Latest Odisha News

BREAKING NEWS

Browsing Category

ଫ୍ୟାସନ

ଫ୍ୟାଶନରେ ଷ୍ଟାଇଲିସ୍ ୱାଚ୍…

ଭୁବନେଶ୍ୱର : ସଫଳତା ପାଇବାକୁ ହେଲେ ସମୟ ଉପଯୋଗୀ ରହିବା ନିହାତି ଆବଶ୍ୟକ । ଏଥିପାଇଁ ଆଧୁନିକ ଟେକ୍ନୋଲୋଜି ତଥା ମୋବାଇଲ୍ ଯୁଗରେ ମଧ୍ୟ ଲୋକମାନେ ହାତ ଘଣ୍ଟାକୁ ଭୁଲି ନାହାନ୍ତି। ଖାସ୍ କରି ଯୁବପିଢି ମଧ୍ୟରେ ନୂଆ ବ୍ରାଣ୍ଡ୍ ଓ ନୂଆ ଡିଜାଇନର ହାତ ଘଣ୍ଟା ର କ୍ରେଜ୍ ସବୁବେଳେ…

ଜାଣନ୍ତୁ, କେଉଁ ଦାଢିର ଲୁକ୍ସରେ ଆପଣ ଆକର୍ଷକ ଦିଶିବେ…

ଭୁବନେଶ୍ୱର: ଆଜିକାଲି ପ୍ରତିଦିନ ଫ୍ୟାଶନରେ ପୋଷାକ ଠାରୁ ଆରମ୍ଭ କରି ଜୋତା ଓ ରିଷ୍ଟ ୱାଚ ଷ୍ଟାଇଲ ବଦଳିବାରେ ଲାଗିଛି । ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଅମାନେ ନିଜ ପସନ୍ଦ ମୁତାବକ ବିୟର୍ଡକୁ ଷ୍ଟାଇଲ୍ ଶେପ୍ ଦେଇ…

ଜାଣନ୍ତୁ, ହୋଲି ଖେଳରେ କିପରି ନେବେ ତ୍ୱଚାର ଯତ୍ନ…

ଭୁବନେଶ୍ୱର : ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଜାଣନ୍ତୁ ହୋଲି ରଙ୍ଗରୁ…

ନଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ନେଲ୍ ଆର୍ଟ…

ଭୁବନେଶ୍ୱର : ନିଜ ଶରୀରର ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ଆଗଭର ରହିଥାନ୍ତି । ଖାସକରି ମହିଳାମାନେ ନିଜ ଚେହେରା ପ୍ରତି ଅଧିକ ସଚେତନ ରହିଥାନ୍ତି, ସେଥିମଧ୍ୟରେ ନଖର ସୌନ୍ଦର୍ଯ୍ୟ ଅନ୍ୟତମ । ବର୍ତମାନ ନେଲପଲିସ୍ ବଦଳରେ ମହିଳା ତଥା ଯୁବତୀମାନେ ମାଧ୍ୟମରେ ନଖକୁ ଆକ୍ଟ୍ରାଟିଭ୍ କରିବା ପାଇଁ…

ବିରାଟ ଓ ଅନୁଷ୍କା ଜଙ୍ଗଲରେ ବୁଲିଲେ, ଟ୍ୱିଟ୍ଟ୍ କରି ଫଟୋ ସେୟାର୍ କଲେ

ୱେଲିଂଟନ: ଏବେ ବେଶ୍ ଚର୍ଚ୍ଚାରେ ଥିବା ସେଲିବ୍ରିଟି ଦମ୍ପତ୍ତି ହ୍ୟାଣ୍ଡସମ୍ ଇଣ୍ଡିଆନ୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ୍ ସେନସେସନ୍ ଅନୁଷ୍କା ଶର୍ମା ନ୍ୟୁଜିଲାଣ୍ଡରେ ଥିବା ଏକ ଜଙ୍ଗଲରେ ଦିନ ତମାମ ବୁଲାବୁଲି କରିଛନ୍ତି । ଏନେଇ ଦୁଇଜଣ ବେଶ୍ ଖୁସି ଥିବା ବେଳେ ଉଭୟ ସେଲିବ୍ରିଟି ନିଜ ନିଜର…

ମେଟ୍ରିମୋନିଆଲ୍ ସାଇଟରୁ ଜୀବନସାଥି ବାଛିବା ପଡିପାରେ ମହଙ୍ଗା, ରୁହନ୍ତୁ ସାବଧାନ…

ଭୁବନେଶ୍ୱର : ପରଫେକ୍ଟ ଲାଇଫ୍ ପାର୍ଟନରଟେ ପାଇବା ଲାଗି ସମସ୍ତେ ଚାହିଁଥାନ୍ତି । ଯେତେବେଳେ ବାହାଘର ପାଇଁ ଅନେକ ପୁଅ ବା ଝିଅ ଦେଖାଚାହାଁ କଲେ ମଧ୍ୟ ମନ ପସନ୍ଦର ଯୋଗ୍ୟ ବର ବା କନ୍ୟା ମିଳିନଥାଏ, ସେତେବେଳେ ଅଧିକାଂଶ ଯୁବପିଢି ବିଭିନ୍ନ ମେଟ୍ରିମୋନିଆଲ୍ ସାଇଟ୍ ଗୁଡିକର ସାହାରା ନେଇଥାନ୍ତି ।…

ଫ୍ୟାଶନରେ ଷ୍ଟାଇଲିସ୍ ଗଜରା…

ଭୁବନେଶ୍ୱର : ଆଜିକାଲି ବାହାଘର-ବ୍ରତ ହେଉ ବା ଯେକୌଣସି ପୂଜା ପର୍ବ ସବୁଥିରେ ଗଜରାର ଚାହିଦା ରହିଥାଏ । ଖାସକରି ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ଧିରେଧିରେ ଅନ୍ୟ ମହିଳା ତଥା ଯୁବତୀମାନଙ୍କର ଏହି ଗଜରା ପ୍ରତି କ୍ରେଜ ବଢିବାରେ ଲାଗିଛି । ସିନେମାରେ…

ଫ୍ୟାଶନ୍ ଟ୍ରେଣ୍ଡରେ ଲଙ୍ଗ୍ ବୁଟ୍ସ…

ଭୁବନେଶ୍ୱର: ଏବେ ମଡ଼ର୍ଣ୍ଣ ଲୁକ୍ସ ପାଇଁ ଲଙ୍ଗ୍ ବୁଟ୍ସକୁ ମହିଳାମାନେ ବେଶ୍ ପସନ୍ଦ କରିବାର ଦେଖାଯାଉଛି । ଯେକୌଣସି ସମୟରେ ପାଦକୁ ଆରାମ ଦେବା ପାଇଁ ମୋଜା ତ ପିନ୍ଧିବା ନିହାତି ଆବଶ୍ୟକ । କିନ୍ତୁ ଯଦି ଆପଣ ଲଙ୍ଗ୍ ବୁଟ୍ସ୍ ପିନ୍ଧୁଛନ୍ତି ତେବେ କେତେଗୁଡ଼ିଏ ଷ୍ଟାଇଲ୍ ପ୍ରତି ବିଶେଷ ଧ୍ୟାନ…

ଟ୍ରାଡ଼ିସନାଲ୍ ପଞ୍ଜାବୀ ସାଲୱାର୍ ସୁଟ୍ : ଲାଟେଷ୍ଟ୍ ଆରାମଦାୟକ ଆଉଟଫିଟ୍

ଭୁବନେଶ୍ୱର: ଫ୍ୟାଶନ୍ କହିଲେ ଏବେର ଆରାମଦାୟକ ଆଉଟଫିଟ୍ ବୁଝିବାକୁ ପଡ଼ିବ । ତେବେ କିଛିଟା ଟ୍ରାଡ଼ିସନାଲ୍ କପଡ଼ା କୌଣସି ବିଶେଷ ଅବସରରେ ପିନ୍ଧିବାର ସୁଯୋଗ ମିଳେ । ସାଲୱାର୍ ସୁଟ୍ କଥା ପଡ଼ିଲେ ପ୍ରଥମତଃ ପଞ୍ଜାବୀ ସୁଟ୍ ପ୍ରତି ସମସ୍ତଙ୍କର ବିଶେଷ ଆକର୍ଷଣ ଥାଏ । ଏହା ଯେକୌଣସି ଫିଗର୍କୁ ବି…

କେଶର ଯତ୍ନ ଲାଗି କିଛି ଘରୋଇ ଟିପ୍ସ…

ଭୁବନେଶ୍ୱର: ବର୍ଷା ହେଉ କି ଖରା ସବୁ ସମୟରେ କେଶ ମୂଳ କୁଣ୍ଡେଇ ହେବା ସାଧାରଣ କଥା । ଅଧିକାଂଶ ଲୋକଙ୍କୁ ଲାଗେ ଯେ ଉକୁଣୀ କିମ୍ବା ରୁପି ଯୋଗୁଁ ଏପରି ହୁଏ । କିନ୍ତୁ କେଶମୂଳ ଶୁଷ୍କ, ସାମ୍ପ୍ୟୁ, ଖାଦ୍ୟ-ପାନୀୟରେ ଅନିୟମିତତା, କେଶରୁ ଝାଳ ବାହାରିବା, ଜୀବାଣୁ ସଂକ୍ରମଣ ଯୋଗୁଁ କେଶ ମୂଳ…