Latest Odisha News
Browsing Category

ଫ୍ୟାସନ

ଦିଲ୍ଲୀରେ ସମ୍ମାନିତ ହେଲା ଓଡ଼ିଶା ହ୍ୟାଣ୍ଡଲୁମ୍

ନୂଆଦିଲ୍ଲୀ: ଓଡ଼ିଶା ହ୍ୟାଣ୍ଡଲୁମର ପ୍ରଚାର ଓ ପ୍ରସାର ତଥା ବୁଣାକାରମାନଙ୍କ ହିତସାଧନ ଉଦେ୍ଧଶ୍ୟରେ ସ୍ୱେଚ୍ଛାସେବୀ ଅନୁÂାନ ‘ପ୍ରୟାସ’ ଦ୍ୱାରା ନୂଆଦିଲ୍ଲୀସ୍ଥିତ କ୍ଲବଠାରେ ଏହାର ପ୍ରଥମ ଫ୍ୟାସନ ଶୋ’ କାର୍ଯ୍ୟକ୍ରମ ‘ୱେଭ’ ଅନୁÂିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପରିସରରେ ଓଡ଼ିଶାର…

‘ଟିଆରା କ୍ୱିନ୍ ଅଫ୍ ଇଣ୍ଡିଆ କଣ୍ଟେଷ୍ଟ’ ଜିତି ଓଡ଼ିଶାକୁ ଗୌରବାନ୍ୱିତ କଲେ ସ୍ୱାଗତିକା

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଯୁବତୀ ସ୍ୱାଗତିକା କୁଅଁର ‘ଟିଆରା କ୍ୱିନ୍ ଅଫ୍ ଇଣ୍ଡିଆ କଣ୍ଟେଷ୍ଟ’ରେ ବିଜୟ ମୁକୁଟ ପିନ୍ଧି ସାରା ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ପିଲାଟି ଦିନରୁ ସ୍ୱାଗତିକା ମଡ଼େଲିଂ କରିବାକୁ ବେଶ୍ ଭଲ ପାଆନ୍ତି । ଏକ ମଧ୍ୟବିତ୍ତ ପରିବାରରେ ବଢି ଆସିଥିବା ତଥା…

ଗୋଆରେ ଚମକିଲେ ଓଡିଆ ଝିଅ, ହାତେଇଲେ ସୁପର ମଡେଲ୍ ଟାଇଟଲ୍

କେରାପୁଟ: ଗୋଆରେ ମିସ୍ ସୁପର ମଡେଲ୍ ଟାଇଟଲ୍ ହାସଲ କରି ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି ସୁଦୂର କୋରାପୁଟ ଝିଅ ପ୍ରାଗତିକା ରାୟ । ୧୦ମ ଶ୍ରେଣୀର ଏହି ଛାତ୍ରୀ ଜଣକ ସେମିଳିଗୁଡାର ଡେମଣ୍ଟ ପବ୍ଲିକ୍ ସ୍କୁଲରେ ଅଧୟନରତ । ସ୍ନେହା ଫିଲ୍ମସ୍ ଓ ଏନସେମବଲ୍ ଫ୍ୟାଶନ ପକ୍ଷରୁ ଆୟୋଜିତ ଏହି…

ମିସ୍ ବ୍ରିଟିଶ୍ ଏମ୍ପାୟାର୍ ପ୍ରତିଯୋଗିତା: ଓଡ଼ିଆ ଝିଅ ସେଫାଳୀଙ୍କୁ ମିଳିଲା ୨ୟ ରନର୍ସ-ଅପ୍ ଟାଇଟଲ୍ !

ଭୁବନେଶ୍ୱର: ବଲାଙ୍ଗୀର ଝିଅ ସେଫାଳୀ ଉଦଗାତା ବ୍ରିଟିଶ୍ ଏମ୍ପାୟାର୍ ସୁନ୍ଦରୀ ପ୍ରତିଯୋଗିତାର ୨ୟ ରନର୍ସ-ଅପ୍ ଟାଇଟଲ୍ ହାସଲ କରି ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଶ୍ରୀଲଙ୍କାରେ ଅନୁÂିତ ହୋଇଥିବା ଏହି ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ୟୁନାଇଟେଡ଼ କିଙ୍ଗଡ଼ମ ଦ୍ୱାରା…

ମେହେନ୍ଦି ରଙ୍ଗ ଗାଢ କରିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହିସବୁ ଉପାୟ

ଖାସକରି ଝିଅମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମେହେନ୍ଦି ଭିନ୍ନ ଏକଭୂମିକା ଗ୍ରହଣ କରିଥାଏ । ଆଜିକାର ସମୟରେ ବାହାଘର ତଥା ପର୍ବପର୍ବାଣୀ ସମୟରେ ଖୋଜା ପଡିଥାଏ ମେହେନ୍ଦିର । ମେହେନ୍ଦି ଲଗାଇବା ପରେ ଏହାର ରଙ୍ଗ କେତେ ଗାଢ ହେଉଛି, ସେନେଇ ବେଶ୍ ଆଗ୍ରହ ରହିଥାନ୍ତି ଝିଅ ଓ…

ମିଷ୍ଟର୍ ଏଣ୍ଡ ମିସ୍ ଚାର୍ମିଂ ଫେସ୍ ୨୦୧୯: ଜିତିଲେ ଓଡ଼ିଶାର ଏହି ୩ ସୁନ୍ଦରୀ !

ଭୁବନେଶ୍ୱର: ଓଡ଼ିଶାର ତିନିଜଣ ସୁନ୍ଦରୀ ଝିଅ ଜାତୀୟସ୍ତରରେ ପୁରସ୍କାର ହାସଲ କରିପାରିଛନ୍ତି । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ‘ମିଷ୍ଟର୍ ଏଣ୍ଡ ମିସ୍ ଚାର୍ମିଂ ଫେସ୍ -୨୦୧୯’ ପ୍ରତିଯୋଗିତାରେ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ଓଡ଼ିଆ ଝିଅ ପୁରସ୍କାର ଲାଭ କରିଛନ୍ତି । ଜାତୀୟସ୍ତରର…

ଘରେ କରନ୍ତୁ ହେୟାର ଷ୍ଟ୍ରେଟନିଙ୍ଗ, ପାଆନ୍ତୁ ମୂଲାୟମ କେଶ…

ନିଜ କେଶକୁ ସୁନ୍ଦର ଓ ସିଧା କରିବା ପାଇଁ ଆଜିକାଲି ସମସ୍ତେ ହେୟାର ଷ୍ଟ୍ରେଟନିଙ୍ଗ କୁ ବେଶୀ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ପାର୍ଲରରେ ଷ୍ଟ୍ରେଟନିଙ୍ଗ ପାଇଁ ଅଧିକ ଖର୍ଚ୍ଚ ହୁଏ, ଏଥିପାଇଁ କିଛି ମହିଳାମାନେ ଷ୍ଟ୍ରେଟନିଙ୍ଗ କରନ୍ତି ନାହିଁ ଆଉ କେହିକେହି କେମିକାଲର କୁପ୍ରଭାବ ପଡିବ ଭାବି…

ଫ୍ୟାସନରେ ଷ୍ଟାଇଲିସ୍ ଦାଢି ଲୁକ୍ସ…

ଭୁବନେଶ୍ୱର: ଆଜିକାଲି ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଅମାନେ ପୋଷାକ ପରି ନିଜ ପସନ୍ଦ ମୁତାବକ ବିୟର୍ଡକୁ ଷ୍ଟାଇଲ୍ ମଧ୍ୟ ବଦଳାଉଛନ୍ତି। ତେବେ ଜାଣନ୍ତୁ ନିଜ ଫେସ୍ କଟ୍ ଅନୁସାରେ କିପରି ବିୟର୍ଡ ଷ୍ଟାଇଲ୍…

ଫ୍ୟାଶନରେ ବ୍ରାଇଡାଲ୍ ଆଉଟଫିଟ୍…

ବାହାଘରରେ ସମସ୍ତେ ସୁନ୍ଦର ଓ ଆର୍କଷଣୀୟ ଦେଖାଯିବା ପାଇଁ ଚାହିଁଥାନ୍ତି, ଖାଲି ଯେ ବର –କନ୍ୟା ତା’ ନୁହେଁ ବାହାଘରରେ ଯୋଗ ଦେଉଥିବା ସମସ୍ତ ଲୋକ ଏଥିପ୍ରତି ଧ୍ୟାନ ଦେଇଥାନ୍ତି । ଅନ୍ୟ ମାନଙ୍କ ଅପେକ୍ଷା ବର-କନ୍ୟାଙ୍କର ଆଉଟ୍ ଫିଟ୍ ସମସ୍ତଙ୍କ ଠାରୁ ଭିନ୍ନ ହେବା ଜରୁରୀ । ଏଥିପାଇଁ…

ଆନ୍ତର୍ଜାତୀୟସ୍ତରରେ ଲିଟିଲ୍ ମିସ୍ ଭାବେ କମାଲ କଲେ ସରନ୍ୟା

ଭୁବନେଶ୍ୱର: ଆନ୍ତର୍ଜାତୀୟସ୍ତରରେ ଲିଟିଲ୍ ମିସ ଭାବରେ ପୁଣି କମାଲ କରିଛନ୍ତି ୧୦ ବର୍ଷର ଓଡ଼ିଆ ଝିଅ ସରନ୍ୟା ସାମନ୍ତରାୟ । ଭାରତରୁ ପ୍ରତିନିଧିତ୍ୱ କରି ହଂକଂରେ ଆୟୋଜିତ ପ୍ରତିଯୋଗିତାରେ ସରନ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଭୁବନେଶ୍ୱରସ୍ଥିତ ସେଣ୍ଟ ଯୋଶେଫ ହାଇସ୍କୁଲ୍ରେ ୫ମ…