Latest Odisha News

BREAKING NEWS

Browsing Category

ଫ୍ୟାସନ

ମିସ୍ ବ୍ରିଟିଶ୍ ଏମ୍ପାୟାର୍ ପ୍ରତିଯୋଗିତା: ଓଡ଼ିଆ ଝିଅ ସେଫାଳୀଙ୍କୁ ମିଳିଲା ୨ୟ ରନର୍ସ-ଅପ୍ ଟାଇଟଲ୍ !

ଭୁବନେଶ୍ୱର: ବଲାଙ୍ଗୀର ଝିଅ ସେଫାଳୀ ଉଦଗାତା ବ୍ରିଟିଶ୍ ଏମ୍ପାୟାର୍ ସୁନ୍ଦରୀ ପ୍ରତିଯୋଗିତାର ୨ୟ ରନର୍ସ-ଅପ୍ ଟାଇଟଲ୍ ହାସଲ କରି ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଶ୍ରୀଲଙ୍କାରେ ଅନୁÂିତ ହୋଇଥିବା ଏହି ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ୟୁନାଇଟେଡ଼ କିଙ୍ଗଡ଼ମ ଦ୍ୱାରା…

ମେହେନ୍ଦି ରଙ୍ଗ ଗାଢ କରିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହିସବୁ ଉପାୟ

ଖାସକରି ଝିଅମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମେହେନ୍ଦି ଭିନ୍ନ ଏକଭୂମିକା ଗ୍ରହଣ କରିଥାଏ । ଆଜିକାର ସମୟରେ ବାହାଘର ତଥା ପର୍ବପର୍ବାଣୀ ସମୟରେ ଖୋଜା ପଡିଥାଏ ମେହେନ୍ଦିର । ମେହେନ୍ଦି ଲଗାଇବା ପରେ ଏହାର ରଙ୍ଗ କେତେ ଗାଢ ହେଉଛି, ସେନେଇ ବେଶ୍ ଆଗ୍ରହ ରହିଥାନ୍ତି ଝିଅ ଓ…

ମିଷ୍ଟର୍ ଏଣ୍ଡ ମିସ୍ ଚାର୍ମିଂ ଫେସ୍ ୨୦୧୯: ଜିତିଲେ ଓଡ଼ିଶାର ଏହି ୩ ସୁନ୍ଦରୀ !

ଭୁବନେଶ୍ୱର: ଓଡ଼ିଶାର ତିନିଜଣ ସୁନ୍ଦରୀ ଝିଅ ଜାତୀୟସ୍ତରରେ ପୁରସ୍କାର ହାସଲ କରିପାରିଛନ୍ତି । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ‘ମିଷ୍ଟର୍ ଏଣ୍ଡ ମିସ୍ ଚାର୍ମିଂ ଫେସ୍ -୨୦୧୯’ ପ୍ରତିଯୋଗିତାରେ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ଓଡ଼ିଆ ଝିଅ ପୁରସ୍କାର ଲାଭ କରିଛନ୍ତି । ଜାତୀୟସ୍ତରର…

ଘରେ କରନ୍ତୁ ହେୟାର ଷ୍ଟ୍ରେଟନିଙ୍ଗ, ପାଆନ୍ତୁ ମୂଲାୟମ କେଶ…

ନିଜ କେଶକୁ ସୁନ୍ଦର ଓ ସିଧା କରିବା ପାଇଁ ଆଜିକାଲି ସମସ୍ତେ ହେୟାର ଷ୍ଟ୍ରେଟନିଙ୍ଗ କୁ ବେଶୀ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ପାର୍ଲରରେ ଷ୍ଟ୍ରେଟନିଙ୍ଗ ପାଇଁ ଅଧିକ ଖର୍ଚ୍ଚ ହୁଏ, ଏଥିପାଇଁ କିଛି ମହିଳାମାନେ ଷ୍ଟ୍ରେଟନିଙ୍ଗ କରନ୍ତି ନାହିଁ ଆଉ କେହିକେହି କେମିକାଲର କୁପ୍ରଭାବ ପଡିବ ଭାବି…

ଫ୍ୟାସନରେ ଷ୍ଟାଇଲିସ୍ ଦାଢି ଲୁକ୍ସ…

ଭୁବନେଶ୍ୱର: ଆଜିକାଲି ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଅମାନେ ପୋଷାକ ପରି ନିଜ ପସନ୍ଦ ମୁତାବକ ବିୟର୍ଡକୁ ଷ୍ଟାଇଲ୍ ମଧ୍ୟ ବଦଳାଉଛନ୍ତି। ତେବେ ଜାଣନ୍ତୁ ନିଜ ଫେସ୍ କଟ୍ ଅନୁସାରେ କିପରି ବିୟର୍ଡ ଷ୍ଟାଇଲ୍…

ଫ୍ୟାଶନରେ ବ୍ରାଇଡାଲ୍ ଆଉଟଫିଟ୍…

ବାହାଘରରେ ସମସ୍ତେ ସୁନ୍ଦର ଓ ଆର୍କଷଣୀୟ ଦେଖାଯିବା ପାଇଁ ଚାହିଁଥାନ୍ତି, ଖାଲି ଯେ ବର –କନ୍ୟା ତା’ ନୁହେଁ ବାହାଘରରେ ଯୋଗ ଦେଉଥିବା ସମସ୍ତ ଲୋକ ଏଥିପ୍ରତି ଧ୍ୟାନ ଦେଇଥାନ୍ତି । ଅନ୍ୟ ମାନଙ୍କ ଅପେକ୍ଷା ବର-କନ୍ୟାଙ୍କର ଆଉଟ୍ ଫିଟ୍ ସମସ୍ତଙ୍କ ଠାରୁ ଭିନ୍ନ ହେବା ଜରୁରୀ । ଏଥିପାଇଁ…

ଆନ୍ତର୍ଜାତୀୟସ୍ତରରେ ଲିଟିଲ୍ ମିସ୍ ଭାବେ କମାଲ କଲେ ସରନ୍ୟା

ଭୁବନେଶ୍ୱର: ଆନ୍ତର୍ଜାତୀୟସ୍ତରରେ ଲିଟିଲ୍ ମିସ ଭାବରେ ପୁଣି କମାଲ କରିଛନ୍ତି ୧୦ ବର୍ଷର ଓଡ଼ିଆ ଝିଅ ସରନ୍ୟା ସାମନ୍ତରାୟ । ଭାରତରୁ ପ୍ରତିନିଧିତ୍ୱ କରି ହଂକଂରେ ଆୟୋଜିତ ପ୍ରତିଯୋଗିତାରେ ସରନ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଭୁବନେଶ୍ୱରସ୍ଥିତ ସେଣ୍ଟ ଯୋଶେଫ ହାଇସ୍କୁଲ୍ରେ ୫ମ…

ହେୟାର ଷ୍ଟ୍ରେଟନିଙ୍ଗ

ମହିଳା ହୁଅନ୍ତୁ କି ପୁରୁଷ କେଶର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ଅନେକ ହେୟାର ଷ୍ଟ୍ରେଟନିଙ୍ଗକୁ ବାଛୁଛନ୍ତି । ତେବେ ଏହି ହେୟାର ଷ୍ଟ୍ରେଟନିଙ୍ଗ କରିବା ପୂର୍ବରୁ ଜାଣିରଖନ୍ତୁ ଏ ସମ୍ବନ୍ଧିତ କିଛି ଟିପ୍ସ… -ମନେରଖନ୍ତୁ ହେୟାର ଷ୍ଟ୍ରେଟନିଙ୍ଗ ପାଇଁ ସର୍ବଦା ଭଲ କ୍ୱାଲିଟିର ଷ୍ଟ୍ରେଟ୍‌ନର…

ପ୍ରଫେସନାଲ୍ ଲୁକ୍ସ ପାଇଁ ଷ୍ଟାଇଲିସ୍ ଫୁଟ୍ ୱେୟାର୍…

ଭୁବନେଶ୍ୱର: ଉଭୟ ମହିଳା ଓ ପୁରୁଷ ସବୁବେଳେ ସବୁ ସମୟରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି । ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ଥାନ୍ତି, ସେ ପୋଷାକ ହେଉ ବା ଫୁଟ୍ ୱେୟାର୍ ବାଛିବା ହେଉ । ଜାଣନ୍ତୁ କେଉଁ ଭଳି ଫୁଟ୍ ୱେୟାର୍…

ଫ୍ୟାଶନରେ ଧଳା ଡେନିମ୍…

ଭୁବନେଶ୍ୱର: ଆଜିକାର ସମୟରେ ଯୁବପିଢିଙ୍କ ମଧ୍ୟରେ ପ୍ରାୟ ସମସ୍ତେ ଧଳା ଡେନିମ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି, ଏହି ଡେନିମ୍ ପୂରା ୟୁନିକ୍ ଓ କୁଲ୍ ଲାଗିଥାଏ । ଏହା ସହିତ ସବୁ ମହିଳାଙ୍କ ବୋର୍ଡରୋବରେ ଧଳା ଜିନ୍ସ ନିଶ୍ଚୟ ଥାଏ । ଜାଣନ୍ତୁ, ଧଳା ଡେନିମ୍ ସହ କେଉଁ ରଙ୍ଗର ଡ୍ରେସ୍…