସ୍ୱପ୍ନ । ଓଡ଼ିଶୀ ନୃତ୍ୟର ମଙ୍ଗଳାଚରଣରୁ ଆରମ୍ଭ କରି ରକ୍ ହିପହପ୍ ଡ଼୍ୟାନ୍ସରେ ଏହି କୁନି ଝିଅଟିର…

ଆସୁଛି ଚର୍ଚ୍ଚିତ ସିନେମା ‘ପାଟଣାଗଡ଼’, ଫିଲ୍ମ ରିଲିଜ୍ ଆଗରୁ ଟିଜର୍ ସୋସିଆଲ୍ ମିଡ଼ିଆରେ ହିଟ୍ !

ଭୁବନେଶ୍ୱର : ସେଦିନ ଥିଲା ୨୩ ଫେବୃୟାରୀ ୨୦୧୮ ମସିହା । ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ସାରା ଓଡ଼ିଶାକୁ ଦୋହଲେଇ ଦେଇଥିଲା । ଏହି ପାର୍ସଲ ବୋମା ପ୍ରସଙ୍ଗ ହିଁ ୨ସପ୍ତାହ ଧରି ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ପାର୍ସଲ ବୋମା ବିସ୍ଫୋରଣ ପରି ସତ୍ୟ ଘଟଣାକୁ…