Latest Odisha News

BREAKING NEWS

Browsing Category

ଫ୍ୟାସନ

ଶୀତ ଦିନେ ଫଟା ଗୋଇଠିକୁ ନେଇ ଚିନ୍ତିତ କି? ଜାଣନ୍ତୁ ଘରୋଇ ଜିନିଷରୁ ଏହାର ଉପଚାର

ଭୁବନେଶ୍ଵର: ଆରମ୍ଭ ହେଲାଣି ଶୀତ । ଏହି ସମୟରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ। ଶୀତ ଦିନେ ପାଦ ଓ ଗୋଇଠି ଫାଟିବା ଏକ ସାଧାରଣ ସମସ୍ୟା ଅଟେ । କିଛି ଲୋକଙ୍କର ଗୋଇଠି ଏପରି ଫାଟେ ଯେ ସେଥିରୁ ରକ୍ତ ବାହାରିଥାଏ । ଚର୍ମ ଶୁଷ୍କ ହେଲେ ଗୋଇଠି ଫାଟିଥାଏ। ତେଣୁ ଚେହେରା ଭଳି ଗୋଇଠିର…

ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍

ଭୁବନେଶ୍ଵର: ମହିଳା ମାନଙ୍କର ମେକଅପ୍ ଜିନିଷ କହିଲେ ପ୍ରଥମେ ନଜରରେ ପଡିଥାଏ ଲିପଷ୍ଟିକ । ଲିପଷ୍ଟିକ ବିନା ମହିଳା ମାନଙ୍କର ମେକଅପ ସମ୍ପୂର୍ଣ୍ଣ ହୁଏନି । ଅନ୍ୟ ମେକଅପ ସାମଗ୍ରୀ ଅପେକ୍ଷା ମହିଳାମାନେ ଲିପଷ୍ଟିକକୁ ଅଧିକ ଗରୁତ୍ୱ ଦିଅନ୍ତି । କାରଣ ଲିପଷ୍ଟିକ ବିନା ମେକଅପ ସମ୍ପୁର୍ଣ୍ଣ ଫିକା…

ଶୀତଦିନେ ଋପି ସମସ୍ୟା ନେଇ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ଵର: ମନୁଷ୍ୟ ସୌନ୍ଦର୍ଯ୍ୟର ମୂଳ ଅଂଶ ହେଉଛି କେଶ । କିନ୍ତୁ ବର୍ତ୍ତମାନ ସମୟରେ କେଶ ଝଡିବା ଏକ ସାଧାରଣ ସମସ୍ୟା ପାଲଟିଯାଇଛି । ଶୀତଦିନେ ତ୍ୱଚାର ଯତ୍ନ ସହିତ କେଶର ମଧ୍ୟ ସଠିକ୍‌ ଦେଖାଚାହାଁ କରିବା ନିହାତି ଜରୁରୀ । କାରଣ ଶୀତଦିନେ ଅନେକଙ୍କର କେଶ ରୁକ୍ଷ ହେବା ସହ କାହାର କାହାର…

ଶୀତ ଋତୁରେ କିପରି ନେବେ ତ୍ୱଚାର ଯତ୍ନ, ଆପଣାନ୍ତୁ କିଛି ଘରୋଇ ଟିପ୍ସ

ଭୁବନେଶ୍ଵର: ଆରମ୍ଭ ହୋଇଗଲାଣି ଶୀତଋତୁ। ଏହି ଋତୁରେ ଥଣ୍ଡା ପବନ ବହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ଏବଂ ଧିରେ ଧିରେ ଫାଟିବାକୁ ଲାଗେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାର ଉପଯୋଗରେ ଶୀତଦିନରେ ଆପଣ ତ୍ୱଚାର ଚମକ୍ ଆଣିପାରିବେ। ଥଣ୍ଡା…

ଦୁନିଆର ସବୁଠୁ ଦାମୀ ନେଲପଲିସ୍ , ମୂଲ୍ୟ ଶୁଣିଲେ ଆପଣ ହୋଇଯିବେ ତାଜୁବ୍…

ନୂଆଦିଲ୍ଲୀ: ନେଲପଲିସର ଦାମ୍ କୋଟି କୋଟି ଟଙ୍କା  । କତାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ବି ସତ  । ଗୋଟିଏ ଛୋଟ ବୋତଲ ନେଲ ପଲିସି ଦାମରେ ଆପଣ ଅତି କମରେ ଚାରିଟି ଅଡି କାର କିଣି ପାରିବେ । ତେବେ ଆସନ୍ତୁ ଜାଣିବା କାହିଁକି ଏହି ନେଲ ପଲିସର ମୂଲ୍ୟ ଏତେ ଅଧିକ?  ତେବେ…

ରୂପି ସମସ୍ୟାକୁ ନେଇ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

ଭୁବନେଶ୍ଵର: ଶୀତଦିନ ଆସିଗଲାଣି। ଶୀତ ଆସିଲେ ଅତ୍ୟଧିକ ଥଣ୍ଡା ହେତୁ ଅନେକ ପ୍ରକାରର ତ୍ୱଚା ଓ କେଶ ଜନିତ ସମସ୍ୟା ଦେଖାଦିଏ। ଏଥିସହ ଶୀତ ଦିନର ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍ । ଦେଖିବାକୁ ଗଲେ ରୂପି ଏକ ସାଧାରଣ ସମସ୍ୟା । ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ।…

ବ୍ୟବହାର କରନ୍ତୁ ନଡିଆ ତେଲ, ଦୂର ହେବ ତ୍ୱଚା ସମସ୍ୟା

ଭୁବନେଶ୍ଵର: ନଡିଆ ତେଲକୁ ଅନେକ ଲୋକ ବ୍ୟବହାର କରିଥାନ୍ତି । କେହି କେହି ଏହାକୁ ଖାଦ୍ୟରେ ବ୍ୟବହାର କରିଥାନ୍ତି ତ ପୁଣି କେହି କେହି ଏହି ତେଲକୁ ତ୍ୱଚା ପାଇଁ ବି ବ୍ୟବହାର କରିଥାନ୍ତି । ମାତ୍ର ଆଜିକାଲିର ଟ୍ରେଣ୍ଡ ଅନୁଯାୟୀ ତ୍ୱଚା ପାଇଁ ବଜାରରେ ଅନେକ ବିୟୁଟି ପ୍ରଡକ୍ଟସ ଉପଲବ୍ଧ । କିନ୍ତୁ…

ଆପଣ ପାଉଁଜି ପିନ୍ଧିବାକୁ ଭଲ ପାଆନ୍ତି କି ? ତେବେ ଜାଣନ୍ତୁ ଏହାର ଜବରଦସ୍ତ ଫାଇଦା

ଭୁବନେଶ୍ଵର: ନାରୀ ମାନଙ୍କୁ ଯେଉଁ କେତୋଟି ଅଳଙ୍କାର ପିନ୍ଧିବା ପାଇଁ ପସନ୍ଦ ହୋଇଥାଏ ସେଗୁଡିକ ମଧ୍ୟରୁ ପାଉଁଜି ଅନ୍ୟତମ। ହିନ୍ଦୁ ଶାସ୍ତ୍ର ଅନୁଯାଇ ନାରୀର ୧୬ ଶୃଙ୍ଗାର ମଧ୍ୟରୁ ପାଉଁଜି ଅନ୍ୟତମ। ଏହା କେବଳ ନାରୀର ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ ବରଂ ଏହାକୁ ନାରୀର ବ୍ୟକ୍ତିତ୍ୱର ପରିଚୟ…

ଧଳା ପୋଷାକରୁ କିପରି ଛଡାଇବେ ହଳଦୀ ଦାଗ: ଜାଣନ୍ତୁ ଘରୋଇ ଉପାୟ…

ଭୁବନେଶ୍ଵର: ଯେତେ ସତର୍କ ରହିଲେ ମଧ୍ୟ ଖାଦ୍ୟ ଖାଇଲା ବେଳେ ଆମ ପୋଷାକରେ ଅଇଁଠା ପଡ଼ିଯାଏ । ସେହିପରି ଘର କାମ ବେଳେ ହେଉ କି ଅନ୍ୟାନ୍ୟ କାମ ସମୟରେ କିଛି ନା କିଛି ଦାଗ ପୋଷାକରେ ଲାଗି ଯାଇଥାଏ, ଯାହାକି ସହଜରେ ଛାଡ଼ି ନ ଥାଏ । ତେବେ ଧୂଳି, ମାଟି ଆଦିକୁ ଛଡ଼ାଇବା ଏତେ କଷ୍ଟକର ହୋଇ ନ ଥିବା…

ଦରକାର ପଡ଼ିବନି ଡ୍ରାଇ କ୍ଲିନିକ, ଏମିତି ଧୋଇଲେ ନୂଆ ଦିଶିବ ସିଲ୍କ ଶାଢ଼ୀ

ଭୁବନେଶ୍ଵର: ରେଶମ ଶାଢ଼ୀ ବା ସିଲ୍କ ଶାଢ଼ୀ ପିନ୍ଧିବା ପ୍ରାୟତଃ ଆଜିକାଲିର ଏକ ଫ୍ୟାସନ । ଆଜିକାଲିର ମହିଳାମାନେ ରେଶମ ଶାଢ଼ୀ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ସେ ବିବାହ ହେଉ କି ବ୍ରତଘର, ପାର୍ଟି ହେଉ କି କୌଣସି ସଭା ସବୁଠି ଯିବା ପାଇଁ ପ୍ରାୟତଃ ମହିଳାମାନେ ରେଶମ ଶାଢ଼ୀ ହିଁ…